ଓଡ଼ିଶାଲାଇଭ୍ ବ୍ୟୁରୋ

ୟୁକ୍ରେନକୁ ଚାରିପଟୁ ଘେରି ଆକ୍ରମଣ କରିବାରେ ଲାଗିଛି ରୁଷ। ଉଭୟ ରୁଷ ଏବଂ ୟୁକ୍ରେନ ସେନାଙ୍କ ମଧ୍ୟରେ ଚାଲିଥିବା ଲଢ଼େଇ ଏବେ ଭୟଙ୍କର ରୂପ ନେବାକୁ ବସିଛି। ଏହି ପରିସ୍ଥିତିରେ ୟୁକ୍ରେନ ସହ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛି ରୁଷ।

  • ରୁଷ ସେନା ଆକ୍ରମଣରେ ପ୍ରାଣ ହରାଇଲେ ୧୩୭ ୟୁକ୍ରେନର ନାଗରିକ
  • ରୁଷ ସେନାଙ୍କ କବ୍ଜାକୁ ଯାଇଥିବା ‘ମେଲିଟୋପୋଲ’ ସହରକୁ ଛଡ଼ାଇ ଆଣିଲା ୟୁକ୍ରେନ
  • ୟୁକ୍ରେନକୁ ଆଲୋଚନା ପ୍ରସ୍ତାବ ଦେଲା ରୁଷ
  • ୟୁକ୍ରେନ ଆତ୍ମସମର୍ପଣ କଲେ ଆଲୋଚନା କରାଯିବ : ରୁଷ ବୈଦେଶିକ ମନ୍ତ୍ରୀ
  • ଆତ୍ମସମର୍ପଣ ପାଇଁ ରାଜି ନୁହେଁ ୟୁକ୍ରେନ
  • ରୁଷ ସେନାଙ୍କ ଆକ୍ରମଣରେ ପ୍ରାଣ ହରାଇଲେ ୧୩ ୟୁକ୍ରେନ ସୈନିକ
  • ରୁଷ ସେନାଙ୍କୁ ରୋକିବାକୁ ପୋଲ ଉଡ଼ାଇଲେ ୟୁକ୍ରେନ ସେନା
  • ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଲେ, “ୟୁକ୍ରେନକୁ ନିଜେ ନିଜ ପାଇଁ ଲଢ଼ିବାକୁ ପଡ଼ିବ”
  • ୟୁକ୍ରେନ ରାଜଧାନୀ କ୍ଵିଭ ଉପରେ ରୁଷ ସେନାଙ୍କ ଲଗାତର ମିଶାଇଲ ମାଡ଼
  • ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ସମସ୍ତ ଖର୍ଚ୍ଚ ବହନ କରିବେ ଭାରତ ସରକାର
  • ୟୁକ୍ରେନରୁ ଓଡ଼ିଆଙ୍କୁ ଆଣିବା ପାଇଁ ସମସ୍ତ ଖର୍ଚ୍ଚ ଦେବେ ଓଡ଼ିଶା ସରକାର
  • ଫେବ୍ରୁଆରି ୨୬ ତାରିଖରେ ରୋମାନିଆରୁ ସ୍ଵଦେଶ ଫେରିବେ ଭାରତୀୟ

Comment