ସ୍ୱାଧୀନତା ଦିବସ ଅବସରରେ ଲାଲକିଲାରୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ – ‘କୋଭିଡ ବେଳେ ସାରା ବିଶ୍ଵକୁ ମାନବିକତା ଶିଖାଇଛି ଭାରତ”
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୭ ତମ ସ୍ଵାଧୀନତା ଦିବସ ଅବସରରେ ଲାଲକିଲାଠାରେ ଜାତୀୟ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ପତାକା ଉତ୍ତୋଳନ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ରାଜଘାଟଠାରେ ମହାତ୍ମା...
ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ – “ମଜଭୁତ ହେଉଛି ଓଡ଼ିଶାର ଅର୍ଥନୀତି”
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ୭୭ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଳିତ ପରେଡର ଅଭିବାଦନ ଗ୍ରହଣ କରିବା ସହ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।...
ଦୃଢ଼ ମନୋବଳ ଆଣିଦେଲା ସଫଳତା – ଶର୍ମିଷ୍ଠା ପଣ୍ଡା
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=ybgoIha6yUc]
ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ଶର୍ମିଷ୍ଠା ପଣ୍ଡା। ଦ୍ଵିତୀୟ ଚେଷ୍ଟାରେ ୧୦୯ ରାଙ୍କରେ ରହି ଏହି ସଫଳତା ପାଇଛନ୍ତି କଟକର ଝିଅ ଶର୍ମିଷ୍ଠା।
ଓସିଏସ ପରୀକ୍ଷା ପାଇଁ...
ଭୁବେନଶ୍ଵରରୁ ଦିଲ୍ଲୀକୁ ଗଡ଼ିଲା ତେଜସ ରାକ୍ ଯୁକ୍ତ ରାଜଧାନୀ ଏକ୍ସପ୍ରେସ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଏକ୍ସପ୍ରେସର ରୂପ ବଦଳିଛି। ତେଜସ ରାକ୍ ଯୁକ୍ତ ରାଜଧାନୀ ଏକ୍ସପ୍ରେସ ଭୁବନେଶ୍ଵରରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଛି। ସ୍ଵାଧୀନତା ଦିବସର ଦିନକ ପୂର୍ବରୁ ସୋମବାର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାର...
ପଞ୍ଚଭୂତରେ ଲୀନ ହେଲା ସହିଦ ଯବାନ ନୀଳାଞ୍ଚଳ ପଟେଲଙ୍କ ପାର୍ଥିବ ଶରୀର
ଓଡ଼ିଶାଲାଇଭ୍ ବ୍ୟୁରୋ
ପଞ୍ଚଭୂତରେ ଲୀନ ହେଲା ସହିଦ ଯବାନ ନୀଳାଞ୍ଚଳ ପଟେଲଙ୍କ ପାର୍ଥିବ ଶରୀର। ଗାଁ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କର ଶେଷ କୃତ୍ୟ ସମ୍ପୂର୍ଣ୍ଣ ହୋଇଛି।
ଲୁହରେ ଭିଜିଲା ସହିଦଙ୍କ ଜନ୍ମମାଟି ବରଗଡ଼ ବାଘପାଲି...
ମତେ ବି ଦିନେ ପ୍ରେମ ହେଇଥିଲା – ଆଇଶା ପଣ୍ଡା
[youtube https://www.youtube.com/watch?v=yI6-5kMFHYU]
ଆଇଶାଙ୍କ ନାଁ ପ୍ରଥମରୁ ଅଶୋକ ପଣ୍ଡା ଥିଲା। ପରିବାର ଲୋକ ତାଙ୍କୁ ଘରର ସାନ ପୁଅ ଭାବେ ସ୍ନେହ ଶ୍ରଦ୍ଧା କରୁଥିଲେ। କିନ୍ତୁ ଯେତେବେଳେ ସେମାନେ ଜାଣିଲେ ଆଇଶା ପୁଅ ନୁହଁନ୍ତି,...
ବୌଦ୍ଧରେ କମିଲା ଟମାଟୋ ଦର, କିଲୋ ୬୦ ଟଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
(ବୌଦ୍ଧରୁ ଦେବବ୍ରତ ଦାଶ): କମିଲା ଟମାଟୋ ଦର। ଦୁଇ ଶହ ଟଙ୍କା ନୁହେଁ ଏବେ କିଲୋଗ୍ରାମ ପ୍ରତି ୬୦ ଟଙ୍କାରେ ମିଳୁଛି ଟମାଟୋ। କିଛି ଦିନ ହେଲା ରୋଷେଇ ଘରେ ଟମାଟୋର...
ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା ସହ ଭୂସ୍ଖଳନ ତାଣ୍ଡବ, ୧୬ରୁ ଅଧିକ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା ଓ ଭୂସ୍ଖଳନର ତାଣ୍ଡବ ଦେଖିବାକୁ ମିଳିଛି। ଭୂସ୍ଖଳନରେ ରାଜ୍ୟର ସୋଲନ ଜିଲ୍ଲା ଓ ଅନ୍ୟାନ୍ୟ ଅଞ୍ଚଳରେ ୧୬ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏହାସହ ୫...
ବିଶ୍ୱ ଦକ୍ଷତା କେନ୍ଦ୍ରରେ ସେପ୍ଟେମ୍ବର ସେସନ ପାଇଁ ନାମଲେଖା, ଆସନ୍ତାକାଲି ସରିବ ଆବେଦନ ପ୍ରକ୍ରିୟା
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ଵର): ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ୱାର୍ଲ୍ଡ ସ୍କିଲ ସେଣ୍ଟର ବା ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ତାଲିମ ପାଠ୍ୟକ୍ରମରେ ସେପ୍ଟେମ୍ବର ସେସନରେ ନାମଲେଖା ପାଇଁ ଆବେଦନ ଜାରି ରହିଛି।...
ଜନ୍ମ ମାଟିରେ ସହିଦ ଓଡ଼ିଆ ଯବାନ ନୀଳାଞ୍ଚଳ ପଟେଲଙ୍କ ପାର୍ଥିବ ଶରୀର, ଶେଷ ଦର୍ଶନ ପାଇଁ ଲୋକଙ୍କ ପ୍ରବଳ...
ଓଡ଼ିଶାଲାଇଭ୍ ବ୍ୟୁରୋ
ମଣିପୁରରେ ସହିଦ ହୋଇଥିବା ଓଡ଼ିଆ ଯବାନ ନୀଳାଞ୍ଚଳ ପଟେଲଙ୍କ ପାର୍ଥିବ ଶରୀର ଜନ୍ମ ମାଟିରେ ପହଞ୍ଚିଲା। ସୋମବାର ବରଗଡ଼ ଜିଲ୍ଲାର ଭେଡ଼େନ ଥାନା ଅନ୍ତର୍ଗତ ବାଘପାଲି ଗାଁରେ ପହଞ୍ଚିଛି ସହିଦ ନୀଳାଞ୍ଚଳଙ୍କ...




















