ରାଉରକେଲାରେ ଜେଏସପି ଫାଉଣ୍ଡେସନ ଓ ଦିଲ୍ଲୀପ ତିର୍କୀ ସ୍ପୋର୍ଟସ ଫାଉଣ୍ଡେସନ ପକ୍ଷରୁ ଗ୍ରାସରୁଟ ହକି ଡେଭେଲପମେଣ୍ଟ ପ୍ରୋଗ୍ରାମ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଉଲକେଲା ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମଠାରେ ଆୟୋଜିତ ହୋଇଯାଇଛି ଗ୍ରାସରୁଟ୍ ହକି ଡେଭଲପମେଣ୍ଟ ପ୍ରୋଗ୍ରାମ। ଜେଏସପି ଫାଉଣ୍ଡେସନ ଏବଂ ଦିଲ୍ଲୀପ ତିକ୍ରୀ ସ୍ପୋର୍ଟସ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାର ପ୍ରାୟ...
ଝାରସୁଗୁଡ଼ା: ବେଦାନ୍ତ ଆଲୁମିନିୟମ ପକ୍ଷରୁ କମ୍ପାନି ପରିସରରେ ପ୍ରତିଷ୍ଠା ହେଲା ‘ବଟରଫ୍ଲାଏ ପାର୍କ’
ଓଡ଼ିଶାଲାଇଭ୍ ବ୍ୟୁରୋ
ବେଦାନ୍ତ ଆଲୁମିନିୟମ ପକ୍ଷରୁ ନିଜର ଝାରସୁଗୁଡ଼ା ସ୍ଥିତ କମ୍ପାନି ପରିସରରେ ଏକ ‘ବଟରଫ୍ଲାଏ ପାର୍କ’ ପ୍ରତିଷ୍ଠା କରାଯାଇଛି। ଏହି ପାର୍କରେ ୩୦ରୁ ଅଧିକ ବିରଳ ପ୍ରଜାତିର ପ୍ରଜାପତିଙ୍କୁ ଦେଖିବାକୁ ମିଳିବ। ପ୍ରଜାପତିମାନଙ୍କୁ...
କୋରାପୁଟ: ସ୍କୁଟି ଉପରକୁ ଓଲଟି ପଡ଼ିଲା କୋଇଲା ବୋଝେଇ ଟ୍ରକ, ପ୍ରାଣ ହରାଇଲେ ୨ ଯୁବତୀ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଜୟପୁର): ଏକ କୋଇଲା ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଗୋଟିଏ ସ୍କୁଟି ଉପରକୁ ଓଲଟି ପଡ଼ିବାରୁ ସ୍କୁଟିରେ ଯାଉଥିବା ଦୁଇଜଣ ଯୁବତୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଏହି ଅଭାବନୀୟ ଘଟଣା ଘଟିଛି...
ବଦଳିଲା ନେହରୁ ମେମୋରିଆଲ ମ୍ୟୁଜିୟମର ନାଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆ ଦିଲ୍ଲୀ ସ୍ଥିତ ନେହରୁ ମେମୋରିଆଲ ମ୍ୟୁଜିୟମ ଆଣ୍ଡ ଲାଇବ୍ରେରୀର ନାଁ ବଦଳିଲା। ଏଣିକି ଏହାକୁ ପ୍ରାଇମ ମିନିଷ୍ଟର ମ୍ୟୁଜିୟମ ଆଣ୍ଡ ଲାଇବ୍ରେରୀ ନାଁରେ ଜଣାଯିବ।
ନେହରୁ ମେମୋରିଆଲ ମ୍ୟୁଜିୟମ ଆଣ୍ଡ ଲାଇବ୍ରେରୀ...
ଆଜିଠୁ ‘ମୋ ଘର’ ଯୋଜନାରେ ଗୃହ ଋଣ ପାଇଁ ଆବେଦନ ଆରମ୍ଭ, ଜାଣନ୍ତୁ କ’ଣ ରହିଛି ପ୍ରକ୍ରିୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଶୁକ୍ରବାରଠାରୁ ‘ମୋ ଘର’ ଯୋଜନାରେ ଗୃହ ଋଣ ପାଇଁ ଆବେଦନ ଆରମ୍ଭ ହୋଇଛି। ନିମ୍ନ ଓ ନିମ୍ନ ମଧ୍ୟବିତ୍ତ ପରିବାରର ଯେଉଁ ହିତାଧିକାରୀମାନେ କୌଣସି ସରକାରୀ ଯୋଜନାରେ ଘର ପାଇନଥିବେ,...
