ବିବାହ କରିବେ ଅଭିନେତ୍ରୀ ପରିନୀତି ଚୋପ୍ରା-ଆପ୍ ସାଂସଦ ରାଘବ ଚଢ଼ା!
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡର ଚୁଲବୁଲି ନାୟିକା ପରିନୀତି ଚୋପ୍ରା ଏବଂ ଆମ ଆଦମୀ ପାର୍ଟିର ସାଂସଦ ରାଘବ ଚଢ଼ାଙ୍କ ପ୍ରେମ ସମ୍ପର୍କକୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି। ପରିନୀତି ଏବଂ ରାଘବଙ୍କୁ ଦୁଇ ଦୁଇ...
୨୦୨୪ ନିର୍ବାଚନ ପୂର୍ବରୁ ସେମିଫାଇନାଲ: ଦିଲ୍ଲୀ ଦଖଲ ପାଇଁ ବିଜେପିକୁ ଦରକାର ୪ଟି ଗଡ଼
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ହେବ ଏକାଧିକ ନିର୍ବାଚନ, ଯାହାର ପ୍ରଭାବ ସାଧାରଣ ନିର୍ବାଚନ ଉପରେ ପଡ଼ିବ। ୨୦୨୩ରେ ହେବାକୁ ଥିବା ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଓ କର୍ଣ୍ଣାଟକ ନିର୍ବାଚନ ଫଳାଫଳ...
ରାହୁଲଙ୍କ ସଦସ୍ୟତା ରଦ୍ଦକୁ ନେଇ ଓଡ଼ିଶା କଂଗ୍ରେସର ପ୍ରତିବାଦ, ବିଧାନସଭାରୁ ରାଜଭବନ ଯାଏଁ ପଦଯାତ୍ରା କଲେ ବିରୋଧୀ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=cs8FfCt9cRM]ରାହୁଲ ଗାନ୍ଧୀଙ୍କ ସଂସଦ ସଦସ୍ୟତା ରଦ୍ଦ ହେବାକୁ ନେଇ ସମଗ୍ର ଭାରତରେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳମାନେ ପ୍ରତିବାଦ କରୁଛନ୍ତି। ଓଡ଼ିଶାରେ ମଧ୍ୟ ଏନେଇ ବିରୋଧୀଙ୍କ ପ୍ରଦର୍ଶନ ଦେଖିବାକୁ...
ପଶ୍ଚିମା ଝଡ଼ ପ୍ରଭାବ: ଓଡ଼ିଶାରେ ଲାଗି ରହିଛି ବର୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଜାରି ରହିଛି ପଶ୍ଚିମା ଝଡ଼ ପ୍ରଭାବ। ବିଭିନ୍ନ ଜିଲ୍ଲାରେ ସୋମବାରଠାରୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଲାଗି ରହିଛି। ଆସନ୍ତାକାଲି ମଧ୍ୟ ଝଡ଼ ପବନ ସହ ବର୍ଷା ହେବାର ସମ୍ଭାବନା...
ରାହୁଲଙ୍କ ପ୍ରସଙ୍ଗକୁ ନେଇ ସଂସଦରେ କଳା ପୋଷାକ ପିନ୍ଧି ପ୍ରଦର୍ଶନ କଲେ ବିରୋଧୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାହୁଲ ଗାନ୍ଧୀଙ୍କ ସଂସଦ ସଦସ୍ୟତା ରଦ୍ଦକୁ ନେଇ ଏବେ ଦେଶରେ ରାଜନୀତି ଜୋର୍ ଧରିଛି। ଏହି ପ୍ରସଙ୍ଗକୁ ଆଧାର କରି ବିଭିନ୍ନ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ଏହି ପରିପ୍ରେକ୍ଷୀରେ...
ବିଜେଡିର ନୂଆ ପର୍ଯ୍ୟବେକ୍ଷକ ତାଲିକା: କାହାକୁ ମିଳିଲା କେଉଁ ଜିଲ୍ଲା ଦାୟିତ୍ଵ?
