Independence Day

ସୋନପୁର: ଝୁପୁଡ଼ିପଡ଼ା ଅଞ୍ଚଳବାସୀ ପାଇବେ ଉନ୍ନତମାନର ସ୍ୱାସ୍ଥ୍ୟସେବା, ଉଦଘାଟନ ହେଲା ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ସୋନପୁର ଜିଲ୍ଲାର ଝୁପୁଡ଼ିପଡ଼ା ଅଞ୍ଚଳବାସୀଙ୍କୁ ମିଳିବ ଉନ୍ନତମାନର ସ୍ୱାସ୍ଥ୍ୟସେବା। ସୋନପୁର ଡି କଲୋନୀ ଝୁପୁଡ଼ିପଡ଼ାଠାରେ ଉଦଘାଟିତ ହୋଇଛି ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର। ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜିଲ୍ଲା...

ପ୍ୟାକେଟ ପିଛା ୨ ଟଙ୍କା ବଢ଼ିଲା ଓମଫେଡ କ୍ଷୀର ମୂଲ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ବଢ଼ିଲା ଓମଫେଡ କ୍ଷୀର ଦର। ପ୍ୟାକେଟ ପିଛା ୨ ଟଙ୍କା ଲେଖାଏଁ ବୃଦ୍ଧି କରାଯାଇଛି। ଆସନ୍ତା ଏପ୍ରିଲ ୧ ତାରିଖରୁ ନୂଆ ଦର ଲାଗୁ ହେବ। ଅଧା ଲିଟର ଓମଫେଡ ଟୋନଡ ଦୁଗ୍ଧର...

୧୨୦୫ ଜଣ ଡାକ୍ତର ହେବେ ସ୍ଵାସ୍ଥ୍ୟ ଅଧିକାରୀ, ରାଜ୍ୟ ସରକାରଙ୍କୁ ସୁପାରିସ କଲା ଓପିଏସସି

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି) ପକ୍ଷରୁ ରାଜ୍ୟ ସରକାରଙ୍କୁ ୧୨୦୫ ଜଣ ଡାକ୍ତରଙ୍କୁ ସ୍ଵାସ୍ଥ୍ୟ ଅଧିକାରୀ ଭାବେ ନିଯୁକ୍ତି ଦେବା ପାଇଁ ସୁପାରିସ କରାଯାଇଛି। ଏହି ଡାକ୍ତରମାନେ ରାଜ୍ୟ ସ୍ଵାସ୍ଥ୍ୟ...

ପୁଣି ଡରାଉଛି କୋଭିଡ୍-୧୯, ଦେଶରେ ଦୈନିକ ସଂକ୍ରମଣ ୩ ହଜାର ପାର

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ଦିନକୁ ଦିନ କୋଭିଡ୍ ସଂକ୍ରମଣ ବଢ଼ିବାରେ ଲାଗିଛି। ଗୁରୁବାର ଦେଶରେ ଦୈନିକ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ପାର କରିଛି। ଏହା ଏବେ କେନ୍ଦ୍ର ସରକାରଙ୍କ ପାଇଁ ଚିନ୍ତାର...

ସୋନପୁର ଜିଲ୍ଲା ଗଡ଼ିଆଠାରେ ଜୟ ଜଗନ୍ନାଥ ଛତୁ ଉତ୍ପାଦନ ଓ ତାଲିମ କେନ୍ଦ୍ର ଉଦ୍‌ଘାଟିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ସୋନପୁର): ସୋନପୁର ବ୍ଲକ ଗଡ଼ିଆଠାରେ ଜୟ ଗଜନ୍ନାଥ ଛତୁ ଉତ୍ପାଦନ ଓ ତାଲିମ କେନ୍ଦ୍ରକୁ ସୋନପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ଉଦଘାଟନ କରିଛନ୍ତି। ଛତୁ ଚାଷ ଗ୍ରାମଞ୍ଚଳରେ ରୋଜଗାରର ଭଲ...

ଆଜି ପବିତ୍ର ଶ୍ରୀରାମ ନବମୀ, ଶ୍ରୀମନ୍ଦିରରେ ହେବ ରାମ ଜନ୍ମ ନୀତି

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ପବିତ୍ର ଶ୍ରୀରାମ ନବମୀ। ଉତ୍ସବମୁଖର ହୋଇଛି ଗାଁରୁ ସହର। ବିଭିନ୍ନ ସ୍ଥାନରେ ଧୂମଧାମରେ ପାଳନ କରାଯାଉଛି ଏହି ପର୍ବ। ରାମ ଧ୍ୱନୀରେ କମ୍ପୁଛି ସବୁ ପୀଠ ଓ ମନ୍ଦିର। ଗୁରୁବାର...

ସିଆରପିଏଫ୍ ପକ୍ଷରୁ କନଷ୍ଟେବଳ ପଦବୀ ପାଇଁ ନିଯୁକ୍ତି ସୁଯୋଗ, ଆବେଦନର ଶେଷ ତାରିଖ ଏପ୍ରିଲ ୨୮

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ସରକାରଙ୍କ ଅଧିନସ୍ଥ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆରପିଏଫ) ପକ୍ଷରୁ କନଷ୍ଟେବଳ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏହି ପଦବୀ ପାଇଁ ମାସିକ ୨୨ ହଜାରରୁ ୬୦...

ପେଟ ଚର୍ବିକୁ ନେଇ ଚିନ୍ତିତ କି? ଆସନ୍ତୁ ଜାଣିବା କେମିତି କମିବ

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ [youtube https://www.youtube.com/watch?v=kJlq0iyMqYs] ବର୍ତ୍ତମାନ ଯୁଗ ବଦଳିବା ସହ ଲୋକଙ୍କ ଖାଦ୍ୟପେୟ ଏବଂ ଜୀବନଶୈଳୀ ବେଶ୍ ବଦଳି ଯାଇଛି। ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଏବେ ଜଙ୍କଫୁଡ ପ୍ରେମରେ ପଡ଼ିଛନ୍ତି। ସୌଖିନ ଜୀବନଯାପନ...

ବଢ଼େଇ ବାଙ୍କରେ ଅଟକିଲା ବାବା ଲିଙ୍ଗରାଜଙ୍କ ରୁକୁଣା ରଥ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ପବିତ୍ର ଅଶୋକାଷ୍ଟମୀ ତିଥି ସାଙ୍ଗକୁ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଲିଙ୍ଗରାଜଙ୍କ ପହଣ୍ଡି ବିଜେ ପରେ ଆରମ୍ଭ ହୋଇଥିଲା ରଥଟଣା କାର୍ଯ୍ୟ। ଉତ୍ସାହର ସହ ରଥ ଟାଣିବାକୁ ଏକାଠି ହୋଇଥିଲେ...

ଅଭିନୟ ଜଗତରୁ କାହିଁକି ହଠାତ୍ ଦୂରେଇ ଯାଇଥିଲେ ଜ୍ୟୋତି ମିଶ୍ର?

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=gEC7RuFxzyo] ନବେ ଦଶକର ଜଣେ ସଫଳ ନାୟିକା ଥିଲେ ଅଭିନେତ୍ରୀ ଜ୍ୟୋତି ମିଶ୍ର। ଓଡ଼ିଆ ସିନେମା ଜଗତରେ ସଫଳତାର ଶୀର୍ଷରେ ପହଞ୍ଚିଥିବା ଜ୍ୟୋତି ମିଶ୍ର ହଠାତ୍ କେଉଁଆଡ଼େ ହଜି ଯାଇଥିଲେ। ପରଦାରେ...