ଆଇପିଏଲ ନିଲାମରେ ସୁରେଶ ରାଇନାଙ୍କୁ ଝଟକା
ଓଡ଼ିଶାଲାଇଭ୍ ବ୍ୟୁରୋ
ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ) ୨୦୨୨ ମେଗା ଅକ୍ସନରେ ମିଷ୍ଟର ଆଇପିଏଲ ଭାବେ ପରିଚିତ ସୁରେଶ ରାଇନାଙ୍କୁ କିଣିବା ପାଇଁ କୌଣସି କ୍ରେତା ମିଳିଲେ ନାହିଁ। ଧୋନୀଙ୍କ ଟିମ ସିଏସକେ ମଧ୍ୟ ରାଇନାଙ୍କୁ...
୨୦୦ କୋଟି ଟଙ୍କାର ଗଞ୍ଜେଇରେ ନିଆଁ ଲଗାଇଲା ବିଶାଖାପାଟଣା ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ) : ଗଞ୍ଜେଇର ଗନ୍ତାଘର ପାଲଟିଥିବା ବିଶାଖାପାଟଣା ଜିଲ୍ଲାର ଭିନ୍ନ ଭିନ୍ନ ଅଞ୍ଚଳରୁ ଦେଢ଼ ବର୍ଷ ମଧ୍ୟରେ ଜବତ ହୋଇଥିବା ପ୍ରାୟ ୨୦୦ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇକୁ...
ଆଇପିଏଲ ନିଲାମ : ଶ୍ରେୟସ ଆୟରଙ୍କୁ ୧୨.୨୫ କୋଟିରେ ନେଲା କୋଲକତା ନାଇଟ ରାଇଡର୍ସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର ମେଗା ଅକ୍ସନ ଆରମ୍ଭ ହୋଇଛି। ୨୦୨୨ ମସିହାର ନୂଆ ସିଜିନ ପୂର୍ବରୁ ଏହା ସବୁଠାରୁ ବଡ଼ ନିଲାମ ହୋଇଥିବା କୁହାଯାଉଛି। ଏହି ନିଲାମରେ ମୋଟ ୬୦୦ ଜଣ...
ଛତିଶଗଡ଼ରେ ମାଓବାଦୀ-ସୁରକ୍ଷାକର୍ମୀ ଗୁଳି ବିନିମୟ : ସିଆରପିଏଫ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସହିଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ଛତିଶଗଡ଼ ରାଜ୍ୟରେ ପୁଣି ସକ୍ରିୟ ହୋଇ ଉଠିଛନ୍ତି ମାଓବାଦୀ। ନକ୍ସଲ ପ୍ରବଣ ଅଞ୍ଚଳ ବିଜାପୁର ଜିଲ୍ଲା ବାସାଗୁଡ଼ାରେ ଶନିବାର ସର୍ଚ୍ଚ ଅପରେସନ ବେଳେ ମୁହାଁମୁହିଁ ହୋଇଛନ୍ତି ମାଓବାଦୀ ଓ ସୁରକ୍ଷାକର୍ମୀ। ମାଓବାଦୀଙ୍କ...
ରାଜ୍ୟରେ ଦୈନିକ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଶହ ଉପରେ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧,୫୩୯ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୧୧ ତାରିଖ ରିପୋର୍ଟ ଅନୁଯାୟୀ ୧,୫୭୨ ଜଣ କୋଭିଡ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ନୂଆ...
ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଲା କେନ୍ଦ୍ରାପଡ଼ା ଜିଲ୍ଲା ଆର୍ଥିକ ସଂସ୍ଥାମାନଙ୍କ ଦ୍ଵାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ
ଓଡ଼ିଶାଲାଇଭ୍ ବ୍ୟୁରୋ
(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ) : ବିଭିନ୍ନ ଚିଟଫଣ୍ଡ ସଂସ୍ଥାରେ ଅର୍ଥ ଜମା କରି କ୍ଷତିଗ୍ରସ୍ଥ ହୋଇଥିବା କେନ୍ଦ୍ରାପଡ଼ା ଜିଲ୍ଲା ଆର୍ଥିକ ସଂସ୍ଥାମାନଙ୍କ ଦ୍ଵାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ ଶୁକ୍ରବାରଠାରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ...
ଶୁଣିଲାନି ପ୍ରଶାସନ : କାଶୀପୁର ବ୍ଲକର ଦୁଇ ମୁହାଁଣ ନଦୀ ଉପରେ ପୋଲ ନିର୍ମାଣ କଲେ ଗ୍ରାମବାସୀ
ଓଡ଼ିଶାଲାଇଭ୍ ବ୍ୟୁରୋ
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଗୋଡ଼ିବାଲି ପଞ୍ଚାୟତର ୭ଟି ଗାଁ ପଣସଗୁଡ଼ା, ପୁଷଘାଟି, କାନ୍ଦ୍ରମୁଇଁ, କେଶମୁଇଁ, କୁଟିଗାଁ, କୁଟିମୁଇଁ ଓ ପାଡ଼ାରିଗୁଡ଼ାର ଲୋକେ ଯାତାୟାତ ପାଇଁ...
ହିଜାବ ବିବାଦ : ରାୟ ନଆସିବା ଯାଏଁ ଶିକ୍ଷାନୁଷ୍ଠାନରେ ଧାର୍ମିକ ପୋଷାକ ମନା
ଓଡ଼ିଶାଲାଇଭ୍ ବ୍ୟୁରୋ
କର୍ଣ୍ଣାଟକରେ ହିଜାବକୁ ନେଇ ଚାଲିଥିବା ବିବାଦ ଉପରେ ଗୁରୁବାର ହାଇକୋର୍ଟଙ୍କ ତିନିଜଣିଆ ଖଣ୍ଡପୀଠ ଶୁଣାଣି କରିଛନ୍ତି। ମାମଲା ଅଦାଲତରେ ବିଚାରାଧୀନ ଥିବା ପର୍ଯ୍ୟନ୍ତ ଏବଂ ସମାଧାନ ନହେବା ପର୍ଯ୍ୟନ୍ତ କୌଣସି ଛାତ୍ରଛାତ୍ରୀ...
ରାଜ୍ୟରେ ଦିନକରେ କୋଭିଡ ମୃତ୍ୟୁ ସଂଖ୍ୟା ୮୮୩୮କୁ ବୃଦ୍ଧି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଆଉ ୨୦ ଜଣଙ୍କର କୋଭିଡରେ ମୃତ୍ୟୁ ହୋଇଛନ୍ତି। କୋଭିଡ ମୃତ୍ୟୁ ସଂଖ୍ୟା ୮,୮୩୮କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଯାଜପୁର ଜିଲ୍ଲାର ସର୍ବାଧିକ ୪ ଜଣ...
ବଦଳିଲା ସ୍କୁଲ ଖୋଲିବା ନିଷ୍ପତ୍ତି : ୧୪ ନୁହେଁ ୨୮ରୁ ସ୍କୁଲ ଆସିବେ ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍କୁଲ ଖୋଲିବା ନିଷ୍ପତ୍ତି ବଦଳିଛି। ଏବେ ଫେବ୍ରୁଆରି ୧୪ ନୁହେଁ ୨୮ ତାରିଖରୁ ସ୍କୁଲ ଯିବେ ପ୍ରଥମରୁ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀ। ୧୪ ତାରିଖରୁ ସ୍କୁଲ ଖୋଲାଯିବ, କିନ୍ତୁ ଫେବ୍ରୁଆରି ୨୮...





















