Independence Day

ଆଇପିଏସ୍ ସ୍ତରରେ ଅଦଳବଦଳ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ସଫିନ ଅହମ୍ମଦ କେ.ଙ୍କୁ କ୍ରାଇମବ୍ରାଞ୍ଚ ଆଇଜି ଭାବେ ନିଯୁକ୍ତ କରାଯାଇଛି। ସେହିଭଳି ସାର୍ଥକ ଷଡ଼ଙ୍ଗୀଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ଭାବେ...

ଆଗକୁ ଏସି କ୍ୟାବିନରେ ବସି ଟ୍ରକ୍ ଚଲେଇବେ ଡ୍ରାଇଭର

ଓଡ଼ିଶାଲାଇଭ୍ ବ୍ୟୁରୋ ଟ୍ରକ୍ ଚାଳକଙ୍କ ପାଇଁ ଖୁସି ଖବର। ଆଗକୁ ଏସି କ୍ୟାବିନରେ ବସି ଟ୍ରକ ଚଲେଇବେ ଡ୍ରାଇଭର। ଆସନ୍ତା ୨୦୨୫ ମସିହାଠାରୁ ସମସ୍ତ ଟ୍ରକର କ୍ୟାବିନ ଶୀତତାପ ନିୟନ୍ତ୍ରିତ ହେବାକୁ ଯାଉଛି। କେନ୍ଦ୍ର ସଡ଼କ...

ସ୍ପେନ ଚତୁଃରାଷ୍ଟ୍ରୀୟ ହକି ଟୁର୍ଣ୍ଣାମେଣ୍ଟ: ୨୪ ଜଣିଆ ଭାରତୀୟ ଟିମ୍ ଘୋଷିତ, ଦଳରେ ୨ ଓଡ଼ିଆ ସାମିଲ

ଓଡ଼ିଶାଲାଇଭ୍ ବ୍ୟୁରୋ ସ୍ପେନରେ ହେବାକୁ ଚତୁଃରାଷ୍ଟ୍ରୀୟ ହକି ଟୁର୍ଣ୍ଣାମେଣ୍ଟ ପାଇଁ ଶୁକ୍ରବାର ୨୪ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ଜୁଲାଇ ୨୫ ରୁ ୩୦ ଯାଏଁ ସ୍ପେନର ତେରାସାଠାରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ।...

ମହିଳା କୁସ୍ତି ଖେଳାଳିଙ୍କୁ ଯୌନ ନିର୍ଯାତନା ମାମଲା: କୋର୍ଟରେ ହାଜର ହେବାକୁ ବ୍ରିଜଭୂଷଣଙ୍କୁ ସମନ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କୁ ହାଜର ହେବା ପାଇଁ ସମନ ଜାରି କରିଛନ୍ତି ଦିଲ୍ଲୀ ସ୍ଥିତ ରାଉଜ ଏଭେନ୍ୟୁ କୋର୍ଟ। ମହିଳା କୁସ୍ତି...

ଓଡ଼ିଶାର କର୍ମଜୀବୀ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଆବେଦନ ପାଇଁ ସ୍ଵତନ୍ତ୍ର ପୋର୍ଟାଲ ଲୋକାର୍ପିତ

ଓଡ଼ିଶାଲାଇଭ୍ ବ୍ୟୁରୋ କର୍ମଜୀବୀ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଆବେଦନ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଲୋକାର୍ପିତ ହୋଇଛି ନୂଆ ପୋର୍ଟାଲ। ଏହାଦ୍ୱାରା ଏବେ ରାଜ୍ୟର ସାମ୍ବାଦିକମାନେ ସୁବିଧାରେ ସରକାରୀ ସ୍ୱାସ୍ଥ୍ୟ ବୀମା ଓ ଅନ୍ୟାନ୍ୟ...

