ଗର୍ଭାବସ୍ଥାରେ ମା’ର ଯତ୍ନ ନେବେ କିପରି ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
[youtube https://www.youtube.com/watch?v=-C9xTvh207U] ଏକ ସୁସ୍ଥ ଶିଶୁ ଜନ୍ମ ହେବା ପାଇଁ ଗର୍ଭାବସ୍ଥାରେ ମା’ର ଯତ୍ନ ନିହାତି ଦରକାର। ଏହା ଦ୍ଵାରା ଉଭୟ ଶିଶୁ ଓ ମା’ର ଶରୀର ସୁସ୍ଥ ରହିଥାଏ।
ଏଥିପାଇଁ ଆମକୁ...
ବିଜେପିର ଶୋଚନୀୟ ପରାଜୟ, କଂଗ୍ରେସ ହାତକୁ ଗଲା କର୍ଣ୍ଣାଟକ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
କଂଗ୍ରେସ ଏକାଠି ଲଢ଼ିଲା, ପୂରା ଦମରେ ଲଢ଼ିଲା। କଂଗ୍ରେସର ରଣନୀତି ଆଗରେ ଫେଲ୍ ମାରିଲା ବିଜେପିର ସବୁ ଷ୍ଟ୍ରାଟେଜି।
କର୍ଣ୍ଣାଟକର ପ୍ରାକ୍ ନିର୍ବାଚନୀ ସର୍ଭେ କଂଗ୍ରେସ ସପକ୍ଷରେ ଥିଲା। ତଥାପି...
କର୍ଣ୍ଣାଟକ ଗଲା, ଦକ୍ଷିଣରୁ ବିଜେପି ସଫା
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
କର୍ଣ୍ଣାଟକ ବିଜେପି ହାତରୁ ଚାଲିଯିବା ସହ ବିଜେପିର ‘ଦକ୍ଷିଣ ଯୋଜନା’କୁ ଲାଗିଛି ବଡ଼ ଝଟକା।
୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କର୍ଣ୍ଣାଟକ ବିଜେପି ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ ଥିଲା। କର୍ଣ୍ଣାଟକରେ ପ୍ରତି...
ଦୀପାଳିଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଝାରସୁଗୁଡ଼ା ବିଜୟ ପରେ ଫୋନ ଯୋଗେ ଦୀପାଳିଙ୍କ ସହ...
ରାଜସ୍ଵ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ମିଳିଲା ଆଉ ୨ ବିଭାଗର ଅତିରିକ୍ତ ଦାୟିତ୍ଵ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ମିଳିଲା ଆଉ ୨ଟି ଗୁରୁତ୍ଵପୂର୍ଣ୍ଣ ବିଭାଗର ଦାୟିତ୍ୱ। ଶନିବାର ଦିନ ପ୍ରମିଳା ମଲ୍ଲିକଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଶ୍ରମ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।
ଶୁକ୍ରବାର...
ଝାରସୁଗୁଡ଼ା ଲଢ଼େଇରେ ଦୀପାଳିଙ୍କ ହାତରେ ବାଜି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସିଲା ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପରୀକ୍ଷା ରେଜଲ୍ଟ। ଝାରସୁଗୁଡ଼ାରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ମାରିଲେ ବାଜି।
ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦିପାଳୀ ଦାସଙ୍କୁ ମିଳିଛି ବଡ଼ ସଫଳତା।...
ଝାରସୁଗୁଡ଼ା ଲଢ଼େଇ: ଶେଷ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୪୮,୬୧୯ ଭୋଟରେ ଆଗୁଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ସରିଲା ଝାରସୁଗୁଡା ବିଧାନସଭା ଉପନିର୍ବାଚନ ଭୋଟ ଗଣତି। ଭୋଟ ଗଣତିର ଶେଷ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୪୮,୬୧୯ ଭୋଟ ବ୍ୟବଧାନରେ ଆଗୁଆ ରହିଛନ୍ତି। ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ...
ଝାରସୁଗୁଡ଼ା ଲଢ଼େଇ: ବହୁ ଆଗରେ ବିଜେଡି, ମନ୍ଥର ଗତିରେ ଚାଲିଛି କଂଗ୍ରେସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚାଲିଛି ଝାରସୁଗୁଡା ବିଧାନସଭା ଉପନିର୍ବାଚନ ଭୋଟ ଗଣତି। ଭୋଟ ଗଣତିର ଦଶମ ରାଉଣ୍ଡରେ ବହୁ ଭୋଟରେ ଆଗରେ ରହିଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ। ପୂର୍ବଭଳି ବିଜେପି ଦ୍ଵିତୀୟ ସ୍ଥାନ ବଜାୟ...
କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ: ପ୍ରଥମ ରାଉଣ୍ଡରେ କଂଗ୍ରେସ ଆଗୁଆ
ଓଡ଼ିଶାଲାଇଭ୍ ବ୍ୟୁରୋ
କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟ ଗଣତି। ଶନିବାର ଦିନ ସକାଳ ୮ଟାରୁ ଜାରି ରହିଛି ଏହି ଭୋଟ ଗଣତି। ଦିନ ୧୦ ଟା ୩୦ ପ୍ରଥମ ରାଉଣ୍ଡ...
ଝାରସୁଗୁଡ଼ା ଉପନିର୍ବାଚନ ଭୋଟ ଗଣତି: ଆଗରେ ବିଜେଡି, ଦ୍ଵିତୀୟରେ ରହିଛି ବିଜେପି
ଓଡ଼ିଶାଲାଇଭ୍ ବ୍ୟୁରୋ
ଚାଲିଛି ଝାରସୁଗୁଡା ବିଧାନସଭା ଉପନିର୍ବାଚନ ଭୋଟ ଗଣତି। ଭୋଟ ଗଣତିର ପଞ୍ଚମ ରାଉଣ୍ଡରେ ମଧ୍ୟ ଆଗରେ ରହିଛି ବିଜେଡି ଏବଂ ଦ୍ଵିତୀୟ ସ୍ଥାନ ଜାରି ରଖିଛି ବିଜେପି।
ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ...





















