Independence Day

ମେ’ ୨୯ରୁ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ ଆରମ୍ଭ, ଜୁଲାଇ ୨୯ରୁ ପାଠପଢ଼ା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ମେ’ ମାସ ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ୨ ନାମଲେଖା ପାଇଁ ଆବେଦନ। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ)ର ‘ସାମ୍ସ’ ୱେବସାଇଟରେ ଏହି ଅନଲାଇନ...

ଟୁଇନ ସିଟିରେ କାଳବୈଶାଖୀ ପ୍ରଭାବ: ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ଅସହ୍ୟ ତାତିରୁ ସାମାନ୍ୟ ଆଶ୍ଵସ୍ତି ମିଳିଛି। ବୁଧବାର ଦିନ ୩ଟାରୁ ହଠାତ୍ ବିଜୁଳି ଘଡ଼ଘଡ଼ି ସହ ଆରମ୍ଭ ହୋଇଛି ପ୍ରବଳ ବର୍ଷା। ଏହି ସମୟରେ ପବନର ବେଗ ୪୦ରୁ ୫୦ କିଲୋମିଟର...

ଭୁବନେଶ୍ଵରର ସତ୍ୟପ୍ରକାଶ ମିଶ୍ରଙ୍କ ୟୁପିଏସସିରେ ୨୬୧ ରାଙ୍କ ହାସଲ, ଜାଣନ୍ତୁ ତାଙ୍କ ସଫଳତାର ଷ୍ଟ୍ରାଟେଜି

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=INlDmWQ-KW4]୨୦୨୨ ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା ଫଳ ମଙ୍ଗଳବାର ଦିନ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ୨୬୧ ରାଙ୍କରେ ରହି ସଫଳତା ହାସଲ କରିଛନ୍ତି ଭୁବନେଶ୍ଵରର ସତ୍ୟପ୍ରକାଶ ମିଶ୍ର। ୟୁପିଏସସିରେ...

ଥାଇରଏଡ୍ ରୋଗ କାହିଁକି ହୁଏ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ [youtube https://www.youtube.com/watch?v=Ar-m9AnRGIw] ଥାଇରଏଡ୍ ରୋଗ ବିଷୟରେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ’ ମାସ ୨୫ ତାରିଖକୁ ‘ବିଶ୍ଵ ଥାଇରଏଡ୍ ଦିବସ’ ପାଳନ କରାଯାଉଛି। ୨୦୦୭ ମସିହାରେ ୟୁରୋପିଆନ ଥାଇରଏଡ୍...

ବକ୍ସାଇଟ ଉତ୍ପାଦନରେ ନାଲକୋର ସର୍ବକାଳୀନ ରେକର୍ଡ, ୨୦୨୨-୨୩ ଆର୍ଥିକ ବର୍ଷରେ ଉତ୍ପାଦନ ୭୫ ଲକ୍ଷ ଟନ ପାର

ଓଡ଼ିଶାଲାଇଭ୍ ବ୍ୟୁରୋ ନାସନାଲ୍ ଆଲୁମିନିୟମ କମ୍ପାନି ଲିମିଟେଡ (ନାଲକୋ) ଆର୍ଥିକ ବର୍ଷ ୨୦୨୨-୨୩ରେ ବକ୍ସାଇଟ ଉତ୍ପାଦନରେ ସର୍ବକାଳୀନ ରେକର୍ଡ କରିଛି। ପୂର୍ବ ଆର୍ଥିକ ବର୍ଷରେ କମ୍ପାନି ୭୫.୫୧ ଲକ୍ଷ ଟନ୍ ବକ୍ସାଇଟ ଉତ୍ପାଦନ କରିଛି।...

ଗ୍ରୀଷ୍ମ ପ୍ରକୋପରେ ଜଳୁଛି ଓଡ଼ିଶା: ଭୁବନେଶ୍ଵର ଓ ସମ୍ବଲପୁରରେ ନିଆଁ ବର୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ଗ୍ରୀଷ୍ମ ପ୍ରକୋପରେ ଜଳୁଛି ସାରା ଓଡ଼ିଶା। ବୁଧବାର ଦିନ ଭୁବନେଶ୍ଵର ଏବଂ ସମ୍ବଲପୁର ଦିନ ୧୨ଟା ସୁଦ୍ଧା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। ଆହୁରି ଦୁଇ ଦିନ ଖରାର ପ୍ରକୋପ...

ମୋଦୀ ବିରୋଧୀଙ୍କୁ ବିଜେଡିର ମିଠା ଜବାବ: ନୂଆ ସଂସଦ ଭବନ ଉଦଘାଟନରେ ଯୋଗଦେବ ଦଳ

ଓଡ଼ିଶାଲାଇଭ୍ ବ୍ୟୁରୋ ଏବେ ଭାରତରେ ନୂଆ ସଂସଦ ଭବନ ଉଦଘାଟନକୁ ନେଇ ରାଜନୀତି ଜୋର ଧରିଛି। ମେ’ ମାସ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସଂସଦ ଭବନର ଉଦଘାଟନକୁ ବିରୋଧ କରୁଛନ୍ତି...

ଋତୁସ୍ରାବ ସମୟରେ ପରିଚ୍ଛନ୍ନତା ରକ୍ଷା କରିବା ଆବଶ୍ୟକ – ଡାକ୍ତର ଅଲକ୍ତା ଦାସ

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ [youtube https://www.youtube.com/watch?v=SPif6SF5ihE] ପିରିୟଡ୍ସ ବା ଋତୁସ୍ରାବ ସମୟରେ କିଶୋରୀ ଏବଂ ମହିଳାମାନେ ପରିଷ୍କାର ପରିଚ୍ଛନତା ରକ୍ଷା କରିବା ଆବଶ୍ୟକ। କାରଣ ଏହି ସମୟରେ ସ୍ଵଚ୍ଛତା ରକ୍ଷା ନକଲେ ଏହା ଶାରୀରିକ ଓ...

ତାତିରୁ ନିସ୍ତାର ନାହିଁ, ଅସହ୍ୟ ଗରମରେ ଆଉଟୁପାଉଟୁ ରାଜ୍ୟବାସୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଅସହ୍ୟ ଗରମରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ। ଆଉ ୩ ଦିନ ଗ୍ରୀଷ୍ମ ପ୍ରକୋପ ବଢ଼ିବ ବୋଲି ଆକଳନ କରିଛି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସକାଳ ୮ଟାରୁ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି।...

ଓଡ଼ିଶାରେ କାର୍ଯ୍ୟକ୍ଷମ ହୋଇଛି ଦୁଇଟି ବିଶ୍ଵସ୍ତରୀୟ ଭିନ୍ନକ୍ଷମ ସଶକ୍ତିକରଣ ପ୍ରତିଷ୍ଠାନ – ଅଶୋକ ଚନ୍ଦ୍ର ପଣ୍ଡା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଭିନ୍ନକ୍ଷମଙ୍କ ସଶକ୍ତିକରଣ ପାଇଁ ଗତ ୪ ବର୍ଷ ମଧ୍ୟରେ ଭୁବନେଶ୍ଵର ଓ ସୁନ୍ଦରଗଡ଼ରେ ଦୁଇଟି ବିଶ୍ଵସ୍ତରୀୟ ଭିନ୍ନକ୍ଷମ ସଶକ୍ତିକରଣ ପ୍ରତିଷ୍ଠାନ କାର୍ଯ୍ୟକାରୀ ହୋଇଛି। ଏହାଛଡ଼ା ମଧୁବାବୁ ପେନସନ ଯୋଜନାରେ ହିତ୍ୟଧିକାରୀଙ୍କ...