ରାଜ୍ୟରେ ୧୧ ହଜାର ଟପିଲା କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା : ୧୮ରୁ କମ୍ ବୟସର ୧ ହଜାର ଆକ୍ରାନ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୧ ହଜାର ୮୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୧ ହଜାର ୬୧ ଜଣ...
୧୭ ବର୍ଷ ପରେ ପୁଣି ଅଶାନ୍ତ ଜଗତସିଂହପୁରର ଢିଙ୍କିଆ – ସେବେ ପୋସ୍କୋ, ଏବେ ଜେଏସଡବ୍ଲ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୀର୍ଘ ୧୭ ବର୍ଷ ପରେ ପୁଣି ଢିଙ୍କିଆକୁ ଫେରିଛି ଅଶାନ୍ତି। ସେବେ ଦକ୍ଷିଣ କୋରିଆର ବୃହତ୍ ଷ୍ଟିଲ୍ କମ୍ପାନି ପୋସ୍କୋ ଇଣ୍ଡିଆର ଜମି ଅଧିଗ୍ରହଣ ନେଇ ବିବାଦ ଦେଖା ଦେଇଥିବା ବେଳେ...
ଫେବ୍ରୁଆରି ୨୦କୁ ଘୁଞ୍ଚିଲା ପଞ୍ଜାବ ବିଧାନସଭା ନିର୍ବାଚନ
ଓଡ଼ିଶାଲାଇଭ୍ ବ୍ୟୁରୋ
ପଞ୍ଜାବରେ ବିଧାନସଭା ନିର୍ବାଚନ ନିମନ୍ତେ ଘୋଷଣା କରାଯାଇଥିବା ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ମୋଟ ୧୧୭ଟି ବିଧାନସଭା ଆସନ ପାଇଁ ଆସନ୍ତା ଫେବ୍ରୁଆରି ୨୦ ତାରିଖ ନିର୍ବାଚନ କରାଯିବାକୁ ନୂଆ ତାରିଖ ଘୋଷଣା...
ପରଲୋକରେ କଥକ ସମ୍ରାଟ ପଦ୍ମ ବିଭୂଷଣ ପଣ୍ଡିତ ବିରଜୁ ମହାରାଜ
ଓଡ଼ିଶାଲାଇଭ୍ ବ୍ୟୁରୋ
କଥକ ସମ୍ରାଟ ପଦ୍ମ ବିଭୂଷଣ ପଣ୍ଡିତ ବିରଜୁ ମହାରାଜଙ୍କର ସୋମବାର ହୃଦଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁ କେବଳ କଥକ ନୃତ୍ୟ...
ବାହାରିନ ଓଡ଼ିଆ ସମାଜ ପକ୍ଷରୁ ଜାତୀୟ ଯୁବ ଦିବସ ପାଳିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ଦୂତାବାସ ବାହାରିନର ପୃଷ୍ଠପୋଷକତାରେ ବାହାରିନ-ଭାରତ କଳା ସଂସ୍କୃତି କେନ୍ଦ୍ର 'ବିକାଶ' ଆନୁକୂଲ୍ୟରେ ବାହାରିନ ଓଡ଼ିଆ ସମାଜ ସହଯୋଗରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସନ୍ଧ୍ୟାରେ ଏକ...
ପଞ୍ଚାୟତ ନିର୍ବାଚନ ପାଇଁ ନୂଆ ଗାଇଡଲାଇନ : କୋଭିଡ ପଜିଟିଭ ପ୍ରାର୍ଥୀ ସୋସିଆଲ ମିଡିଆରେ ହିଁ କରିପାରିବେ ପ୍ରଚାର
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଲି ଓ ରୋଡ ସୋ’ ପ୍ରଚାର ଉପରେ କଟକଣା
କୋଭିଡ ପଜିଟିଭ ପ୍ରାର୍ଥୀ କରିପାରିବେନି ପ୍ରତ୍ୟକ୍ଷ ପ୍ରଚାର
ସର୍ବାଧିକ ୫ ଜଣଙ୍କ ସହ ପ୍ରଚାର କରିପାରିବେ ପ୍ରାର୍ଥୀ
ରାଜ୍ୟରେ ଆଗାମୀ ତ୍ରିସ୍ତରୀୟ...
ବଢ଼ୁଛି କୋଭିଡ ସଂକ୍ରମଣ : ରାଜ୍ୟ ପାଇଁ ଆଗାମୀ ଦୁଇମାସ ବହୁତ ଗୁରୁତ୍ଵପୂର୍ଣ୍ଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଗକୁ ସଂକ୍ରମଣ ହାର ଆହୁରି ବଢ଼ିବ। ଅନ୍ୟ ଦେଶଗୁଡ଼ିରେ ଯେଉଁଭଳି ଭାବେ ସ୍ଥିତି ରହିଛି ସେହି ଅନୁପାତରେ ଓଡ଼ିଶାରେ ସଂକ୍ରମଣ...
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ୧୫ରେ ସମସ୍ତ ଜିଲ୍ଲାପାଳ ଏବଂ ଏସପିଙ୍କ ସହ ଆଲୋଚନା କରିବେ ରାଜ୍ୟ ନିର୍ବାଚନ...
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକିୟା ଆଉ ପାଦେ ଆଗକୁ ବଢ଼ିଛି। ଆସନ୍ତା ୧୫ ତାରିଖ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ପଞ୍ଚାୟତ ନିର୍ବାଚନ ପାଇଁ ସମୀକ୍ଷା...
ଇଣ୍ଡିଆ ସ୍କିଲସ୍ ୨୦୨୧ରେ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ଜେ. ଲାବଣ୍ୟା ଓ ସତ୍ୟରଞ୍ଜନଙ୍କୁ ସ୍ଵର୍ଣ୍ଣ, ହ୍ରିତିକଙ୍କୁ ବ୍ରୋଞ୍ଜ ପଦକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାତୀୟ ଦକ୍ଷତା ବିକାଶ ନିଗମ ଦ୍ୱାରା ଆୟୋଜିତ ଇଣ୍ଡିଆ ସ୍କିଲସ୍ ୨୦୨୧ରେ ଓଡ଼ିଶା ୫୧ଟି ପଦକ ହାସଲ କରି ଶୀର୍ଷରେ ରହିଛି। ଏଥିରେ ୧୦ଟି ସ୍ୱର୍ଣ୍ଣ, ୧୮ଟି ରୌପ୍ୟ, ୯ଟି ବ୍ରୋଞ୍ଜ...
ଅଦିନିଆ ବର୍ଷା : ୧୧ ରାଜ୍ୟକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି
ଓଡ଼ିଶାଲାଇଭ୍ ବ୍ୟୁରୋ
କିଛି ଅଞ୍ଚଳରେ ପ୍ରବଳ ବର୍ଷା ସହ କୁଆପଥର ମାଡ଼
୧୧ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ
ଘଡ଼ଘଡ଼ି ସହ ପ୍ରବଳ ବର୍ଷିବ
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ନିମ୍ନ ଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ...




















