ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରକୋପ, ହିଟ ୱେଭ୍ ପାଇଁ ପଶ୍ଚିମ ଓଡ଼ିଶାର ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଖରାର ପ୍ରକୋପ ବଢ଼ିବାରେ ଲାଗିଛି। ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲା ବିଶେଷ କରି ପଶ୍ଚିମ ଓଡ଼ିଶାରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। ବୁଧବାର ମଧ୍ୟ ହିଟ ୱେଭକୁ ନେଇ...
ସିଦ୍ଧରମେୟା ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ!
ଓଡ଼ିଶାଲାଇଭ୍ ବ୍ୟୁରୋ
ସିଦ୍ଧରମେୟା କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ହେବାର ସମ୍ଭବନା ରହିଛି। ଦଳୀୟ ନେତୃତ୍ଵଙ୍କ ଘନ ଘନ ବୈଠକ ପରେ ସିଦ୍ଧରମେୟାଙ୍କ ନାଁରେ ମୋହର ବାଜିଥିବା କୁହାଯାଉଛି।
କର୍ଣ୍ଣାଟକ ନିର୍ବାଚନରେ ପ୍ରାୟ ୪୦ ବର୍ଷର ରେକର୍ଡ...
ମେ’ ୧୮ରେ ଉଦଘାଟିତ ହେବ ପୁରୀ-ହାୱଡା ‘ବନ୍ଦେ ଭାରତ ଏକ୍ସପ୍ରେସ’
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ପୁରୀ ଓ କଲିକତାର ହାୱଡା ଷ୍ଟେସନ ମଧ୍ୟରେ ଚାଲିବାକୁଥିବା ‘ବନ୍ଦେ ଭାରତ ଏକ୍ସପ୍ରେସ’ର ଗୁରୁବାର ଉଦଘାଟନ ହେବ। ପୁରୀ ରେଳ ଷ୍ଟେସନରୁ ଏହି ଟ୍ରେନର ଉଦଘାଟନ କରାଯିବ। ଏନେଇ ଦକ୍ଷିଣ-ପୂର୍ବ...
ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ଅଗ୍ରଗତି, ୬୮୧ ଘରୋଇ ହସ୍ପିଟାଲରେ ରୋଗୀଙ୍କୁ ମିଳୁଛି ମାଗଣା ଚିକିତ୍ସା
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) ଉପଲବ୍ଧ ହେଉଥିବା ଘରୋଇ ହସ୍ପିଟାଲ ସଂଖ୍ୟାରେ ବୃଦ୍ଧି ଘଟିଛି। ଏବେ ସୁଦ୍ଧା ଏହି ଯୋଜନାରେ ୬୮୧ଟି ଘରୋଇ ହସ୍ପିଟାଲ ସାମିଲ ହୋଇଛନ୍ତି। ଏଥିମଧ୍ୟରୁ ୫୫୫ଟି...
‘ଓଏସଏସଏସସି’ ପକ୍ଷରୁ ୨୭୫୩ ‘ସ୍ଵାସ୍ଥ୍ୟ କର୍ମୀ’ ପଦବୀ ପାଇଁ ଜାରି ରହିଛି ଆବେଦନ, ମେ’ ୩୦ ଶେଷ ତାରିଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ବିଭିନ୍ନ ସରକାରୀ ଡାକ୍ତରଖାନା ଓ ସ୍ଵାସ୍ଥ୍ୟ କେନ୍ଦ୍ରରେ ଖାଲି ରହିଥିବା 'ସ୍ଵାସ୍ଥ୍ୟ କର୍ମୀ' ପଦବୀ ପାଇଁ ଅନେକ ସଂଖ୍ୟାରେ ନିଯୁକ୍ତି ବାହାରିଛି। କେବଳ ମହିଳାମାନେ ଏହି ପଦବୀ ପାଇଁ ଆବେଦନ...
ବାଇକ୍ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ କଲା କୋରାପୁଟ ପୋଲିସ: ୬ ଗାଡ଼ି ଜବତ, ଦୁଇ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଜୟପୁର): ବାଇକ୍ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି କୋରାପୁଟ ଟାଉନ ଥାନା ପୋଲିସ। ବାଇକ ଚୋରି କରୁଥିବା ସମୟରେ ପୋଲିସ ୨ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୬ଟି ଗାଡ଼ି...
ହ୍ଵାଟ୍ସଆପର ନୂଆ ‘ଚାଟ୍ ଲକ୍’ ଫିଚର, ଏଣିକି ଅଧିକ ସୁରକ୍ଷିତ ରହିବ ବ୍ୟକ୍ତିଗତ ଚାଟିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ହ୍ଵାଟ୍ସଆପ୍ ନିଜର ୟୁଜର୍ସମାନଙ୍କ ପାଇଁ ଏକ ନୂଆ ‘ଚାଟ୍ ଲକ୍’ ଫିଚର ନେଇ ଆସିଛି। ଏହା ମାଧ୍ୟମରେ ଏବେ ବ୍ୟବହାରକାରୀ ନିଜର ବ୍ୟକ୍ତିଗତ ଚାଟିଂକୁ ଲକ୍ କରିପାରିବେ। ଏନେଇ ହ୍ଵାଟ୍ସଆପର ମୁଖ୍ୟ...
କାଳବୈଶାଖୀ ପ୍ରଭାବରେ ବଦଳିଲା ପାଗ, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ମଙ୍ଗଳବାର ସନ୍ଧ୍ୟାରେ ଦେଖିବାକୁ ମିଳିଛି କାଳବୈଶାଖୀ ପ୍ରଭାବ। ଗତ କିଛି ଦିନ ହେଲା ତାପମାତ୍ରା ବୃଦ୍ଧି ଯୋଗୁଁ ଡହଳବିକଳ ହେଉଥିଲେ ରାଜ୍ୟବାସୀ। କାଳବୈଶାଖୀ ପ୍ରଭାବରେ ହଠାତ୍ ପାଗ ବଦଳି ରାଜ୍ୟର...
କୋରାପୁଟ: ବାପାର ଟାଙ୍ଗିଆ ଚୋଟରେ ପୁଅର ଜୀବନ ଗଲା
ଓଡ଼ିଶାଲାଇଭ୍ ବ୍ୟୁରୋ
(ଜୟପୁର): ସାମାନ୍ୟ କଥା କଟାକଟିରୁ ନିଜ ପୁଅକୁ ଅତି ନୃଶଂସ ଭାବେ ବାପା ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଦାମନଯୋଡ଼ି...
ଜୁନ ୪ରେ କେରଳ ଛୁଇଁବ ମୌସୁମୀ ବାୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜୁନ ୪ ତାରିଖରେ କେରଳ ଉପକୂଳ ଛୁଇଁବ ମୌସୁମୀ ବାୟୁ। ଏ ବର୍ଷ ସାମାନ୍ୟ ବିଳମ୍ବରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ପହଞ୍ଚିବ। ଏନେଇ ମଙ୍ଗଳବାର ଦିନ ଭାରତୀୟ ପାଣିପାଗ ବିଭାଗ...





















