ପଦ୍ମପୁର ବିଧାନସଭା ଉପନିର୍ବାଚନ: ଶେଷ ଦିନରେ ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା
ଓଡ଼ିଶାଲାଇଭ୍ ବ୍ୟୁରୋ
ଶେଷ ଦିନରେ ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା। ଦଳର ବହୁ ବରିଷ୍ଠ ନେତା ଏବଂ କର୍ମୀଙ୍କ ଗହଣରେ ଯାଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ...
ବିଜେଡିରେ ସାମିଲ ହେଲେ ନୂଆପଡ଼ାର ପୂର୍ବତନ ସହକାରୀ ଜିଲ୍ଲାପାଳ ମହେନ୍ଦ୍ର ବଢ଼େଇ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେଡିରେ ସାମିଲ ହେଲେ ନୂଆପଡ଼ା ଜିଲ୍ଲାର ପୂର୍ବତନ ସହାକାରୀ ଜିଲ୍ଲାପାଳ ମହେନ୍ଦ୍ର ବଢ଼େଇ। ଶତାଧିକ ସମର୍ଥକଙ୍କ ଗହଣରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି। ମହେନ୍ଦ୍ର ବଢ଼େଇଙ୍କ...
ଅମିତ ରୋହିଦାସଙ୍କୁ ଭାରତୀୟ ହକି ଦଳର ଉପଅଧିନାୟକ ଦାୟିତ୍ଵ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଷ୍ଟ୍ରେଲିଆର ଆଡିଲେଡରେ ଆସନ୍ତା ୨୬ ନଭେମ୍ବରରୁ ଆରମ୍ଭ ହେବାକୁଥିବା ଭାରତ- ଅଷ୍ଟ୍ରେଲିଆ ହକି ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଏହି ଭାରତୀୟ ଦଳରେ ହରମନପ୍ରୀତ୍ ସିଂହ ଅଧିନାୟକ ନିଯୁକ୍ତ...
ମଧୁମେହ ଜୀବନଶୈଳୀ: ଜାଣନ୍ତୁ ଏହାର ଜଟିଳତା ଓ ଚିକିତ୍ସା ବିଷୟରେ
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
[youtube https://www.youtube.com/watch?v=2_1UezlNSIU]
ଆମ ଶରୀରରେ ଯେତେବେଳେ ଇନସୁଲିନର ମାତ୍ରାରେ କିଛି ଅନିୟମିତା ଦେଖାଯାଏ ବା ଏହାର କ୍ଷରଣ ବନ୍ଦ ହୋଇଯାଏ ସେତେବେଳେ ରକ୍ତରେ ଶର୍କରା ବା ସୁଗାରର ମାତ୍ରା ବଢ଼ିଯାଇଥାଏ। ଏହି...
ବର୍ଷକୁ ୫୦ ହଜାର ଛାତ୍ରଛାତ୍ରୀ ପାଇବେ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟସ୍ତରୀୟ ଶିଶୁ ଦିବସ ଉଦଯାପନୀ ସମାରୋହ
ଶିକ୍ଷାରେ ଉତ୍କର୍ଷ ପାଇଁ ୫-ଟି ରୂପାନ୍ତରିତ ଓ ଅନ୍ୟ ସ୍କୁଲଗୁଡ଼ିକ ପାଇଁ ୧୦୦ କୋଟି ଟଙ୍କାର ପୁରସ୍କାର ଘୋଷଣା
ସରପଞ୍ଚ, ଶିକ୍ଷକ, ପୁରାତନ...
ପରଲୋକରେ ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=_3cCVZZ3scQ] ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କର ପରଲୋକ ହୋଇଛି । ହୃଦଘାତରେ ୮୧ ବର୍ଷ ବୟସରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି। ଅବସର ବେଉରିଆଙ୍କ ପରଲୋକ ନେଇ ପତ୍ନୀ ତୃପ୍ତି ବେଉରିଆ...
୨୦୨୩ରେ ଭାରତରେ ହେବ ଜି-୨୦ ସମ୍ମିଳନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ୨୦୨୩ରେ ଭାରତ ଅଧ୍ୟକ୍ଷତାରେ ହେବ ଜି-୨୦ ସମ୍ମିଳନୀ। ଏହି ସମ୍ମିଳନୀ ଭାରତର ଜୟପୁର ସହରରେ ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି। ବାଲିଠାରେ ଅନୁଷ୍ଠିତ ଦୁଇଦିନିଆ ଜି-୨୦ ସମ୍ମିଳନୀ ଶେଷ...
ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ଏକ ପ୍ରହେଳିକା – ପୃଥ୍ଵୀରାଜ ହରିଚନ୍ଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେବା ପରେ ଏହାକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି। ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ବିଜେପି...
ଆସନ୍ତା ସପ୍ତାହରୁ ବାବା ଧବଳେଶ୍ଵରଙ୍କୁ ପୀଠରେ ଦର୍ଶନ କରିବେ ଭକ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ସପ୍ତାହରୁ ବାବା ଧବଳେଶ୍ଵରଙ୍କୁ ପୀଠରେ ଦର୍ଶନ କରିପାରିବେ ଭକ୍ତ। ଅସୁରକ୍ଷିତ ହୋଇପଡ଼ିଥିବା ଝୁଲାପୋଲରେ ଯାତାୟତ ବନ୍ଦ ରହିଥିବାରୁ ଡଙ୍ଗା ଯୋଗେ ଭକ୍ତମାନେ ଧବଳେଶ୍ଵରଙ୍କ ପୀଠକୁ ଯାଇ ଦର୍ଶନ କରିପାରିବେ ବୋଲି...
ହିନ୍ଦୀ ଭାଷାରେ ରିଲିଜ୍ ହେବ ଓଡ଼ିଆ ଫିଲ୍ମ ‘ଦମନ’
ଓଡ଼ିଶାଲାଇଭ୍ ବ୍ୟୁରୋ
ହିନ୍ଦୀ ଭାଷାରେ ରିଲିଜ୍ ହେବ ଓଡ଼ିଆ ଫିଲ୍ମ ‘ଦମନ’ । ଏବେ ଭାରତର ବିଭିନ୍ନ ସହରରେ ଓଡ଼ିଆରେ ଏହି ଫିଲ୍ମ ରିଲିଜ୍ ହୋଇଥିବା ବେଳେ ଖୁବଶୀଘ୍ର ହିନ୍ଦୀ ଭାଷାରେ ରିଲିଜ୍ ହେବ...





















