Independence Day

ପ୍ରୋ-ଲିଗ ହକି: ଶେଷ ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇ ରାଉରକେଲାରେ ଅପରାଜିତ ରହିଲା ଟିମ୍ ଇଣ୍ଡିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଏଫଆଇଏଚ୍ ପ୍ରୋ-ଲିଗରେ ବୁଧବାର ଭାରତୀୟ ପୁରୁଷ ହକି ଦଳ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଭାରତ ଲିଗର ଶେଷ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଅଷ୍ଟ୍ରେଲିଆକୁ ପେନାଲ୍ଟି ସୁଟଆଉଟରେ ୪-୩...

ଓଡ଼ିଶାର ଆଉ ୪ଟି ସହରରେ ଆରମ୍ଭ ହେଲା ରିଲାଏନ୍ସ ଜିଓ ୫ଜି ସେବା

ଓଡ଼ିଶାଲାଇଭ୍ ବ୍ୟୁରୋ ରିଲାଏନ୍ସ ଜିଓ ପକ୍ଷରୁ ଓଡ଼ିଶାର ଆଉ ୪ଟି ସହରରେ ଆରମ୍ଭ ହେଲା ୫ଜି ସେବା। ବୁଧବାର ଓଡ଼ିଶାର ସୁନ୍ଦରଗଡ଼, ଭବାନୀପାଟଣା, ଜଟଣୀ ଓ ଖୋର୍ଦ୍ଧା ସହରରେ ୫ଜି ଟେଲିକମ ସେବା ଆରମ୍ଭ...

ଲୋକପ୍ରିୟ ବଲିଉଡ ଫିଲ୍ମ ଅଭିନେତା ସମୀର ଖାଖରଙ୍କ ପରଲୋକ

ଓଡ଼ିଶାଲାଇଭ୍ ବ୍ୟୁରୋ ଲୋକପ୍ରିୟ ବଲିଉଡ଼ ଫିଲ୍ମ ଏବଂ ଟିଭି ଅଭିନେତା ସମୀର ଖାଖରଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା। ବିଭିନ୍ନ ରୋଗରେ ପୀଡ଼ିତ ହୋଇ ସେ କିଛି...

କାହିଁକି ଡୁବେ ବ୍ୟାଙ୍କ – ଲୋକଙ୍କ ଭରସା କେମିତି ଭାଙ୍ଗେ?

ଓଡ଼ିଶାଲାଇଭ୍ ବ୍ୟୁରୋ ଆମେରିକାର ସିଲିକନ ଭ୍ୟାଲି ବ୍ୟାଙ୍କରେ ଆର୍ଥିକ ସଂକଟ ଦେଖାଦେବା ପରେ ସାଧାରଣ ଲୋକମାନଙ୍କ ଭିତରେ ବ୍ୟାଙ୍କର ଟଙ୍କା ଜମା ରଖିବାକୁ ନେଇ ଉଠିଛି ଅନେକ ପ୍ରଶ୍ନ। ଆର୍ଥିକ ବ୍ୟବସ୍ଥାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ...

ରାୟଗଡ଼ାରୁ ୪୨ କେଜି ଗଞ୍ଜେଇ ଜବତ, ଅବକାରୀ କନଷ୍ଟେବଳ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ବେଆଇନ ଗଞ୍ଜେଇ କାରବାର କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ରାୟଗଡ଼ା ଜିଲ୍ଲାର ଜଣେ ଅବକାରୀ ବିଭାଗ କନଷ୍ଟେବଳ। ଗିରଫ ଅଭିଯୁକ୍ତ ହେଲେ ଦୀପକ ପାଣିଗ୍ରାହୀ। ଅଭିଯୁକ୍ତଙ୍କଠାରୁ...

ସୁନ୍ଦରଗଡ଼ ଜିଲ୍ଲାରେ ପରିବେଶ ଅନୁକୂଳ ଖଲିପତ୍ର ପ୍ରସ୍ତୁତି: ୨୭୦୦ରୁ ଅଧିକ ଆଦିବାସୀ ମହିଳାଙ୍କୁ ରୋଜଗାର

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ମହିଳାମାନଙ୍କୁ ରୋଜଗାରର ନୂଆ ରାସ୍ତା ଦେଖାଇଛି ’ଖଲିପତ୍ର’ ପ୍ରସ୍ତୁତି। ଆଧୁନିକ ମେସିନ ସାହାଯ୍ୟରେ ମହିଳାମାନେ ଶାଳ ଓ ଶିଆଳି ପତ୍ରରୁ ତିଆରି କରୁଥିବା ପରିବେଶ ଅନୁକୂଳ ଖଲିପତ୍ରର...

ଅର୍ଚ୍ଚନା ନାଗଙ୍କ ସ୍ଵାମୀ ଜଗବନ୍ଧୁ ଚାନ୍ଦଙ୍କୁ ମିଳିଲା ଜାମିନ

ଓଡ଼ିଶାଲାଇଭ୍ ବ୍ୟୁରୋ ଅର୍ଚ୍ଚନା ନାଗଙ୍କ ସ୍ଵାମୀ ଜଗବନ୍ଧୁ ଚାନ୍ଦଙ୍କୁ ବୁଧବାର ଦିନ ଓଡ଼ିଶା ହାଇକୋର୍ଟରୁ ଜାମିନ ମିଳିଛି। ସର୍ତ୍ତମୂଳକ ଭାବେ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି କୋର୍ଟ। ଏହା ପୂର୍ବରୁ ଜଗବନ୍ଧୁଙ୍କ ଜାମିନ ଆବେଦନକୁ...

ପ୍ରୋ-ଲିଗ ହକି: ଶେଷ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ବୁଧବାର ଏଫଆଇଏଚ୍ ପ୍ରୋ-ଲିଗ ହକିର ଶେଷ ମ୍ୟାଚ ଖେଳାଯିବ। ସାନ୍ଧ୍ୟା ୭ଟା ବେଳେ ଆରମ୍ଭ ହେବାକୁଥିବା ଏହି ମୁକବିଲାରେ ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ।...

ଓଡ଼ିଶାରେ ପଶ୍ଚିମା ଝଡ଼ ପ୍ରଭାବ: ଆଜିଠୁ ବର୍ଷା ଆରମ୍ଭ, ୧୫ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବ ଦେଖିବାକୁ ମିଳିଛି। ବୁଧବାର ଦିନ ଏହା ପ୍ରଭାବରେ କେତେକ ଜିଲ୍ଲାରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ଆରମ୍ଭ ହୋଇଛି। ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ...

ସପ୍ତାହକୁ ଥରୁଟିଏ ହସ୍ତତନ୍ତ ପୋଷାକ ପିନ୍ଧନ୍ତୁ ସରକାରୀ କର୍ମଚାରୀ: ଡକ୍ଟର ଅରବିନ୍ଦ ପାଢ଼ୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର କଳା, ସଂସ୍କୃତି ଏବଂ କାରୁକାର୍ଯ୍ୟର ସ୍ଵତନ୍ତ୍ର ପରିଚୟ ରହିଛି। ଓଡ଼ିଶାର ହସ୍ତତନ୍ତ ଏବଂ ହସ୍ତକଳା ହଲମାର୍କ ହିସାବରେ ସର୍ବଦା ଆମ ଐତିହ୍ୟ ଏବଂ ପରମ୍ପରାକୁ ସୋକେସିଂ କରିଆସୁଛି। ଓଡ଼ିଶାର ହସ୍ତତନ୍ତ...