Independence Day

ଅସହ୍ୟ ତାତିରୁ ନିସ୍ତାର ନାହିଁ, ସମ୍ବଲପୁର ପାଲଟିଛି ଉତ୍ତପ୍ତ ସହର

ଓଡ଼ିଶାଲାଇଭ୍ ବ୍ୟୁରୋ କଲବଲ କରୁଛି ଖରା। ଅସହ୍ୟ ତାତି ଓ ଗୁଳୁଗୁଳିରୁ ରାଜ୍ୟବାସୀଙ୍କୁ ମୁକ୍ତି ମିଳୁନି। ବୁଧବାର ଦିନ ୧ଟା ସୁଦ୍ଧା ରାଜ୍ୟର ୫ଟି ସହରର ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଥିବାବେଳେ ସମ୍ବଲପୁର...

କଣ୍ଟିଲୋ ନୀଳମାଧବ ମନ୍ଦିରରେ ପୂଜକ ସମାଜର ଧାରଣା ଶେଷ, ଦୁଇ ଦିନ ପରେ ସ୍ୱାଭାବିକ ହେଲା ପୂଜା ନୀତି

ଓଡ଼ିଶାଲାଇଭ୍ ବ୍ୟୁରୋ (ନୟାଗଡ଼ରୁ ନିଶିକାନ୍ତ ରଥ): ନୟାଗଡ଼ ଜିଲ୍ଲା କଣ୍ଟିଲୋ ନୀଳମାଧବ ମନ୍ଦିରରେ ପୁଣିଥରେ ଆରମ୍ଭ ହୋଇଛି ପୂଜା ନୀତି। ପୂଜକ ସମାଜର ଧାରଣା ଯୋଗୁଁ ଦୁଇ ଦିନ ଧରି ପୂଜା ନୀତି ବନ୍ଦ...

ବୌଦ୍ଧ: ଫିଟନେସ୍ କ୍ଲବ ପରିଚାଳନା କରିବେ ମିଶନ ଶକ୍ତି ମହିଳା

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରତ ଦାଶ): ମହିଳାମାନଙ୍କୁ ସଶକ୍ତ କରାଇବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ମିଶନ ଶକ୍ତି ଯୋଜନାରେ ସହରଠାରୁ ଆରମ୍ଭ କରି ଗ୍ରାମାଞ୍ଚଳର ମହିଳାମାନଙ୍କୁ ରୋଜଗାରକ୍ଷମ କରାଯାଉଛି।...

ବାହାରିଲା ଯୁକ୍ତ ୨ ପରୀକ୍ଷା ଫଳ, ବିଜ୍ଞାନରେ ୮୪.୯୩ ଓ ବାଣିଜ୍ୟରେ ୮୧.୧୨ ପ୍ରତିଶତ ପାସ ହାର

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରକାଶ ପାଇଛି ୨୦୨୩ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ। ବୁଧବାର ଦିନ ୧୧ଟା ବେଳେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) କାର୍ଯ୍ୟାଳୟରେ ଏହି ପରୀକ୍ଷା ଫଳ...

ଓପିଏସସି ପକ୍ଷରୁ ‘ସହକାରୀ ବନ ସଂରକ୍ଷକ’ ଓ ‘ଫରେଷ୍ଟ ରେଞ୍ଜର’ ପଦବୀ ପାଇଁ ଆରମ୍ଭ ହେଲା ଆବେଦନ, ଜୁନ୍...

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବିଭିନ୍ନ ସହକାରୀ ବନ ସଂରକ୍ଷକ ଓ ଫରେଷ୍ଟ ରେଞ୍ଜର ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ‘ଓଡ଼ିଶା...

ମୟୂରଭଞ୍ଜ: ଦୁଇ ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ୨୦୧୬ ମସିହାର ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଦୋଷୀଙ୍କ ବିରୋଧରେ ୨୦ ବର୍ଷ ସଶ୍ରମ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍...

ଖରା ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଓଡ଼ିଶା, ୪୩ ଡିଗ୍ରୀ ସହ ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଏବେ ଦିନରେ ପ୍ରବଳ ଖରା ହେଉଛି। ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। କେବଳ ପଶ୍ଚିମ ଓଡ଼ିଶା ନୁହେଁ, ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ମଧ୍ୟ ଅଧିକ ଗରମ ପଡ଼ୁଛି।...

ଭାରତରେ ବର୍ଷକୁ ଚିହ୍ନଟ ହେଉଛନ୍ତି ୧ ଲକ୍ଷ ରକ୍ତ କର୍କଟ ରୋଗୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରକ୍ତ କର୍କଟ ସମସ୍ୟା ଏକ ଜଟିଳ ବ୍ୟାଧି। ଭାରତରେ ବର୍ଷକୁ ୧ ଲକ୍ଷ ଲୋକ ରକ୍ତ କର୍କଟ ରୋଗରେ ଚିହ୍ନଟ ହେଉଛନ୍ତି। ଉପଯୁକ୍ତ ଚିକିତ୍ସା ଏବଂ ଦୃଢ଼ ମନୋବଳ ଦ୍ୱାରା ଏହି...

ଆଜି ଗଙ୍ଗା ନଦୀରେ ପ୍ରବାହିତ କରିଦେବୁ ମେଡାଲ – କୁସ୍ତି ଯୋଦ୍ଧା

ଓଡ଼ିଶାଲାଇଭ୍ ବ୍ୟୁରୋ “ଆଜି ଗଙ୍ଗା ନଦୀରେ ପ୍ରବାହିତ କରିଦେବୁ ସବୁ ମେଡାଲ” ମଙ୍ଗଳବାର ଦିନ ଏମିତି କିଛି କହିଛନ୍ତି ନିରାଶ ହୋଇପଡ଼ିଥିବା କୁସ୍ତି ଯୋଦ୍ଧା। କୁସ୍ତି ମହାସଂଘ ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ...

ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ

ଓଡ଼ିଶାଲାଇଭ୍ ବ୍ୟୁରୋ   ଓଡ଼ିଶାରେ ବୁଧବାର ଦିନ ପ୍ରକାଶ ପାଇବ ୨୦୨୩ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ। ବୁଧବାର ଦିନ ୧୧ଟା ବେଳେ ଏହି ରେଜଲ୍ଟ ପ୍ରକାଶ ପାଇବ। ଏନେଇ ମଙ୍ଗଳବାର...