ରୁଷ-ୟୁକ୍ରେନ ଯୁଦ୍ଧ ଅପ୍ଡେଟସ୍ : ସନ୍ଧ୍ୟା ୫ଟା ସୁଦ୍ଧା ଟିକିନିଖି ଖବର
ଓଡ଼ିଶାଲାଇଭ୍ ବ୍ୟୁରୋ
ରୁଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ବିଶ୍ଵ ଉପରେ ପ୍ରଭାବ ପକାଇବାର ଆଶଙ୍କା ସୃଷ୍ଟି କରିଛି। ଏବେ ଅମାନିଆ ରୁଷକୁ ରୋକିବା ପାଇଁ ୟୁକ୍ରେନକୁ ସହଯୋଗର ହାତ ବଢ଼ାଇଛି...
ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେବ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ଵାଳଙ୍କ ଶେଷକୃତ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କର ଶୁକ୍ରବାର ସନ୍ଧ୍ୟାରେ ଦେହାନ୍ତ ହୋଇଛି। ଶନିବାର ତାଙ୍କ ମରଶରୀରକୁ କଂଗ୍ରେସ ଭବନ ଏବଂ ବିଧାନସଭା ପରିସରକୁ ଅଣାଯିବା ପରେ ବିଭିନ୍ନ ଦଳର ରାଜନେତା ତଥା...
କିଏ ମାରିବ ପଞ୍ଚାୟତ ବାଜି : ଖୋଲିଲା ବାଲାଟ ବକ୍ସ, ଚାଲିଛି ଗଣତି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇ ଶନିବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ଆଜି ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନ୍ର ଭୋଟ ଗଣତି ଚାଲିଛି।...
ରୁଷ-ୟୁକ୍ରେନ ଯୁଦ୍ଧ ଅପ୍ଡେଟସ୍ : ଦିନ ୧୧ଟା ସୁଦ୍ଧା ଟିକିନିଖି ଖବର
ଓଡ଼ିଶାଲାଇଭ୍ ବ୍ୟୁରୋ
ରୁଷ-ୟୁକ୍ରେନ ଯୁଦ୍ଧ ଉଗ୍ର ରୂପ ଧାରଣ କରିଛି। ରୁଷ ଆକ୍ରମଣର କଡ଼ା ଜବାବ ଦଉଛି ୟୁକ୍ରେନ। ରୁଷ ଆଲୋଚନା ପାଇଁ ପ୍ରସ୍ତାବ ଦେଉଥିବାବେଳେ ଅସ୍ତ୍ରତ୍ୟାଗ କରିବାକୁ ଅମଙ୍ଗ ହୋଇଛି ୟୁକ୍ରେନ।
ରୁଷ-ୟୁକ୍ରେନ...
ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ଵାଳଙ୍କ ଦେହାନ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ଵାଳଙ୍କର ଶୁକ୍ରବାର ସନ୍ଧ୍ୟାରେ ଦେହାନ୍ତ ହୋଇଛି। ୮୩ ବର୍ଷ ବୟସରେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ବିୟୋଗ ହୋଇଛି। ତାଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କ...
କେନ୍ଦ୍ରାପଡ଼ା କଲେଜ ଷ୍ଟ୍ରଙ୍ଗରୁମ ଆଗରେ ପଡ଼ିଛି ବାଲାଟ ପେପର
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟ ପରିସରରେ ଥିବା ଷ୍ଟ୍ରଙ୍ଗ ରୁମ ନିକଟରେ ଶୁକ୍ରବାର କିଛି ବାଲାଟ ପେପର ପଡ଼ିଥିବା ଦେଖିବାକୁ ମିଳିଥିଲା। ବାଲାଟ ପେପରଗୁଡ଼ିକରେ ପ୍ରାର୍ଥୀଙ୍କ ଦଳୀୟ ଚିହ୍ନରେ ମୋହର ଲାଗିଥିବା ଦେଖିବାକୁ...
ରୁଷ-ୟୁକ୍ରେନ ଯୁଦ୍ଧ ଅପ୍ଡେଟ : ସନ୍ଧ୍ୟା ୫ଟା ସୁଦ୍ଧା ଟିକିନିଖି ଖବର
ଓଡ଼ିଶାଲାଇଭ୍ ବ୍ୟୁରୋ
ୟୁକ୍ରେନକୁ ଚାରିପଟୁ ଘେରି ଆକ୍ରମଣ କରିବାରେ ଲାଗିଛି ରୁଷ। ଉଭୟ ରୁଷ ଏବଂ ୟୁକ୍ରେନ ସେନାଙ୍କ ମଧ୍ୟରେ ଚାଲିଥିବା ଲଢ଼େଇ ଏବେ ଭୟଙ୍କର ରୂପ ନେବାକୁ ବସିଛି। ଏହି ପରିସ୍ଥିତିରେ ୟୁକ୍ରେନ...
ୟୁକ୍ରେନରୁ ଓଡ଼ିଆଙ୍କୁ ନିଜ ଖର୍ଚ୍ଚରେ ଆଣିବେ ରାଜ୍ୟ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଯୁଦ୍ଧ ଘୋଷଣା କରି ୟୁକ୍ରେନ ଉପରେ ଆକ୍ରମଣ କରିଛି ରୁଷ। ରୁଷ ଆକ୍ରମଣରେ ୟୁକ୍ରେନ ଥରୁଥିବାବେଳେ ୟୁକ୍ରେନରେ ଫସି ରହିଛନ୍ତି ୨୦ ହଜାର ଭାରତୀୟ ନାଗରିକ। ଏମାନଙ୍କ ମଧ୍ୟରେ ଅନେକ ଓଡ଼ିଶାରୁ...
ବାଜିଲା ବିଗୁଲ : ମାର୍ଚ୍ଚ ୨୪ରେ ହେବ ପୌର ନିର୍ବାଚନ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟର ୧୦୬ ପୌରସଂସ୍ଥା ଓ ୩ଟି ମହାନଗର ନିଗମ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ପୌର ନିର୍ବାଚନ ହେବ ଏବଂ ମାର୍ଚ୍ଚ ୨୬ ତାରିଖରେ...
ଅସହାୟଙ୍କ ବନ୍ଧୁ ସାଜିଛି ‘ସ୍ପ୍ରେଡ଼ ହାପିନେସ ଫାଉଣ୍ଡେସନ’
ଓଡ଼ିଶାଲାଇଭ୍ ବ୍ୟୁରୋ
ବେଲଗୁଣ୍ଠାର ଯୁବକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ମହାରାଷ୍ଟ୍ରର ପୁଣେଠାରେ ପ୍ରବାସୀ ଓଡ଼ିଆମାନଙ୍କୁ ନେଇ ‘ସ୍ପ୍ରେଡ ହାପିନେସ ଫାଉଣ୍ଡେସନ’ ନାମରେ ଏକ ସ୍ଵେଚ୍ଛାସେବୀ ସଂଗଠନ ଗଠନ କରାଯାଇଛି। ‘ସ୍ପ୍ରେଡ଼ ହାପିନେସ ଫାଉଣ୍ଡେସନ’ ଶିଶୁ...



















