ସୋମବାର ଖୋଲିବ ଶ୍ରୀମନ୍ଦିର ଜଗମୋହନ: ଭିତରକାଠ ନିକଟରୁ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଭକ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୁଇ ବର୍ଷର ପ୍ରତୀକ୍ଷା ପରେ ସୋମବାର ଖୋଲିବ ଶ୍ରୀମନ୍ଦିରର ଜଗମୋହନ। ଏଣିକି ଭକ୍ତ ଭିତରକାଠ ନିକଟରୁ ଶ୍ରୀଜିଉଙ୍କୁ କରିବେ ଦର୍ଶନ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଛି ବ୍ୟାପକ ବ୍ୟବସ୍ଥା।
ସୋମବାର ଖୋଲିବ ଶ୍ରୀମନ୍ଦିରର ଜଗମୋହନ।...
ଲେଖକ ମନୋଜ ଦାସଙ୍କ ଜୀବନର ତିନୋଟି ରୋଚକ କଥା
ଓଡ଼ିଶାଲାଇଭ୍ ବ୍ୟୁରୋ
ଲେଖକ ମନୋଜ ଦାସଙ୍କ ଜୀବନରେ ଏମିତି କିଛି ଘଟଣା ଘଟିଛି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।
ଘଟଣା-୧
ପଦ୍ମଶ୍ରୀ ମନୋଜ ଦାସ ସେତେବେଳେ ଦଶମ ଶ୍ରେଣୀର ଛାତ୍ର। ବାଲେଶ୍ୱର ମହାବିଦ୍ୟାଳୟର କେତେକ ଛାତ୍ର...
ଇବ୍ ନଦୀରେ ସେତୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିନିକିଆ ସମ୍ବଲପୁର ଗସ୍ତରେ ମୁଖ୍ୟମନ୍ତ୍ରୀ
ଇବ୍ ସେତୁ ଲୋକାର୍ପଣ କଲେ
ଆଇଆଇଏମ୍ ସମାବର୍ତ୍ତନ ଉତ୍ସବରେ ଯୋଗଦେଲେ
ରେଙ୍ଗାଳି-ସପ୍ନେ ବାଇପାସ୍ ରାସ୍ତାର ଶିଳାନ୍ୟାସ
ଦିନିକିଆ ସମ୍ବଲପୁର ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।...
ଯୌତୁକ ନେଲା ଜୀବନ: ବୋହୂକୁ ମାରିଦେଲେ ଶାଶୂଘର ଲୋକେ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଙ୍କୀ ବ୍ଲକର ବୈଦ୍ୟେଶ୍ୱର ଅଞ୍ଚଳରେ ଅଘଟଣ
୫ ଲକ୍ଷ ଟଙ୍କା ପାଇଁ ବୋହୂକୁ ମାରିଦେଲେ
ଗର୍ଭରେ ଥିବା ୫ ମାସର ଶିଶୁ ବି ଆଖିବୁଜିଲା
ଶାଶୂ ଅଟକ: ସ୍ୱାମୀ-ଶ୍ୱଶୁର-ନଣନ୍ଦ ଫେରାର
ଯୌତୁକ...
ଫିଲ୍ମର ନା ‘ହାଲୋ ଆର୍ସି’, ଜାଣନ୍ତୁ ନାଁ ପଛର କାହାଣୀ?
ଓଡ଼ିଶାଲାଇଭ୍ ବ୍ୟୁରୋ
ହାଲୋ ଆର୍ସି। ଏହା ହେଉଛି ଏକ ଓଡ଼ିଆ ଫିଲ୍ମର ଟାଇଟଲ୍। ଏହି ଫିଲ୍ମଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବା ପାଇଁ ମନୋନିତ ହୋଇଛି। ତେବେ ଓଡ଼ିଆ ଫିଲ୍ମର ନାଁ କାହିଁକି ଏପରି ରଖାଗଲା...