ମହିଳା ଆଇପିଏସ ଅଧିକାରୀଙ୍କୁ ଯୌନ ନିର୍ଯାତନା ମାମଲା: ପୂର୍ବତନ ଡିଜିପି ରାଜେଶ ଦାସଙ୍କୁ ୩ ବର୍ଷ ଜେଲଦଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ମହିଳା ଆଇପିଏସ୍ ଅଧିକାରୀଙ୍କୁ ଯୌନ ନିର୍ଯାତନା ଦେବା ମାମଲାରେ ତାମିଲନାଡ଼ୁର ପୂର୍ବତନ ଡିଜିପି ରାଜେଶ ଦାସଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ବିଲ୍ଲୁପୁରମ କୋର୍ଟ।...
ଗୁଜରାଟରେ ‘ବିପର୍ଯ୍ୟୟ’ ତାଣ୍ଡବ: ଅନ୍ଧାରରେ ହଜାରେରୁ ଅଧିକ ଗାଁ, ଉଡ଼ିଲା ଏକାଧିକ ଘରର ଛାତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆରବ ସାଗରରେ ଆସିଥିବା ଅତି ଭୀଷଣ ଘୂର୍ଣ୍ଣି ବାତ୍ୟା ‘ବିପର୍ଯ୍ୟୟ’ ଶୁକ୍ରବାର ରାତି ୧୨ଟାରେ ଗୁଜରାଟର ଜଖଉ ପୋର୍ଟ ନିକଟରେ ସ୍ଥଳଭାଗ ଛୁଇଁଛି। ବାତ୍ୟା ପ୍ରଭାବରେ ଗୁଜରାଟର ଉପକୂଳ ସମେତ ବିଭିନ୍ନ...
ଅଣସର ନୀତି ପରେ ସୁସ୍ଥ ହୋଇଛନ୍ତି ବଡ଼ ଠାକୁର, ଆଜି ଶ୍ରୀମନ୍ଦିରରେ ଘଣାଲାଗି ନୀତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଣସର ଘରେ ଗୋପନ ନୀତି ପରେ ଅସୁସ୍ଥ ଥିବା ବଡ଼ ଠାକୁର ସୁସ୍ଥ ହୋଇଛନ୍ତି। ଏ ସମ୍ପର୍କରେ ଗଜପତି ମହାରାଜାଙ୍କୁ ସୂଚନା ଦେଇଛନ୍ତି ସେବକବୃନ୍ଦ। ବଡ଼ଠାକୁର ସୁସ୍ଥ ହୋଇଥିବାରୁ ରଥଯାତ୍ରା ପାଇଁ...
ନିଆଁ ବର୍ଷା: ୩ ଦିନ ଯାଏଁ ତାତିରୁ ନିସ୍ତାର ନାହିଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅସହ୍ୟ ତାତିରେ ସିଝୁଛନ୍ତି ରାଜ୍ୟବାସୀ। ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ତାତିରୁ ମୁକ୍ତି ମିଳିବ ନାହିଁ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର। ଆସନ୍ତା ତିନି ଦିନ ପର୍ଯ୍ୟନ୍ତ କେତେକ ଜିଲ୍ଲାରେ...
ବାହାନଗା ଟ୍ରେନ ଟ୍ରାଜେଡି: ମୃତକଙ୍କ ସଂଖ୍ୟା ୨୯୦କୁ ବୃଦ୍ଧି
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ଵର ଜିଲ୍ଲା ବାହାନଗା ଟ୍ରେନ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସାଧୀନ ଥିବା ଆଉ ଜଣେ ଯାତ୍ରୀଙ୍କ ଶୁକ୍ରବାର ଦିନ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ବିହାର ବାସିନ୍ଦା ପ୍ରକାଶ ରାମ।...





















