Independence Day

ଜୟପୁରରେ ବାଇକ୍ ଚୋରି ରାକେଟ ଠାବ: ୧୧ ବାଇକ୍ ଜବତ, ୩ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ଜୟପୁର ଟାଉନ ଥାନା ପୋଲିସ ହାବୁଡ଼ରେ ପଡ଼ିଛନ୍ତି ଅନ୍ତଃରାଜ୍ୟ ବାଇକ ଚୋରି ଗ୍ୟାଙ୍ଗ। ବାଇକ୍ ଚୋରି ଅଭିଯୋଗରେ ପୋଲିସ ୩ ଜଣଙ୍କୁ ଗିରଫ କରିବା ସହ ଏମାନଙ୍କ ନିକଟରୁ ୧୧ଟି ବାଇକ୍...

ଭୁବନେଶ୍ୱର ମେଟ୍ରୋ ପାଇଁ ଚାଲିଲା ମାଟି ପରୀକ୍ଷା, ଖୁବଶୀଘ୍ର ନିର୍ମାଣ ଆରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ପାଇଁ ସୋମବାରଠୁ ଆରମ୍ଭ ହୋଇଛି ମାଟି ସର୍ଭେକ୍ଷଣ ପ୍ରକ୍ରିୟା। କଟକର ତ୍ରିଶୂଳିଆ ଛକରୁ ଭୁବନେଶ୍ଵରର ବିଜୁ ପଟ୍ଟନାୟକ ବିମାନବନ୍ଦର ଯାଏଁ ୨୪ଟି ସ୍ଥାନରେ ଏହି ପ୍ରକ୍ରିୟାରେ ମାଟି...

ଚଳିତ ମୌସୁମୀ ଋତୁରେ କମିଛି ବର୍ଷାର ପରିମାଣ: ଆଞ୍ଚଳିକ ପାଣିପାଗ କେନ୍ଦ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତ ମୌସୁମୀ ଋତୁରେ ଜୁନ ୧ ତାରିଖରୁ ଜୁଲାଇ ୧୦ ତାରିଖ ମଧ୍ୟରେ ୨୨୨.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ଵାଭାବିକ ବର୍ଷା ୩୦୪.୨ ମିଲିମିଟର ତୁଳନାରେ ୨୭ ପ୍ରତିଶତ...

ପ୍ରବଳ ବର୍ଷାରେ ବେହାଲ ଉତ୍ତର ଭାରତ, ଏ ଯାଏଁ ପ୍ରାଣ ହରାଇଲେଣି ୩୦ରୁ ଅଧିକ ଲୋକ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରବଳ ବର୍ଷାରେ ବେହାଲ ସାରା ଉତ୍ତର ଭାରତ। ଏଠାରେ ବିଭିନ୍ନ ଅଞ୍ଚଳରେ ବର୍ଷା ଯୋଗୁଁ ଅନେକ ଧନଜୀବନ ନଷ୍ଟ ହୋଇଛି। ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ହରିୟାଣା, ଦିଲ୍ଲୀ, ଉତ୍ତରାଖଣ୍ଡ ଏବଂ ପଞ୍ଜାବର...

ଓଟିଭିରେ ନ୍ୟୁଜ ପଢ଼ିବ ଏଆଇ ଆଙ୍କର ‘ଲିସା’

ଓଡ଼ିଶାଲାଇଭ୍ ବ୍ୟୁରୋ ଏବେ ଓଟିଭିରେ ନ୍ୟୁଜ ପଢ଼ିବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା ଏଆଇ ନ୍ୟୁଜ୍ ଆଙ୍କର ‘ଲିସା’। ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ଏଆଇ ନ୍ୟୁଜ ଆଙ୍କର ‘ଲିସା’କୁ ଲଞ୍ଚ କରିଥିଲେ ଓଟିଭି ନେଟୱର୍କର...

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର, ଚଳଚଞ୍ଚଳ ସବୁ ଶୈବ ପୀଠ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର। ଚଳଚଞ୍ଚଳ ହୋଇଛି ରାଜ୍ୟର ସବୁ ଶୈବ ପୀଠ। ହଜାର ହଜାର ସଂଖ୍ୟାରେ କାଉଡ଼ିଆ ମହାଦେବଙ୍କୁ ଜଳ ଅର୍ପଣ କରି ଶୁଭ ମନାସୁଛନ୍ତି। ଭୁବନେଶ୍ୱରର...

ଆଇବିପିଏସ ପକ୍ଷରୁ ‘ବ୍ୟାଙ୍କିଂ କ୍ଲର୍କ’ ନିଯୁକ୍ତି ପରୀକ୍ଷା ପାଇଁ ଜାରି ରହିଛି ଆବେଦନ, ଜୁଲାଇ ୨୧ ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ବିଭିନ୍ନ ବ୍ୟାଙ୍କରେ ଅନେକ ବ୍ୟାଙ୍କିଂ କ୍ଲର୍କ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏହି ୪ ହଜାର ୪୫ଟି ପଦବୀ ପୂରଣ ପାଇଁ ଇନ୍ସଷ୍ଟିଚ୍ୟୁଟ୍ ଅଫ ବ୍ୟାଙ୍କିଂ ପର୍ସନାଲ୍...

ରୋବୋଟ ସହାୟତାରେ ସଫଳ ହେଉଛି ଆଣ୍ଠୁ ପ୍ରତ୍ୟାରୋପଣ: ଡାକ୍ତର ଅନିରୁଦ୍ଧ ଦାସ

ଓଡ଼ିଶାଲାଇଭ୍ ବ୍ୟୁରୋ ବର୍ତ୍ତମାନ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲରେ ରୋବୋଟ ସହାୟତାରେ ଆଣ୍ଠୁ ପ୍ରତ୍ୟାରୋପଣ କରାଯାଉଛି। ଏହି ପଦ୍ଧତିରେ ଅସ୍ତ୍ରୋପଚାର ଅଧିକ ସଫଳ ହେବା ସହ ଅଳ୍ପ ଦିନ ମଧ୍ୟରେ...

ଜବାହାର ନବୋଦୟ ବିଦ୍ୟାଳୟରେ ଶିକ୍ଷାବର୍ଷ ୨୦୨୪-୨୫ରେ ନାମଲେଖା ପାଇଁ ସୁଯୋଗ, ଜାଣନ୍ତୁ କେମିତି କରିବେ ଆବେଦନ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଜବାହାର ନବୋଦୟ ବିଦ୍ୟାଳୟରେ ଶିକ୍ଷାବର୍ଷ ୨୦୨୪-୨୫ରେ ନାମଲେଖା ପାଇଁ ହେବାକୁଥିବା ପ୍ରବେଶିକା ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଭାରତରେ ଥିବା ୬୪୯ଟି ନବୋଦୟ ବିଦ୍ୟାଳୟରେ...

ମହାରାଷ୍ଟ୍ର ପାଓ୍ଵାର ପ୍ଲେ: ଆଗକୁ କ’ଣ ହେବ?

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ ମହାରାଷ୍ଟ୍ରରେ ସରକାର ସ୍ଥିର, କିନ୍ତୁ ରାଜନୀତି ନୁହେଁ। ଗତ ସପ୍ତାହରେ ଆରମ୍ଭ ହୋଇଥିବା ‘ପାଓ୍ଵାର ପ୍ଲେ’ରେ ଆଗକୁ ଆହୁରି ବହୁତ ଖେଳ ବାକି ଅଛି। ମହାରାଷ୍ଟ୍ର ରାଜନୀତିରେ ଯାହା ଘଟୁଛି ତାହା ଅପ୍ରତ୍ୟାଶିତ...