Independence Day

ଅବପାତରେ ପରିଣତ ହେବ ଲଘୁଚାପ, ରାଜ୍ୟରେ ୩ ଦିନ ପ୍ରବଳ ବର୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ଘନୀଭୂତ ହେଉଛି ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଅବପାତରେ ପରିଣତ ହେବ। ଏହା ପ୍ରଭାବରେ ରାଜ୍ୟରେ ୩ ଦିନ ଯାଏଁ ପ୍ରବଳରୁ ଅତିପ୍ରବଳ...

କଲ୍ୟାଣସିଂହପୁରରେ ପୋଲ ଭୁଶୁଡ଼ି ୫ ଜଣଙ୍କ ମୃତ୍ୟୁ ଘଟଣା: ମୃତକଙ୍କ ପରିବାର ଲାଗି ୪ ଲକ୍ଷ ଟଙ୍କା ଲେଖାଏଁ...

ଓଡ଼ିଶାଲାଇଭ୍ ବ୍ୟୁରୋ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ସୋମବାର ଦିନ ନିର୍ମାଣାଧୀନ ପୋଲ ଭୁଶୁଡ଼ି ୫ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଚାରି ଜଣ ଶିଶୁ ରହିଛନ୍ତି। ମୃତକଙ୍କ ପରିବାର ଲାଗି ୪...

ଏଏସଓ ପରୀକ୍ଷା ଅନିୟମିତତା ମାମଲା: ହାଇକୋର୍ଟରେ ପୁନର୍ବିଚାର ଆବେଦନ ଖାରଜ, ପୂର୍ବ ରାୟ ବଳବତ୍ତର

ଓଡ଼ିଶାଲାଇଭ୍ ବ୍ୟୁରୋ ଏଏସଓ ପରୀକ୍ଷା ଅନିୟମିତତା ମାମଲାରେ ଦାଏର ପୁନର୍ବିଚାର ଆବେଦନ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଖାରଜ ହୋଇଛି। ସୋମବାର ଏହି ମାମଲାରେ ରିଭ୍ୟୁ ଓ ରିଟ ପିଟିସନ ଖାରଜ କରିବା ସହ ନିଜର...

ପ୍ରକାଶ ପାଇଲା ଓଏଏସ୍ ପରୀକ୍ଷା ଫଳ: ସୁଦେବ କୁମାର ପୃଷ୍ଟି ଟପ୍ପର

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ (ଓଏଏସ୍‌) ୨୦୨୧-୨୨ ପରୀକ୍ଷା ଫଳାଫଳ। ସୁଦେବ କୁମାର ପୃଷ୍ଟି ଓଏଏସ୍ ଟପ୍ପର ହୋଇଛନ୍ତି। ଏହି ପରୀକ୍ଷାରେ ସୁଚିସ୍ମିତା ପାଣିଗ୍ରାହୀ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ପ୍ରଣବ ରଞ୍ଜନ...

ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲା: ବର୍ଷାଙ୍କୁ ଶେଷ ଥର ଜେରା

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣି ଚର୍ଚ୍ଚାରେ ସେଲିବ୍ରିଟି କପଲ ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁଭବ ମହାନ୍ତିଙ୍କ ବିବାହ ବିଚ୍ଛେଦ ମାମଲା। ସୋମବାର ଦିନ ଛାଡ଼ପତ୍ର ମାଲାରେ ବର୍ଷାଙ୍କୁ କଟକ ପରିବାର ଅଦାଲତରେ ଶେଷ ଥର ପାଇଁ...

ଚଳନ୍ତା ଟ୍ରେନରେ ଆରପିଏଫ୍ କନଷ୍ଟେବଳଙ୍କ ଗୁଳିମାଡ଼, ଏଏସଆଇଙ୍କ ସମେତ ୪ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳନ୍ତା ଟ୍ରେନରେ ଗୁଳିକାଣ୍ଡ। ଜୟପୁର-ମୁମ୍ବାଇ ଏକ୍ସପ୍ରେସରେ ସୋମବାର ଜଣେ ଆରପିଏଫ୍ କନଷ୍ଟେବଳଙ୍କ ଗୁଳିମାଡ଼ରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ଆରପିଏଫ୍ ଏଏସଆଇ ଏବଂ ୩ ଜଣ ଯାତ୍ରୀ...

କଲ୍ୟାଣସିଂହପୁର ବ୍ଲକରେ ନିର୍ମାଣାଧୀନ ପୋଲ ଭୁଶୁଡ଼ି ୫ ଜଣଙ୍କର ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ସୋମବାର ଦିନ ଏକ ବଡ଼ ଅଘଟଣ ଘଟିଯାଇଛି। ଉପରସାଜା ଗ୍ରାମ ନିକଟରେ ଏକ ନିର୍ମାଣାଧୀନ ପୋଲ ଭୁଶୁଡ଼ି ପଡ଼ିବାରୁ ୫...

ନବ ଦାସ ହତ୍ୟା ମାମଲା: ଝାରସୁଗୁଡ଼ାରେ ଚିକିତ୍ସାକୁ ନେଇ ସନ୍ଦେହ ବଢ଼ାଇଲା ଓପିଡି ଟିକେଟ

ଓଡ଼ିଶାଲାଇଭ୍ ବ୍ୟୁରୋ ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାକୁ ନେଇ ବିବାଦ ଥମିବାର ନାଁ ନେଉନି। ନବ ଦାସଙ୍କୁ ଗୁଳିମାଡ଼ ପରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ଚିକିତ୍ସା ହୋଇଥିଲା କି...

ଓପିଏସସି ପକ୍ଷରୁ ‘ଖଣି ଅଧିକାରୀ’ ପଦବୀରେ ନିଯୁକ୍ତି ପାଇଁ ସୁଯୋଗ, ଆସନ୍ତାକାଲି ସରିଯିବ ଆବେଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଇସ୍ପାତ ଏବଂ ଖଣି ବିଭାଗରେ ଖାଲିଥିବା ‘ଖଣି ଅଧିକାରୀ’ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଓଡ଼ିଶା ମିନେରାଲ୍ ଆଡମିନିଷ୍ଟ୍ରେଟିଭ୍ ସର୍ଭିସ ଅନ୍ତର୍ଗତ ଏହି ନିଯୁକ୍ତି ମିଳିବ। ଏହି...

ୱାର୍ଲ୍ଡ ସ୍କିଲ ସେଣ୍ଟରରେ ଅତ୍ୟାଧୁନିକ ଦକ୍ଷତା ବିକାଶ ତାଲିମ ପାଠ୍ୟକ୍ରମ, ଆବେଦନର ଶେଷ ତାରିଖ ଅଗଷ୍ଟ ୧୫

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ଯୁବକ ଯୁବତୀଙ୍କର ବିଭିନ୍ନ ଅତ୍ୟାଧୁନିକ ବିଷୟରେ ଦକ୍ଷତା ବିକାଶ ନିମନ୍ତେ ସୁଯୋଗ ଆଣିଛି ଭୁବନେଶ୍ଵର ସ୍ଥିତ ବିଶ୍ଵ ଦକ୍ଷତା କେନ୍ଦ୍ର ବା ୱାର୍ଲ୍ଡ ସ୍କିଲ ସେଣ୍ଟର। ଏଠାରେ ଆଇଟିଆଇ ଓ...