Independence Day

ବିମୁଦ୍ରୀକରଣ ମାମଲାରେ କେନ୍ଦ୍ର ସରକାରଙ୍କ ସପକ୍ଷରେ ରାୟ ଦେଲେ ସୁପ୍ରିମକୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତି ସପକ୍ଷରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ସୋମବାର ୨୦୧୬ ମସିହାର ବିମୁଦ୍ରୀକରଣ ବିରୋଧରେ ଦାଖଲ ହୋଇଥିବା ସମସ୍ତ ୫୮ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟର...

ଜୟପୁର ମୋତି ମହଲର ଶେଷ ରାଣୀଙ୍କ ପରଲୋକ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): ଜୟପୁର ରାଜ ପରିବାରର ଶେଷ ରାଣୀ ରାଜମାତା ରମା କୁମାରୀ ଦେବୀଙ୍କର ପରଲୋକ ହୋଇଛି। ରବିବାର ବିଳମ୍ବିତ ରାତିରେ ଜୟପୁରସ୍ଥିତ ମୋତି ମହଲଠାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ...

ନୂଆ ବର୍ଷରେ ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ମାଟି ହାଣ୍ଡି ମଟନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ନୂଆ ବର୍ଷ। ଏ ବର୍ଷ ନୂଆବର୍ଷ ରବିବାର ପଡ଼ିଛି। ଏଥର ଘରେ ପ୍ରସ୍ତୁ କରନ୍ତୁ ସୁଆଦିଆ ମାଟି ହାଣ୍ଡି ମଟନ। ମଟନ ଖାଇ ନୂଆବର୍ଷକୁ ଆହୁରି ଖାସ କରନ୍ତୁ। ଆବଶ୍ୟକୀୟ ସାମଗ୍ରୀ ୧...

ନୂଆ ଆଶା, ନୂଆ ସମ୍ଭାବନା ନେଇ ଆସିଛି ୨୦୨୩

ଓଡ଼ିଶାଲାଇଭ୍ ବ୍ୟୁରୋ ବିଦାୟ ନେଇଛି ବର୍ଷ ୨୦୨୨। ନୂଆ ଆଶା, ନୂଆ ସମ୍ଭାବନା ଓ ନୂଆ ଉନ୍ମାଦନା ନେଇ ଆସିଛି ନୂଆବର୍ଷ ୨୦୨୩। ପୁରୁଣା ବର୍ଷକୁ ବିଦାୟ ଦେବା ସହ ଅଭୁଲା ସ୍ମୃତି ଓ...

ସ୍ଵାଗତ ନୂଆ ବର୍ଷ ୨୦୨୩

ଓଡ଼ିଶାଲାଇଭ୍ ବ୍ୟୁରୋ ଡିସେମ୍ବର ୩୧ ତାରିଖ ରାତି ୧୨ଟା। ବଦଳିଛି କ୍ୟାଲେଣ୍ଡର। ସବୁ ଅପେକ୍ଷାର ଅନ୍ତ ହୋଇ ଆସିଛି ବର୍ଷ ୨୦୨୩। ସ୍ଵାଗତ କରାଯାଇଛି ନୂଆ ବର୍ଷ ୨୦୨୩କୁ।  ନୂଆ ବର୍ଷକୁ ସ୍ଵାଗତ କରିବା ପୂର୍ବରୁ...

କୋଭିଡ ପାଇଁ ଭୟଭୀତ ନ ହୋଇ ସତର୍କ ରହିବାକୁ ସ୍ଵାସ୍ଥ୍ୟ ବିଭାଗର ପରାମର୍ଶ

ଓଡ଼ିଶାଲାଇଭ୍ ବ୍ୟୁରୋ ରବିବାର ଦିନ ନୂଆବର୍ଷ। ଚୀନ, ଜାପାନ, ଆମେରିକା ଭଳି ପ୍ରାୟ ୧୫ଟି ଦେଶରେ କୋଭିଡ ସ୍ଥିତି ଚିନ୍ତାଜନକ ହୋଇଥିବାରୁ କୋଭିଡ ମୁକାବିଲା ଲାଗି ଆଗୁଆ ସତର୍କ ହୋଇଛନ୍ତି ରାଜ୍ୟ ସରକାର। ନୂଆବର୍ଷରେ...

ମାର୍ଚ୍ଚ ୧ରୁ ଯୁକ୍ତ ଦୁଇ ପରୀକ୍ଷା, ବିଜ୍ଞପ୍ତି ଜାରି କଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ

ଓଡ଼ିଶାଲାଇଭ୍ ବ୍ୟୁରୋ ମାର୍ଚ୍ଚ ୧ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା। ଯୁକ୍ତ ୨ ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଆରମ୍ଭ ହେବ। ମାର୍ଚ୍ଚ ୧ରୁ କଳା, ୨ରୁ କଳା ଓ...

ହତ୍ୟା ଅଭିଯୋଗରେ ୩ ଜଣଙ୍କୁ ଗିରଫ କଲା କୋରାପୁଟ ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): କୋଟପାଡ଼ ଅଞ୍ଚଳର ଏକ ଜଙ୍ଗଲ ମଧ୍ୟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ଯୁବକ ଜଣଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିବା ଅଭିଯୋଗରେ...

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ପଞ୍ଚମ ଦିବସ: ଭଗବାନ ଶ୍ରୀକୃଷ୍ଣଙ୍କ ଯାମଳାର୍ଜୁନ ଭଞ୍ଜନ ଓ କାଳୀୟ ନାଗର ଦର୍ପ...

ଓଡ଼ିଶାଲାଇଭ୍ ବ୍ୟୁରୋ (ବରଗଡ଼ରୁ ବୀରେନ୍ଦ୍ର କୁମାର ପ୍ରଧାନ): ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପଞ୍ଚମ ଦିନରେ ପହଞ୍ଚିଛି। ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ତଥା ଅଲୌକିକ ଶକ୍ତି ଦିନକୁ ଦିନ ଗୋପପୁର ସମେତ ଆଖ ପାଖ...

ରାୟଗଡ଼ାରେ ୨ ଋଷ ପର୍ଯ୍ୟଟକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ରାୟଗଡ଼ାରେ ପହଞ୍ଚି ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ ଟିମ୍

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ାଠାରେ ଦୁଇ ଜଣ ଋଷ ପର୍ଯ୍ୟଟକଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଆରମ୍ଭ ହୋଇଛି ତଦନ୍ତ। ଋଷ ସାଂସଦ ପାଭେଲ ଆଣ୍ଟୋଭ ଏବଂ ତାଙ୍କ ବନ୍ଧୁ ଭ୍ଲାଦମିର...