ମେ’ ୨୨ରୁ ଓଡ଼ିଶା ହାଇକୋର୍ଟରେ ଗ୍ରୀଷ୍ମକାଳୀନ ଅବକାଶ ଆରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମକାଳୀନ ଅବକାଶ ମେ' ୨୨ ତାରିଖରୁ ଆରମ୍ଭ ହେଉଛି। ଜୁନ୍ ୨୦ ତାରିଖ ପର୍ଯ୍ୟନ୍ତ ଏହି ଗ୍ରୀଷ୍ମ ଛୁଟି ଚାଲିବ। ତେବେ ଏହି ଛୁଟି ମଧ୍ୟରେ ୮ ଦିନ...
କର୍ଣ୍ଣାଟକ ନାଟକର ଅବସାନ, ସିଦ୍ଦରମେୟା ହେବେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
କଂଗ୍ରେସରେ ୯୬ ଘଣ୍ଟାର ଆଲୋଚନା ପରେ ବିଭିନ୍ନ ତର୍କରୁ ନିଷ୍କର୍ଷ ବାହାରିଛି। ମୁଖ୍ୟମନ୍ତ୍ରୀ ପଦ ପାଇଁ ସହମତିରେ ସିଦ୍ଦରମେୟାଙ୍କ ନାମରେ ମୋହର ବାଜିଛି।
କର୍ଣ୍ଣାଟକ ରାଜନୀତିରେ ଗତ ୪୦ ବର୍ଷ ଭିତରେ...
୨୦୨୨ ‘ଏଏସଓ’ ପରୀକ୍ଷା ମେରିଟ୍ ଲିଷ୍ଟ ଖାରଜ କଲେ ଓଡ଼ିଶା ହାଇକୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଖାରଜ ହୋଇଛି ୨୦୨୨ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ପରୀକ୍ଷା ମେରିଟ୍ ଲିଷ୍ଟ। ଓଡ଼ିଶା ହାଇକୋର୍ଟ ଶୁକ୍ରବାର ଦିନ ରାଜ୍ୟ ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଜାରି ହୋଇଥିବା ଏହି ଏଏସଓ...
ଓଡ଼ିଶାର ସ୍ଵାସ୍ଥ୍ୟ ସେବାରେ ସାମିଲ ହେଲା ୨୪ଟି ନୂଆ ଓ ୨୯୯ଟି ରୂପାନ୍ତରିତ ଅତ୍ୟାଧୁନିକ ଆମ୍ବୁଲାନ୍ସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସରକାରଙ୍କ ପକ୍ଷରୁ ସ୍ଵାସ୍ଥ୍ୟ ସେବାରେ ୨୪ଟି ନୂଆ ମୌଳିକ ଜୀବନ ରକ୍ଷାକାରୀ (ବିଏଲଏସ୍) ଆମ୍ବୁଲାନ୍ସ ଓ ୨୯୯ଟି ରୂପାନ୍ତରିତ ଅତ୍ୟାଧୁନିକ ଜୀବନ ରକ୍ଷାକାରୀ (ଏଏଲଏସ୍) ଆମ୍ବୁଲାନ୍ସ ସାମିଲ କରାଯାଇଛି। ମୁଖ୍ୟମନ୍ତ୍ରୀ...
ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ: କାହାକୁ କେଉଁ ଦାୟିତ୍ଵ?
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଗୁରୁବାର ଦିନ ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି। ୫ ଏସପିଙ୍କ ସମେତ ୧୮ ଜଣଙ୍କର ବଦଳି କରିଛନ୍ତି ରାଜ୍ୟ ସରକାର।
କୁଶାଲକର ନୀତିନ ଡଗଡୁଙ୍କୁ କେନ୍ଦୁଝର ଏସପି ଭାବେ...
ସହଜ ହେବ ଯାତାୟତ, ରାଜ୍ୟର ଆଉ ୩ଟି ଜିଲ୍ଲାରେ ଗଡ଼ିବ ‘ମୋ ବସ୍’
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟର ଆଉ ୩ଟି ଜିଲ୍ଲାରେ ଗଡ଼ିବ ‘ମୋ ବସ୍’। ଏହି ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ, ଝାରସୁଗୁଡ଼ା ଓ ସମ୍ବଲପୁର। ଏ ନେଇ ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ବିଭାଗ ପକ୍ଷରୁ...
‘ଅପରେସନ ଲୋଟସ’ ୨୦୨୩ରେ ଫେଲ୍: ବିଧାନସଭା ପାହାଚ ଚଢ଼ିପାରିଲେନି ବହୁ ବିଧାୟକ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଅପରେସନ ଲୋଟସରେ ବିଜେପିକୁ ଆସିଥିବା କଂଗ୍ରେସ ଓ ଜେଡିଏସ୍ ବିଧାୟକ ଏଥର ବିଧାନସଭା ମୁହଁ ଦେଖିବାରେ ବିଫଳ ହୋଇଛନ୍ତି।
ଜେଡିଏସ୍-କଂଗ୍ରେସ ସରକାରକୁ ଭାଙ୍ଗିବା ଏବଂ ବିଜେପିକୁ କର୍ଣ୍ଣାଟକରେ ସରକାର ଗଠନ...
ରାଜ୍ୟରେ ଜାରି ରହିଛି ଖରାର ପ୍ରକୋପ, ୫ ଦିନ ଯାଏଁ ତାତିରୁ ନାହିଁ ନିସ୍ତାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଏବେ ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ରାଜ୍ୟର ପ୍ରାୟ ସବୁ ଅଞ୍ଚଳରେ ଖରା ସାଙ୍ଗକୁ ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ସକାଳ ୧୦ରୁ ଘରୁ ବାହାରିବା ଅସମ୍ଭାଳ...
ମାଟ୍ରିକ ପରୀକ୍ଷା ଫଳ: ମେ’ ୨୩ରୁ ରିଚେକିଂ ପାଇଁ ଆବେଦନ ଆରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳାଫଳ ଗୁରୁବାର ଦିନ ପ୍ରକାଶ ପାଇଛି। ଏ ବର୍ଷ ରାଜ୍ୟରେ ପାସ୍ ହାର ରହିଛି ମୋଟ ୯୬.୪୦ ପ୍ରତିଶତ। ରିଚେକିଂ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ଆସନ୍ତା...
ଗଡ଼ିଲା ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍, ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ପୁରୀ ଓ କଲିକତାର ହାୱଡା ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନର ଚଳାଚଳ ଆରମ୍ଭ ହୋଇଛି। ପୁରୀ ରେଳ ଷ୍ଟେସନରୁ ଏହି ସେମି ହାଇସ୍ପିଡ୍ ଟ୍ରେନର ଶୁଭାରମ୍ଭ କରାଯାଇଛି। ପ୍ରଧାନମନ୍ତ୍ରୀ...




