କଠୁଆ ଗଣଦୁଷ୍କର୍ମ: ମୁହଁ ବନ୍ଦ ପାଇଁ ପୀଡ଼ିତାଙ୍କୁ ଦିଆଯାଇଥିଲା ନିଶା ବଟିକା
ଓଡ଼ିଶାଲାଇଭ୍ ବ୍ୟୁରୋ
କାଶ୍ମୀରର କଠୁଆ ଗଣଦୁଷ୍କର୍ମ ମାମଲାର ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ପୀଡ଼ିତାଙ୍କୁ ଅଭିଯୁକ୍ତମାନେ ନିଶା ବଟିକା ଦେଇ ଦୁଷ୍କର୍ମ କରିଥିବା ପୋଲିସ କହିଛି। ମୁହଁ ବନ୍ଦ ରଖିବା ପାଇଁ ଦିନକୁ...
ଚନ୍ଦନେଶ୍ୱରଙ୍କ ଚଡ଼କ ମେଳା: ଶିବ-କାମିନୀ ବିବାହର ଅନନ୍ୟ ପରମ୍ପରା
ଓଡ଼ିଶାଲାଇଭ୍ ବ୍ୟୁରୋ
ବସନ୍ତର ଶେଷ ସମୟରେ ଚୈତ୍ର ଆକାଶ ଥାଏ ଉତ୍ତପ୍ତ। କାଠଚମ୍ପା ଏବଂ ମଧୁମାଳତୀର ମହକ ଲୋକଙ୍କୁ କରୁଥାଏ ଆନମନା। ଏହି ମହକମୟ ପରିବେଶ ଭିତରେ ବାଲେଶ୍ୱର ଜିଲ୍ଲା ଚନ୍ଦନେଶ୍ୱରର ଦେବ ଦେବ...
ଗୁଣପୁର ଟ୍ରିପଲ ମର୍ଡର: ୯ ଜଣଙ୍କୁ ଫାଶି ଦଣ୍ଡାଦେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୬ର ଟ୍ରିପଲ ମର୍ଡର
ଗୁଣି ଗାରେଡ଼ି ସନ୍ଦେହରେ ପରିବାରର ୩ ଜଣଙ୍କୁ କରାଯାଇଥିଲା ହତ୍ୟା
ବାପା-ମା'-ଝିଅକୁ ମାରିଦେଇଥିଲେ ଗ୍ରାମବାସୀ
ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ ଜଙ୍ଗଲରେ ଜାଳି ଦିଆଯାଇଥିଲା
ରାୟଗଡ଼ା ଜିଲ୍ଲା...
ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି: ଏପ୍ରିଲ ୧୬ ସୁଦ୍ଧା ଖୋଲିବ ଜଗମୋହନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏପ୍ରିଲ ୧୬ ସୁଦ୍ଧା ଖୋଲିବ ଶ୍ରୀମନ୍ଦିରର ଜଗମୋହନ। ଏନେଇ ଛତିଶା ନିଯୋଗ ବୈଠକରେ ଗୁରୁବାର ହୋଇଛି ନିଷ୍ପତ୍ତି।
ଜଗମୋହନ ଖୋଲିବାକୁ ନେଇ ଆଜି ବସିଥିଲା ଛତିଶା ନିଯୋଗ ବୈଠକ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ...
ପାର୍ସଲ ବୋମା ବିସ୍ଫୋରଣ: ଏସ୍ସିବିରୁ ଡିସ୍ଚାର୍ଜ ହେଲେ ରିମାରାଣୀ
ଓଡ଼ିଶାଲାଇଭ୍ ବ୍ୟୁରୋ
୪୫ ଦିନ ପରେ କଟକ ଏସ୍ସିବି ମେଡିକାଲରୁ ଡିସ୍ଚାର୍ଜ ହୋଇଛନ୍ତି ବଲାଙ୍ଗିର ପାର୍ସଲ ବୋମା ବିସ୍ଫୋରଣରେ ଗୁରୁତର ନବବଧୂ ରିମରାଣୀ ସାହୁ।
କଟକ ଏସ୍ସିବି ମେଡିକାଲରୁ ଗୁରୁବାର ଡିସ୍ଚାର୍ଜ ହୋଇଛନ୍ତି ରିମାରାଣୀ ସାହୁ।...





