୨୦୨୪ ନିର୍ବାଚନ ପାଇଁ ବିଜେଡିର ସଜବାଜ: ୬ ଜିଲ୍ଲାକୁ ମିଳିଲା ନୂଆ ଦଳୀୟ ସଭାପତି

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୪ ମସିହା ସାଧାରଣ ନିର୍ବାଚନ ପୂର୍ବରୁ ନିଜ ସଂଗଠନକୁ ସୁଦୃଢ଼ କରୁଛି ବିଜେଡି। ଏହି ପ୍ରରିପ୍ରେକ୍ଷୀରେ ଶୁକ୍ରବାର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟର ୬ଟି ଜିଲ୍ଲା ପାଇଁ ନୂଆ ଦଳୀୟ...

ଓଡ଼ିଶା ହାଇକୋର୍ଟଙ୍କ ବଡ଼ ରାୟ: ବନ୍ଧୁତ୍ଵରୁ ଆରମ୍ଭ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ

ଓଡ଼ିଶାଲାଇଭ୍ ବ୍ୟୁରୋ ଶାରୀରିକ ସମ୍ପର୍କକୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ବନ୍ଧୁତ୍ୱରୁ ଆରମ୍ଭ ହୋଇଥିବା ଶାରୀରିକ ସମ୍ପର୍କ ଦୁଷ୍କର୍ମ ବୋଲି ବିବେଚିତ ହେବ ନାହିଁ। ଯଦି ଏ ସମ୍ପର୍କୀତ କୌଣସି ଦୁଷ୍କର୍ମ...

ଅଧାରୁ ପାଠ ଛାଡ଼ିଥିବା ସବୁ ଛାତ୍ରଛାତ୍ରୀଙ୍କୁ ପୁଣି ସ୍କୁଲ ପଠାଇବାକୁ ବ୍ୟବସ୍ଥା କର – ଓସେପା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରରେ ଅଧାରୁ ପାଠପଢ଼ା ଛାଡ଼ିଥିବା ଛାତ୍ରଛାତ୍ରୀଙ୍କୁ ପୁଣିଥରେ ସ୍କୁଲକୁ ପଠାଇବା ପାଇଁ ଅଣ୍ଟା ଭିଡ଼ିଛି ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ (ଓସେପା)। ଏହି ପରିପ୍ରେକ୍ଷୀରେ ଅଧାରୁ ପଢ଼ା ଛାଡ଼ିଥିବା ଛାତ୍ରଛାତ୍ରୀଙ୍କୁ ଚିହ୍ନଟ...

କନ୍ଧମାଳରେ କଲରାପତରିଆ ବାଘ ଶିକାର: ୧୧ ଜଣ ଗିରଫ, ଛାଲ ଓ ନଖ ଜବତ

ଓଡ଼ିଶାଲାଇଭ୍ ବ୍ୟୁରୋ (ଫୁଲବାଣୀରୁ ସଦାଶିବ ପାତ୍ର): କଲରାପତରିଆ ବାଘ ଶିକାର କରି ଛାଲ, ନଖ ଓ ମାଂସ ଭାଗ ବାଣ୍ଟୁଥିବାବେଳେ ମାଡ଼ି ବସିଲା ବନ ବିଭାଗ। ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ରାଇକିଆ...

ହୁତୁ ହୁତୁ ହୋଇ ଜଳିଗଲା ଫାଲକନୁମା ଏକ୍ସପ୍ରେସର ୩ଟି ବଗି

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ରେଳକୁ ଏବେ ସଙ୍କଟ ପଡ଼ିଛି। ଗତ ଜୁନ ୨ ତାରିଖରେ ବାଲେଶ୍ଵର ଜିଲ୍ଲା ବାହାନଗା ରେଳ ଷ୍ଟେସନ ନିକଟରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇ ୩୦୦ରୁ ଊର୍ଦ୍ଧ୍ଵ ଯାତ୍ରୀଙ୍କର ଜୀବନ...