Independence Day

ଆନ୍ଧ୍ରପ୍ରଦେଶର ନୂଆ ରାଜଧାନୀ ହେବ ବିଶାଖାପାଟଣା, ଆରମ୍ଭ ହେଲା ପ୍ରସ୍ତୁତି

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ଖୁବ୍ ଶୀଘ୍ର ବଦଳିବାକୁ ଯାଉଛି ଆନ୍ଧ୍ରପ୍ରଦେଶ ରାଜଧାନୀର ନାଁ। ପୂର୍ବରୁ ଅମରାବତୀକୁ ରାଜଧାନୀ କରିବାକୁ ଦାବି ଜୋର ଧରିଥିବାବେଳେ ଏବେ ଆଉ ଏକ ସହରର ନାଁ ଉପରେ...

ଜଗା ପ୍ରେମରେ ୮୦ ବର୍ଷର ସନ୍ନ୍ୟାସୀ: ସାଇକେଲରେ ଉତ୍ତରପ୍ରଦେଶରୁ ପୁରୀକୁ ଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରତ ଦାଶ): ଜଗା ପ୍ରେମ ଆଗରେ ହାର ମାନିଛି ବୟସ। ସେଇଥିପାଇଁ ତ ୮୦ ବର୍ଷ ବୟସରେ ସାଇକେଲ ଧରି ଉତ୍ତରପ୍ରଦେଶରୁ ବାହାରିଛନ୍ତି ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ। ଯେଉଁ ବସୟରେ...

ନବ ଦାସଙ୍କ ହତ୍ୟାକାଣ୍ଡରେ ଉପକୂଳ ନେତାଙ୍କ ହାତ ଥିବା ଅଭିଯୋଗ ଆଣିଲା ବିଜେପି ଓ କଂଗ୍ରେସ

ଓଡ଼ିଶାଲାଇଭ୍ ବ୍ୟୁରୋ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣା ଆଜି ୯ ଦିନରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ମନ୍ତ୍ରୀଙ୍କ ହତ୍ୟା ପଛର କାରଣ ଖୋଜି ପାଉନି କ୍ରାଇମବ୍ରାଞ୍ଚ। ଏହାରି ମଧ୍ୟରେ ନବ ଦାସଙ୍କ...

ଆଦାନୀଙ୍କ ପାଇଁ ସଂସଦରେ ହଙ୍ଗମା, ଯୁଗ୍ମ ସଂସଦୀୟ କମିଟି ଦାବି କଲେ ବିରୋଧୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଦାନୀ ଗ୍ରୁପ୍ ବିରୋଧରେ ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗର ରିପୋର୍ଟ ଦେଶରେ ଅର୍ଥନୈତିକ ସହ ରାଜନୈତିକ ସ୍ତରରେ ହଇଚଇ ସୃଷ୍ଟି କରିଛି। ହିଣ୍ଡେନବର୍ଗର ରିପୋର୍ଟକୁ ଆଧାର କରି ସଂସଦରେ ବିରୋଧୀ ଦଳମାନେ ହଙ୍ଗମା...

ଶପଥ ନେଲେ ସୁପ୍ରିମକୋର୍ଟର ୫ ନୂଆ ବିଚାରପତି

ଓଡ଼ିଶାଲାଇଭ୍ ବ୍ୟୁରୋ ସୁପ୍ରିମକୋର୍ଟର ୫ ଜଣ ନୂତନ ବିଚାରପତି ସୋମବାର ଦିନ ଶପଥ ନେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ ନବ ନିଯୁକ୍ତ ବିଚାରପତିମାନଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ...

ତୁର୍କୀ ଓ ସିରିଆରେ ବଡ଼ଧରଣର ଭୂମିକମ୍ପ, ମୃତ୍ୟୁ ସଂଖ୍ୟା ୨୦୦ ଟପିଲା

 ଓଡ଼ିଶାଲାଇଭ୍ ବ୍ୟୁରୋ ତୁର୍କୀ ଓ ସିରିଆରେ ହୋଇଛି ବଡ଼ଧରଣର ଭୂମିକମ୍ପ। ସୋମବାର ସକାଳ ୪ଟା ୧୫ ସମୟରେ ଦକ୍ଷିଣ-ପୂର୍ବ ତୁର୍କୀ ଏବଂ ସିରିଆରେ ୭.୮ ରିକ୍ଟର ସ୍କେଲ ତୀବ୍ରତା ବିଶିଷ୍ଟ ଶକ୍ତିଶାଳୀ ଭୂମିକମ୍ପ ହୋଇଛି।...

ଆଦାନୀ ଗ୍ରୁପକୁ ଷ୍ଟେଟ୍ ବ୍ୟାଙ୍କ ଦେଇଛି ୨୧ ହଜାର କୋଟି ଋଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଦାନୀ ଗ୍ରୁପ୍ ବିରୋଧରେ ହିଣ୍ଡେନବର୍ଗ ରିପୋର୍ଟ ଆସିବା ପରେ ଗ୍ରୁପର ବିଭିନ୍ନ ଗତିବିଧି ଉପରେ ସରକାରୀ ସଂସ୍ଥା ନଜର ରଖିଛନ୍ତି। ଖାସକରି ଗ୍ରୁପକୁ ମିଳିଥିବା ଋଣ ସମ୍ବନ୍ଧରେ ସମସ୍ତଙ୍କର ନଜର ରହିଛି।...
Food high in protein close-up

କ୍ୟାନ୍ସର ଚିକିତ୍ସା ବେଳେ କ’ଣ ଖାଇବେ, କ’ଣ ଖାଇବେ ନାହିଁ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ [youtube https://www.youtube.com/watch?v=MT-DYcCsxzY] କ୍ୟାନ୍ସର ବା କର୍କଟ ରୋଗ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଫେବ୍ରୁଆରି ୪ ତାରିଖକୁ ବିଶ୍ଵ କର୍କଟ ଦିବସ ଭାବେ ପାଳନ କରାଯାଉଛି। କର୍କଟ ରୋଗ...

ପ୍ରଖ୍ୟାତ କଣ୍ଠଶିଳ୍ପୀ ବାଣୀ ଜୟରାମଙ୍କ ପରଲୋକ

ଓଡ଼ିଶାଲାଇଭ୍ ବ୍ୟୁରୋ ଜାତୀୟ ପୁରସ୍କାର ବିଜେତା ପ୍ରଖ୍ୟାତ କଣ୍ଠଶିଳ୍ପୀ ବାଣୀ ଜୟରାମଙ୍କର ଶନିବାର ଦିନ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ଚେନ୍ନାଇ ସ୍ଥିତ ବାସଭବନରୁ ତାଙ୍କ ମୃତଦେହ...

ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ଅଭିଯୁକ୍ତ ଗୋପାଳ ଦାସଙ୍କୁ ପୁଣି ୪ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ

ଓଡ଼ିଶାଲାଇଭ୍ ବ୍ୟୁରୋ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳକୃଷ୍ଣ ଦାସଙ୍କୁ ରିମାଣ୍ଡରେ ନେଇ କ୍ରାଇବ୍ରାଞ୍ଚ ଖୋଳତାଡ଼ କରିଥିବାବେଳେ ଶନିବାର ୪ ଦିନିଆ ରିମାଣ୍ଡର ଅବଧି ଶେଷ ହୋଇଛି। ରିମାଣ୍ଡ ସମୟ ମଧ୍ୟରେ ଅଭିଯୁକ୍ତ...