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେଡିର ନୂଆ ପର୍ଯ୍ୟବେକ୍ଷକଙ୍କ ତାଲିକା ପ୍ରକାଶ ପାଇଛି। ରାଜ୍ୟର ୩୦ଟି ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକଙ୍କୁ ସୋମବାର ଦିନ ନିଯୁକ୍ତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ...
‘ଓଡ଼ିଶା ମିଲେଟ୍ସ ମିଶନ’ ପକ୍ଷରୁ ଭୁବନେଶ୍ୱରର ବିଭିନ୍ନ ପାର୍କ ସମ୍ମୁଖରେ ଖୋଲିଲା ମିଲେଟ୍ସ ଫୁଡ୍ ଷ୍ଟଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ମିଲେଟ୍ସ ଜାତୀୟ ଖାଦ୍ୟକୁ ପ୍ରୋତ୍ସାହନ ଦେବା ପାଇଁ ଓଡ଼ିଶା ମିଲେଟ୍ସ ମିଶନ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି। ଏବେ ମିଶନ ପକ୍ଷରୁ ଭୁବନେଶ୍ୱରର ବିଭିନ୍ନ ପାର୍କ ସମ୍ମୁଖରେ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ବିଭିନ୍ନ...
ଓଡ଼ିଶା ଓ ଛତିଶଗଡ଼ରେ କ୍ଷେତ୍ର ପରିଦର୍ଶନ କରିବ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାନଦୀ ଜଳ ବିବାଦ ଅନେକବର୍ଷ ଧରି ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଏକ ବଡ଼ ସମସ୍ୟା ପାଲଟିଛି। ଦୁଇ ରାଜ୍ୟଙ୍କ ମଧ୍ୟରେ ଚାଲିଥିବା ଏହି ବିବାଦର ସମାଧନ ପାଇଁ କେନ୍ଦ୍ର ଜଳ...
ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ ସେଣ୍ଟରରେ ଦକ୍ଷତା ବିକାଶ ପାଇଁ ୧ ବର୍ଷିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ଆବେଦନର ଶେଷ ତାରିଖ...
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ଯୁବଗୋଷ୍ଠୀଙ୍କ ଦକ୍ଷତା ବିକାଶ ପାଇଁ ଓଡ଼ିଶା ସରକାର ଆଣିଛନ୍ତି ନୂଆ ସୁଯୋଗ। ରାଜ୍ୟର ଆଇଟିଆଇ ଓ ଡିପ୍ଲୋମା ପାସ କରିଥିବା ପ୍ରାର୍ଥୀଙ୍କ ପାଇଁ ଓଡ଼ିଶା ଦକ୍ଷତା ବିକାଶ ଓ ବୈଷୟିକ...
ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟପ୍ଲସ କାର୍ଯ୍ୟାଳୟରେ ଡାଫୋଡିଲ ଅନ୍ତର୍ଜାତୀୟ ବିଶ୍ଵବିଦ୍ୟାଳୟର ମୁଖ୍ୟ ପରାମର୍ଶଦାତା ପ୍ରଫେସର ଉଜ୍ଜ୍ଵଳ ଅନୁ ଚୌଧୁରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଂଲାଦେଶ ଢାକା ସ୍ଥିତ ଡାଫୋଡିଲ ଅନ୍ତର୍ଜାତୀୟ ବିଶ୍ଵବିଦ୍ୟାଳୟର ମୁଖ୍ୟ ପରାମର୍ଶଦାତା ପ୍ରଫେସର ଉଜ୍ଜ୍ଵଳ ଅନୁ ଚୌଧୁରୀ ଶୁକ୍ରବାର ଦିନ ଓଡ଼ିଶାଲାଇଭର ମୁଖ୍ୟ କାର୍ଯ୍ୟାଳୟ, ଷ୍ଟୁଡିଓ ଏବଂ ସ୍ୱାସ୍ଥ୍ୟପ୍ଲସ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି।...





















