ଅମିତ ରୋହିଦାସ- ଭାରତୀୟ ହକିର ଡିଫେଣ୍ଡିଂ ଓ୍ଵାଲ
ଆଶିଷ କୁମାର ରାୟ
ସୁନ୍ଦରଗଡ଼ ଜିଲ୍ଲାର ଅଖ୍ୟାତ ପଲ୍ଲୀ ସଉନାମରା ଗାଁ, ଓଡ଼ିଶାକୁ ଭେଟି ଦେଇଛି ଅନେକ ହକି ତାରକା। ସେମାନେ ଯେ କେବଳ ଓଡ଼ିଶାକୁ ଗର୍ବିତ କରିଛନ୍ତି ତା’ ନୁହେଁ, ଭାରତ ପାଇଁ...
ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମୃତଦେହ ଉଦ୍ଧାର କଲା ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
ତିନି ଦିନ ଧରି ନିଖୋଜ ରହିଥିବା ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମୃତଦେହ ଶନିବାର ଦିନ ଉଦ୍ଧାର କରାଯାଇଛି। ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଓରନ୍ଦା ଜଙ୍ଗଲ ରାସ୍ତାରୁ ରାଜଶ୍ରୀଙ୍କ ସ୍କୁଟି ମିଳିବା ପରେ ତାଙ୍କୁ ଖୋଜାଖୋଜି...
ଶନିବାରଠାରୁ ଆଇଆଇଏମ୍ସିରେ ଫିଲ୍ମି ଚକ୍କର-୪: ଏଥରର ଅନୁଚିନ୍ତା ‘ଷ୍ଟାରଡମ୍’
ଓଡ଼ିଶାଲାଇଭ୍ ବ୍ୟୁରୋ
‘ଷ୍ଟାର୍ଡମ୍’ର ବିଭିନ୍ନ ଦିଗକୁ ନେଇ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍ସି), ଢେଙ୍କାନାଳ ପକ୍ଷରୁ ଆସନ୍ତା ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଫିଲ୍ମି ଚକ୍କର-୪’। ତିନି ଦିନ ଧରି...
ରାଉରକେଲାକୁ ଆରମ୍ଭ ହେଲା ନିୟମିତ ବିମାନ ସେବା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଉରକେଲାକୁ ଗୁରୁବାରଠାରୁ ଆରମ୍ଭ ହୋଇଛି ନିୟମିତ ବିମାନ ସେବା। ଏହାପୂର୍ବରୁ ଜାନୁଆରି ୭ ତାରିଖରେ ରାଉରକେଲାକୁ ବିମାନ ସେବାର ଶୁଭାରମ୍ଭ ହୋଇଥିଲା।
ଉଡାନ ସ୍କିମ ଅଧୀନରେ ଗତ ୭ ତାରିଖରେ କେନ୍ଦ୍ର ବେସାମରିକ...
ରାଉରକେଲାରେ ବିଶ୍ୱକପ ହକି ଟ୍ରଫିକୁ ଭବ୍ୟ ସ୍ଵାଗତ: ନାଚ ଗୀତରେ କମ୍ପୁଛି ସହର
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିନକ ପରେ ଆରମ୍ଭ ହେବାକୁ ଯାଉଛି ହକି ପୁରୁଷ ବିଶ୍ଵକପ ୨୦୨୩। ରାଜଧାନୀ ଭୁବନେଶ୍ଵରର କଳିଙ୍ଗ ଷ୍ଟାଡିୟମ ସହ ଇସ୍ପାତ ନଗରୀ ରାଉରକେଲା ସହରର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ...
ଓଡ଼ିଶା ହକିର ତାରକା – ଜ୍ୟୋତି ସୁନିତା କୁଲ୍ଲୁ
ଆଶିଷ କୁମାର ରାୟ
ଯଦି ପ୍ରଶ୍ନ କରାଯାଏ ଯେ ସିନିୟର ସ୍ତରରେ ହକି ଖେଳର ବିଶ୍ୱକପରେ ଅଂଶଗ୍ରହଣ କରିଥିବା ଓଡ଼ିଶାର ପ୍ରଥମ ଖେଳାଳି କିଏ? ଅଲିମ୍ପିକ୍ସରେ ପଦାର୍ପଣ କରିବାରେ ସେ ପ୍ରଥମ ଓଡ଼ିଆ ହୋଇଥିଲେ...
ଓଡ଼ିଶା ହକିର ଗୌରବ ସୁଭଦ୍ରା ପ୍ରଧାନ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=qdl0v8GBNX8]
ହକି ତାରକା ସୁଭଦ୍ରା ପ୍ରଧାନ। ଭାରତୀୟ ମହିଳା ହକି ଟିମର ପୂର୍ବତନ ଅଧିନାୟିକା ସୁଭଦ୍ରା ଅନ୍ତର୍ଜାତୀୟ ସ୍ତରରେ ହକି ଖେଳି ଓଡ଼ିଶା ପାଇଁ ବେଶ୍ ଗୌରବ ଆଣିଛନ୍ତି। ଭାରତୀୟ ହକି...
ବାଲୁକା କଳାରେ ହକି ବିଶ୍ଵକପକୁ ସ୍ଵାଗତ: ବିଶ୍ଵର ସବୁଠୁ ବଡ଼ ହକିଷ୍ଟିକ ତିଆରିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ହକି ବିଶ୍ଵକପକୁ ସ୍ଵାଗତ କରିବା ଉଦ୍ଦେଶ୍ୟରେ ବିଶ୍ଵର ସବୁଠାରୁ ବଡ଼ ହକିଷ୍ଟିକ୍ ତିଆରି କରିଛନ୍ତି ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ବୁଧବାର ଦିନ ବାରବାଟୀ ଷ୍ଟାଡିୟମରେ...
ଆଜିଠୁ ପୀଠରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭକ୍ତଙ୍କ ଲାଗି ବୁଧବାରଠାରୁ ଖୋଲିଲା ଧବଳେଶ୍ୱର ପୀଠ। ଆଜିଠାରୁ ସର୍ବସାଧାଣ ମନ୍ଦିରକୁ ଯାଇ ଦର୍ଶନ କରିବା ଲାଗି ଅନୁମତି ଦେଇଛନ୍ତି ଆଠଗଡ଼ ଉପଜିଲ୍ଲାପାଳ। ଧବଳେଶ୍ୱରଙ୍କ ପୀଠକୁ ଯିବା ଲାଗି ରହିଥିବା ଝୁଲାପୋଲ...
ଭାରତ ପୁଣି ହକିରେ ସଫଳତାର ଶୀର୍ଷ ଛୁଇଁବ ବୋଲି ଆଶା – ଦିଲ୍ଲୀପ ତିର୍କୀ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=BfN4P_6mpw0]
ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ହକି ଇଣ୍ଡିଆର ସଭାପତି ନିର୍ବାଚିତ ହେବା ଭାରତୀୟ କ୍ରୀଡ଼ା ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ିଛି। ଭାରତୀୟ ହକିର ସର୍ବୋଚ୍ଚ ପରିଚାଳନା ସଂସ୍ଥାର ସଭାପତି ହେବାରେ ଦିଲ୍ଲୀପ...




















