Independence Day

ଦୁଃସାହସିକ ସାମ୍ବାଦିକତା ଏବଂ ରିପୋର୍ଟରର ଜୀବନ – ଓଡ଼ିଶାରେ ଟେଲିଭିଜନର ଯାତ୍ରା (ଭାଗ-୩୧)

ଡକ୍ଟର ଫକୀର ମୋହନ ନାହାକ ଆପେ ବଞ୍ଚିଲେ ବାପାର ନାଁ.. ଏଇ କଥାଟା ଅନେକ ଲୋକ ଅନେକ ସମୟରେ କହନ୍ତି। ଆଉ ଅଧିକାଂଶ ଲୋକ ଏ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରନ୍ତି। କିନ୍ତୁ...

ଗୁରୁଙ୍କ ସ୍ମୃତିରେ: ‘ମୋ କଲେଜ’ ଅଭିଯାନକୁ ୧ ଲକ୍ଷ ଟଙ୍କା ଦାନ କଲେ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ଅଧ୍ୟାପିକା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ ସରକାରଙ୍କ ‘ମୋ କଲେଜ’ ଅଭିଯାନ ଅଧୀନରେ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ଭିତ୍ତିଭୂମିର ବିକାଶ ଲାଗି ୧ ଲକ୍ଷ ଟଙ୍କା ଦାନ କରିଛନ୍ତି ଅଧ୍ୟାପିକା ଡକ୍ଟର ସ୍ନେହଲତା ଦାସ। ଏହାକୁ ସେ...

ସମରେ ଷ୍ଟେମସେଲ୍ ପ୍ରତ୍ୟାରୋପଣ ଦ୍ଵାରା ଜଟିଳ ରକ୍ତ କର୍କଟ ରୋଗର ସଫଳ ଚିକିତ୍ସା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଡାକ୍ତରମାନେ ମଲ୍ଟିପଲ୍ ମାଇଲୋମା ଭଳି ଏକ ଜଟିଳ ରକ୍ତ କର୍କଟ ରୋଗରେ ପୀଡ଼ିତ ୫୮ ବର୍ଷୀୟ ରୋଗୀଙ୍କୁ ଷ୍ଟେମସେଲ୍ ପ୍ରତ୍ୟାରୋପଣ ମାଧ୍ୟମରେ ସୁସ୍ଥ କରିବାରେ ସଫଳ...

ଭୁବନେଶ୍ୱରରେ ସୂର୍ଯ୍ୟକିରଣ ଏୟାର ସୋ’ର ଫୁଲ୍ ଡ୍ରେସ ଅଭ୍ୟାସ

ଓଡ଼ିଶାଲାଇଭ୍ ବ୍ୟୁରୋ ସେପ୍ଟେମ୍ବର ୧୬ ତାରିଖରେ ଭୁବନେଶ୍ୱର କୂଆଖାଇ ପଠା ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ହେବ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଏୟାର ସୋ’। ଏହା ପୂର୍ବରୁ ଆଜି ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଏୟାର ସୋ’ର...

କୋରାପୁଟ ଅଲ୍ ଇଣ୍ଡିଆ ଡିଏସଓ ପକ୍ଷରୁ ଦଶମ ଶ୍ରେଣୀ ଫର୍ମ ପୂରଣ ଦେୟ ପ୍ରତ୍ୟାହାର ଦାବି  

ଓଡ଼ିଶାଲାଇଭ୍ ବ୍ୟୁରୋ (କୋରାପୁଟ): ଅଲ୍ ଇଣ୍ଡିଆ ଡିଏସଓ କୋରାପୁଟ ଜିଲ୍ଲା ୟୁନିଟ ପକ୍ଷରୁ ଦଶମ ଶ୍ରେଣୀ ସମିଟିଭ ପରୀକ୍ଷା ଫର୍ମ ପୂରଣ ଦେୟକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ଦାବିରେ ଏକ ଦାବିପତ୍ର ଡେପୁଟି ସେକ୍ରେଟାରୀଙ୍କ...

ଜୟଦେବ ବିହାରରେ ପ୍ରସ୍ତୁତ ହେବ ରାଷ୍ଟ୍ରପତି ଭବନ ସଦୃଶ ତୋରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଧାନୀରେ ପୂଜା ମାହୋଲ। ବନ୍ଧା ଚାଲିଛି ବାଉଁଶ,ପ୍ରସ୍ତୁତ ହେବ ଆକର୍ଷଣୀୟ ତୋରଣ। ଆଖି ଝଲସିଲା ଭଳି ଆଲୋକମାଳା ସାଙ୍ଗକୁ ରାବଣପୋଡିର ଆତସବାଜିରେ ଗୁଞ୍ଜରିତ ହେବ ସହର।  ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିବେ ଦର୍ଶକ।...

ଆସନ୍ତା ନିର୍ବାଚନ ପାଇଁ ବିଜେପିର କସରତ, ବିଜେଡି କହିଲା ଲାଭ ହେବନି

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ସାଧାରଣ ନିର୍ବାଚନକୁ ଲକ୍ଷ୍ୟରେ ରଖି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି ରାଜ୍ୟ ବିଜେପି। ତୃଣମୂଳ ସ୍ତରରୁ ଦଳକୁ ମଜବୁତ କରିବାକୁ ବିଜେପି ପ୍ରସ୍ତୁତ କରୁଛି ରଣନୀତି। ଏହି କ୍ରମରେ ପୁରୀଠାରେ...

ଆଇଏଏସ୍ ସ୍ତରରେ ଅଦଳବଦଳ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟସରକାରଙ୍କ ପକ୍ଷରୁ  ଆଇଏଏସ ସ୍ତରରେ ଅଦଳବଦଳ କରାଯାଇଛି। ଏହି କ୍ରମରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତଙ୍କୁ ସରକାର ସ୍ୱାସ୍ଥ୍ୟ ସଚିବ ଭାବେ ଦାୟିତ୍ୱ ଦେଇଛନ୍ତି। ଶକ୍ତି ସଚିବ ନିକୁଞ୍ଜ...

କୋରାପୁଟ: ମାଟି ଅତଡ଼ା ଧସି ଦୁଇ ଶ୍ରମିକ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ (କୋରାପୁଟ): କୋରାପୁଟ-ରାୟଗଡ଼ା ରେଳ ଲାଇନର ଦୋହରୀକରଣ ଚାଲୁଥିବାବେଳେ କୁସୁମଗୁଡ଼ା ୨ନମ୍ବର ଟନେଲ ଭିତରକୁ ମାଟି ଅତଡ଼ା ଧସି ଦୁଇ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଲକ୍ଷ୍ମୀପୁର ଥାନା ବୁର୍ଜା ଗ୍ରାମର...

ଲଣ୍ଡନ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଓଡ଼ିଶାଲାଇଭ୍ ବ୍ୟୁରୋ ମହାରାଣୀ ଏଲିଜାବେଥ ଦ୍ଵିତୀୟଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବେ ରାଷ୍ଟ୍ରପତି ୧୭ରୁ ୧୯ ପର୍ଯ୍ୟନ୍ତ ଲଣ୍ଡନରେ ରହିବେ ଦ୍ରୌପଦୀ ମୁର୍ମୁ ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ଵିତୀୟଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବେ...