Independence Day

ମନ୍ତ୍ରୀ ନବ ଦାସଙ୍କୁ ଗୁଳିକରି ହତ୍ୟା ଘଟଣା: ବିଜେପିର ଦାବି ସିବିଆଇ ତଦନ୍ତ, କଂଗ୍ରେସର ଦାବି ଏସଆଇଟି

ଓଡ଼ିଶାଲାଇଭ୍ ବ୍ୟୁରୋ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ରାଜ୍ୟ ରାଜନୀତି ଘନେଇବାରେ ଲାଗିଛି। ମନ୍ତ୍ରୀଙ୍କ ହତ୍ୟାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଓଡ଼ିଶାର ଜଣେ ପ୍ରଭାବଶାଳୀ ନେତା ନବ କିଶୋର ଦାସଙ୍କୁ ଯେଉଁଭଳି...

ଆରମ୍ଭ ହେଲା ସଂସଦର ବଜେଟ୍ ଅଧିବେଶନ, ସମ୍ବୋଧନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଓଡ଼ିଶାଲାଇଭ୍ ବ୍ୟୁରୋ “୨୦୪୭ ସୁଦ୍ଧା ଆମେ ଏକ ସ୍ଵର୍ଣ୍ଣିମ ଭାରତ ଗଢ଼ିବା” “ଭାରତର ଗଣତନ୍ତ୍ର ସମୃଦ୍ଧ ଥିଲା ଏବଂ ଭବିଷ୍ୟତରେ ଆହୁରି ଶକ୍ତିଶାଳୀ ହେବ”- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବୁଧବାର ଲୋକସଭାରେ ଆଗତ...

ନୟାଗଡ଼: ସଡ଼କ ଦୁର୍ଘଟଣାରେ ଜଳିଗଲା ବସ, ୧୨ ଯାତ୍ରୀ ଆହତ

ଓଡ଼ିଶାଲାଇଭ୍ ବ୍ୟୁରୋ (ନୟାଗଡ଼ରୁ ନିଶିକାନ୍ତ ରଥ): ସୋମବାର ଭୋର ସମୟରେ ଏକ ବଡ଼ଧରଣର ବସ୍ ଦୁର୍ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥ ବାଣିଗୋଛା ନିକଟରେ। ବସଟି ଏକ ଅଣଓସାରିଆ...

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ଅଭିଯୁକ୍ତ ଏଏସଆଇ ଗୋପାଳକୃଷ୍ଣ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ନବ କିଶୋର ଦାସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଏଏସଆଇ ଗୋପାଳକୃଷ୍ଣ ଦାସଙ୍କୁ ଗିରଫ କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା। ଗୋପାଳକୃଷ୍ଣ ପୂର୍ବରୁ ମନ୍ତ୍ରୀ...

ପଞ୍ଚଭୂତରେ ଲୀନ ହେଲେ ନବ ଦାସ

ଓଡ଼ିଶାଲାଇଭ୍ ବ୍ୟୁରୋ ପଞ୍ଚଭୂତରେ ଲୀନ ହେଲେ ନବ ଦାସ। ଝାରସୁଗୁଡ଼ା ଜିଲ୍ଲା ଖେରୁଆଲ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ପୁଅ ବିଶାଳ ଦାସ...

ତୁଟିଲା କଳି: ଏକାଠି ରହିବେ ହ୍ୟୁମାନ ସାଗର-ଶ୍ରେୟା

ଓଡ଼ିଶାଲାଇଭ୍ ବ୍ୟୁରୋ ତୁଟିଲା ଲୋକପ୍ରିୟ ଓଡ଼ିଆ ଗାୟକ ହ୍ୟୁମାନ ସାଗର ଏବଂ ପତ୍ନୀ ଶ୍ରୀୟାଙ୍କ କଳି। ଏବେ ଏକାଠି ରହିବେ ବୋଲି କହିଲେ ଉଭୟ ସ୍ୱାମୀ-ସ୍ତ୍ରୀ। ଗାୟକ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟାଙ୍କ ମଧ୍ୟରେ...

ନିରଞ୍ଜନ ପୂଜାରୀଙ୍କୁ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦାୟିତ୍ଵ

ଓଡ଼ିଶାଲାଇଭ୍ ବ୍ୟୁରୋ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଦିଆଯାଇଛି ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଦାୟିତ୍ଵ। ରବିବାର ଦିନ ଜଣେ ପୋଲିସ ଏଏସଆଇଙ୍କ ଗୁଳିମାଡ଼ରେ ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କର ଦେହାନ୍ତ ହେବା ପରେ...

ଶେଷଯାତ୍ରାରେ ନବ କିଶୋର ଦାସ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ରାଜନୀତିରେ ଘଟିଗଲା ବଡ଼ ଅଘଟଣ। ନବ ଦାସ ଜିନ୍ଦାବଦ... ଜିନ୍ଦାବାଦ ଶବ୍ଦରେ କମ୍ପି ଉଠୁଥିଲା ବ୍ରଜରାଜନଗର। ହଠାତ ‘ଠୋ’ କିନା ଶବ୍ଦ ହେଲା ଏବଂ ଟଳି ପଡ଼ିଲେ ସ୍ଵାସ୍ଥ୍ୟମନ୍ତ୍ରୀ ନବ...

ବଦଳିଲା ନାଁ: ରାଷ୍ଟ୍ରପତି ଭବନର ‘ମୁଗଲ ଗାର୍ଡେନ’ ହେଲା ‘ଅମୃତ ଉଦ୍ୟାନ’

ଓଡ଼ିଶାଲାଇଭ୍ ବ୍ୟୁରୋ ରାଷ୍ଟ୍ରପତି ଭବନର ‘ମୁଗଲ ଗାର୍ଡେନ’ର ନାଁ ବଦଳିଛି। ‘ମୁଗଲ ଗାର୍ଡେନ’ ଏବେ ‘ଅମୃତ ଉଦ୍ୟାନ’ ଭାବେ ପରିଚୟ ପାଇବ। ନିଜର ସୌନ୍ଦର୍ଯ୍ୟ ପାଇଁ ସ୍ଵତନ୍ତ୍ର ପରିଚୟ ବହନ କରିଛି ରାଷ୍ଟ୍ରପତି ଭବନର...

ପରଲୋକରେ ବିଶିଷ୍ଟ ସାହିତ୍ୟିକ ତଥା ରାଜନେତା ହୁସେନ ରବି ଗାନ୍ଧୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶିଷ୍ଟ ସାହିତ୍ୟିକ ତଥା ରାଜନେତା ହୁସେନ ରବି ଗାନ୍ଧୀଙ୍କର ଶନିବାର ମଧ୍ୟାହ୍ଣରେ ପରଲୋକ ହୋଇଛି। କିଛି ଦିନ ହେଲା ସେ ଅସୁସ୍ଥ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି।...