ଓଡ଼ିଶାଲାଇଭ୍ ବ୍ୟୁରୋ

ରୁଷ-ୟୁକ୍ରେନ ଯୁଦ୍ଧ ଉଗ୍ର ରୂପ ଧାରଣ କରିଛି। ରୁଷ ଆକ୍ରମଣର କଡ଼ା ଜବାବ ଦଉଛି ୟୁକ୍ରେନ। ରୁଷ ଆଲୋଚନା ପାଇଁ ପ୍ରସ୍ତାବ ଦେଉଥିବାବେଳେ ଅସ୍ତ୍ରତ୍ୟାଗ କରିବାକୁ ଅମଙ୍ଗ ହୋଇଛି ୟୁକ୍ରେନ।

  • ରୁଷ-ୟୁକ୍ରେନ ଯୁଦ୍ଧରେ ପ୍ରାଣ ହରାଇଲେ ୧୦୦୦ରୁ ଅଧିକ ରୁଷ ସୈନିକ
  • ଅସ୍ତ୍ର ତ୍ୟାଗ କରିବା ମୁଡରେ ନାହିଁ ୟୁକ୍ରେନ
  • ୪ଟି ବିମାନରେ ଫେରିବେ ୟୁକ୍ରେନରେ ଫସି ରହିଥିବା ଭାରତୀୟ
  • ରୁଷର ଆକ୍ରମଣ ପରେ ସେନା ମୁତୟନ କରିବାକୁ ଘୋଷଣା କଲା ନାଟୋ
  • ରୁଷର ୮୦ଟି ଟ୍ୟାଙ୍କର ଏବଂ ୨୦ କ୍ରୁଜ ମିସାଇଲ ଧ୍ଵଂସ କଲା ୟୁକ୍ରେନ
  • ୟୁକ୍ରେନ ସହ ଆଲୋଚନା କରିବାକୁ ରୁଷ ପଠାଇବ ପ୍ରତିନିଧି ଦଳ
  • ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ରୁଷ ବିରୋଧୀ ପ୍ରସ୍ତାବ, ଭୋଟ ଦେଲାନି ଭାରତ
  • ୟୁକ୍ରେନ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ହେଲପ ଡେସ୍କ ଗଠନ କଲେ ହଙ୍ଗେରି ସରକାର
  • ୟୁକ୍ରେନ ବର୍ଡର ନିକଟରେ ୩ ଆମେରିକା ବିମାନ, ଗୁପ୍ତ ତଥ୍ୟ ସଂଗ୍ରହ କରୁଛି ଗୋଟିଏ ବିମାନ
  • ରୁଷ ପାଇଁ ଏୟାର ସ୍ପେସ ବନ୍ଦ କଲା ବୁଲଗେରିଆ

Comment