Independence Day

ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଏଏସଆଇଙ୍କ ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ସୋମବାର ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଏଏସ୍ଆଇଙ୍କୁ ମୃତ୍ୟୁ ହୋଇଛି। ମୃତ ଏଏସଆଇ ହେଉଛନ୍ତି ଆଇଟିବିପି ୫୩ ବାଟାଲିଅନର ରାଜେନ୍ଦ୍ର ସିଂ। ମାଲକାନଗିରି-ଛତିଶଗଡ଼ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ଏହି ଅଘଟଣ ଘଟିଛି।...

ମାର୍ଚ୍ଚ ୧୬ରୁ କୋଭିଡ ଟିକା ନେବେ ୧୨ରୁ ୧୪ ବର୍ଷର ପିଲା

ଓଡ଼ିଶାଲାଇଭ୍ ବ୍ୟୁରୋ ଏବେ ୧୨ରୁ ୧୪ ବର୍ଷ ବୟସର ପିଲାଙ୍କୁ ଦିଆଯିବ କୋଭିଡ଼ ଟିକା। ଆସନ୍ତା ମାର୍ଚ୍ଚ ୧୬ ତାରିଖରୁ ୧୨ରୁ ୧୪ ବର୍ଷର ପିଲାଙ୍କ ଟିକାକରଣ କରାଯିବ। ଏହା ସହ ୬୦ ବର୍ଷରୁ...

ଇତିହାସ ରଚିଲା ବିଜେଡି : ଦଖଲ କଲା ୩୦ ଜିଲ୍ଲା ପରିଷଦ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେଡି ଦଖଲରେ ଏବେ ରାଜ୍ୟର ୩୦ଟି ଯାକ ଜିଲ୍ଲା ପରିଷଦ। ୩୦ ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କରି ଇତିହାସ ରଚିଛି ବିଜେଡି। ଜିଲ୍ଲା ପରିଷଦ ସଭାପତି ନିର୍ବାଚନରେ ବିଜୁ ଜନତା...

ଆଜିଠୁ ଆରମ୍ଭ ହେଲା ପାର୍ଲାମେଣ୍ଟ ବଜେଟ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ

ଓଡ଼ିଶାଲାଇଭ୍ ବ୍ୟୁରୋ ସୋମବାରଠାରୁ ଆରମ୍ଭ ହୋଇଛି ପାର୍ଲାମେଣ୍ଟ ବଜେଟ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ। ଜମ୍ମୁକାଶ୍ମୀର ପାଇଁ ଆଜି ବଜେଟ ଉପସ୍ଥାପନ ହେବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିବେ। ସରକାରଙ୍କୁ ଘେରିବା...

ୟୁକ୍ରେନକୁ ଛାରଖାର କଲାଣି ରୁଷ: କ୍ଵିଭକୁ କବ୍‌ଜାକୁ ନେବାକୁ ପ୍ରୟାସ ଜାରି

ଓଡ଼ିଶାଲାଇଭ୍ ବ୍ୟୁରୋ ୟୁକ୍ରେନରେ ଧ୍ଵଂସ ଲୀଳା ଜାରି ରଖିଛି ରୁଷ। ରୁଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଯୋଗୁଁ ଛାରଖାର ହେଲାଣି ୟୁକ୍ରେନ। ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ସୋମବାର ୧୯...

ଏଥର ରାଜ୍ୟରେ ଅସହ୍ୟ ହେବ ତାତି: ୧୬ ଓ ୧୭ ତାରିଖ ପାଇଁ ୟେଲୋ ଓ୍ଵାର୍ଣ୍ଣିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଅସହ୍ୟ ତାତି ବଢ଼ିବ। ଏଥର ବି ଗରମରେ ଆଉଟୁପାଉଟୁ ହେବେ ରାଜ୍ୟବାସୀ। ଧୀରେ ଧୀରେ ତାପ ମାତ୍ରାରେ ବୃଦ୍ଧି ହେଉଥିବାରୁ ଦୁଇ ଦିନ ପରେ ଅର୍ଥାତ୍ ୧୬ ଏବଂ ୧୭...

କଟକରେ ଜମୁଛି ଲଢ଼େଇ – କିଏ ହେବେ ମହାନଗର ନିଗମର ମେୟର?  

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ପୁରାତନ ରାଜଧାନୀ ଏବଂ ଭାଇଚାରାର ସହର କଟକରେ ନିର୍ବାଚନ ପାଣିପାଗ ସରଗରମ ହୋଇଛି। ବିଶେଷ କରି ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ନିଜ ନିଜର ପ୍ରାର୍ଥୀ...

ହଟିଲା କଟଣା: ଏଥର ରବିବାର ବି କରିହେବ ଜଗା ଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ   ସାଧାରଣ ଭକ୍ତଙ୍କ ପାଇଁ ଖୁସି ଖବର। ଦୀର୍ଘ ଦିନର ଆଶା ଏବେ ପୂରଣ ହେବାକୁ ଯାଉଛି। ଏଥର ରବିବାର ମଧ୍ୟ ଭକ୍ତମାନେ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିପାରିବେ। ଆସନ୍ତା ମାର୍ଚ୍ଚ...

ବାଣପୁରରେ ବର୍ବର କାଣ୍ଡ : ଗାଡ଼ି ଚଢ଼ାଇଲେ, ଲୋକଙ୍କ ଆକ୍ରମଣରେ ଲହୁଲୁହାଣ ହେଲେ ଚିଲିକା ବିଧାୟକ

 ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ବିଭିନ୍ନ ବ୍ଲକରେ ଅଧ୍ୟକ୍ଷ ନିର୍ବାଚନ ଚାଲିଛି। ଇତି ମଧ୍ୟରେ ଏକ ଅଭାବନୀୟ ଘଟଣା ସମ୍ନାକୁ ଆସିଛି। ବାଣପୁର ବ୍ଲକରେ ଅଧ୍ୟକ୍ଷ ନିର୍ବାଚନ ଚାଲିଥିବାବେଳେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗାଡ଼ି...

ଆଇସିସି ମହିଳା ବିଶ୍ୱକପରେ ନୂଆ ଇତିହାସ ରଚିଲା ଟିମ୍ ଇଣ୍ଡିଆ: ସ୍ମୃତି ଓ ହରମନପ୍ରୀତଙ୍କ ବିସ୍ଫୋରକ ଶତକ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇସିସି ମହିଳା ବିଶ୍ୱକପ ୨୦୨୨ର ତୃତୀୟ ମ୍ୟାଚ୍‌ରେ ଭାରତୀୟ କ୍ରିକେଟର ସ୍ମୃତି ମାନ୍ଧନା ଓ ହରମନପ୍ରୀତ କୌରଙ୍କ ବିସ୍ଫୋରକ ବ୍ୟାଟିଂ ରେକର୍ଡ କରିଛି। ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ସ୍ମୃତି ମାନ୍ଧନା ଓ...