ପ୍ରଭାତଙ୍କୁ ମହଙ୍ଗା ପଡିଲା ‘ସିସୋର’ ସହ ଜମି କାରବାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହଙ୍ଗା ପଡ଼ିଲା ଚିଟଫଣ୍ଡ ସଂସ୍ଥା ସିସୋର ସହ ଜମି କାରବାର। ଗିରଫ ହେଲେ ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ। ୩ ବର୍ଷ ବ୍ୟବଧାନ ପରେ ସିବିଆଇ ପୁଣିଥରେ ଚିଟଫଣ୍ଡ ତଦନ୍ତକୁ...

ବିଧାୟକ ପ୍ରଭାତ ବିଶ୍ୱାଳ ଗିରଫ: ୫ ଦିନିଆ ରିମାଣ୍ଡରେ ନେଲା ସିବିଆଇ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=qrUo1wqrpik] ବିଜୁ ଜନତା ଦଳ ବିଧାୟକ ପ୍ରଭାତ ବିଶ୍ୱାଳ ଗିରଫ ହୋଇଛନ୍ତି। ସୋମବାର ରାତିରେ ସିବିଆଇ ପକ୍ଷରୁ ଗିରଫ କରାଯାଇଛି। ସିସୋର ଗ୍ରୁପର ଏକ ଜମି କାରବାରରେ ତାଙ୍କୁ ଗିରଫ କରାଯାଇଥିବା...

ବିଜେଡି ‘ହର୍‌ତାଲ୍‌’କୁ ବୈଜୟନ୍ତଙ୍କ ବିରୋଧ: କହିଲେ ”୨୦୧୦ର ରିୟଲ ବିଜେଡି ୨୦୧୭ରେ ନାହିଁ”

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦ ବର୍ଷ ତଳେ ଯେଉଁ ଦଳ ପ୍ରତିଷ୍ଠା ପାଇଁ 'ଏନ୍‌ପି'ଙ୍କୁ ସହାୟତା କରିଥିଲି ତାହା ଏବେ ଆଉ ନାହିଁ। ବିଜୁବାବୁ ଥିଲେ ଏହାକୁ ସେ ଆଦୌ ଗ୍ରହଣ କରି ନଥା'ନ୍ତେ। ବିଜେଡିର...

ରେଲୱେର ନୂଆ ନିୟମ: ରାତି ୧୦ ପୂର୍ବରୁ ଟ୍ରେନ୍‌ରେ ଶୋଇପାରିବେନି ଯାତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରେଲୱେ କର୍ତ୍ତୃପକ୍ଷ ନୂଆ ନିୟମ ଜାରି କରିଛନ୍ତି। ଏଣିକି ଟ୍ରେନ୍‌ରେ ରାତି ୧୦ଟା ପୂର୍ବରୁ ଯାତ୍ରୀ ଶୋଇପାରିବେ ନାହିଁ ବୋଲି କର୍ତ୍ତୃପକ୍ଷ ଗାଇଡ୍‌ଲାଇନ୍ ଜାରି କରିଛନ୍ତି। ପୂର୍ବରୁ ଶୋଇବା ସମୟ ରାତି...

ଯୁବପିଢ଼ିଙ୍କ କାହାଣୀ କହେ ‘ଆଶାର ଆକାଶ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଆ ଗୀତରେ ନୂତନତା ଆଣି ପୁଣିଥରେ ସଙ୍ଗୀତ ପ୍ରେମୀଙ୍କୁ ଆଞ୍ଚଳିକ ଗୀତ ପ୍ରତି ଟାଣି ଆଣିବାର ଉଦ୍ଦେଶ୍ୟ ନେଇ ଯୁବ ଗାୟକ ବିରାଜ ରଥ ଗୋଟିଏ ପରେ ଗୋଟିଏ ମ୍ୟୁଜିକ୍ ଆଲବମ୍...

ବିଜେପିକୁ ଟାର୍ଗେଟ୍‌ କଲା ବିଜେଡି: କହିଲା ”ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ପାଖରେ ସମୟ ନାହିଁ”

ଓଡ଼ିଶାଲାଇଭ୍ ବ୍ୟୁରୋ ୫ ଘଣ୍ଟିଆ ହରତାଲ ପରେ ବିଜେଡି ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ଟାର୍ଗେଟ୍‌ କରିଛି। ପେଟ୍ରୋଲ, ଡିଜେଲ ମୂଲ୍ୟ ବୃଦ୍ଧି ଯୋଗୁଁ ସାଧାରଣ ଲୋକ ପ୍ରଭାବିତ ହେଉଛନ୍ତି ବୋଲି ବିଜେଡି ବିଧାୟକ...

ବାଣୀବିହାରରୁ ବିକ୍ରମଦେବ: ବୋମାମାଡ଼ରେ ଥରୁଛି କ୍ୟାମ୍ପସ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ୍‌ରେ ପ୍ରଚାର ଜମି ଆସିଥିଲା। ପ୍ରାର୍ଥୀ ଘରଘର ବୁଲି ଜୋରଦାର କ୍ୟାମ୍ପେନ୍ ଆରମ୍ଭ କରିଦେଇଥିଲେ। ଆଉ ୪ ଦିନ ପରେ ହୋଇଥା’ନ୍ତା ଭାଗ୍ୟ ପରୀକ୍ଷା। ହେଲେ...

ବିଜେଡି ‘ହରତାଲ’ରେ କର୍ମୀଙ୍କ ଉତ୍ପାତ: ଅଟକାଇଲେ ଆମ୍ବୁଲାନ୍ସ, ଭାଙ୍ଗିଲେ ଗାଡ଼ି

ଓଡ଼ିଶାଲାଇଭ୍ ବ୍ୟୁରୋ ପେଟ୍ରୋଲ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ସୋମବାର ବିଜେଡି ରାଜରାସ୍ତାକୁ ଓହ୍ଲାଇଛି। ରାଜଧାନୀ ଭୁବନେଶ୍ୱର ସମେତ ଜିଲ୍ଲା ହେଡ୍‌କ୍ୱାର୍ଟରରେ ବିଜେଡି କର୍ମୀ 'ହରତାଲ୍‌' କରିଛନ୍ତି। ଏହି 'ହର୍‌ତାଲ୍‌' ଶାନ୍ତିପୂର୍ଣ୍ଣ ରହିବ ବୋଲି ବିଜେଡି...

କୋଟିପତି ବାପା-ମାଆ ବନିଲେ ସନ୍ନ୍ୟାସୀ; ଏକା ରହିଗଲା ତିନି ବର୍ଷର ଝିଅ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୧୦୦ କୋଟିର ସମ୍ପତ୍ତିକୁ ଛାଡ଼ିଲେ, ମାତ୍ର ୩ ବର୍ଷର ଝିଅକୁ ଛାଡ଼ି ବାପା-ମା’ ସନ୍ନ୍ୟାସୀ ହେବାକୁ ନିଷ୍ପତ୍ତି ନେଇଛନ୍ତି। ମଧ୍ୟପ୍ରଦେଶ ନୀମଚ ସହରର ଏହି ଘଟଣା ସାରା ଦେଶରେ ଚର୍ଚ୍ଚା ସୃଷ୍ଟି...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମାର୍ଶଲ ଅର୍ଜନ୍‍ ସିଂଙ୍କ ଶେଷକୃତ୍ୟ ସମ୍ପନ୍ନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୧୯୬୫ ଭାରତ-ପାକ୍‍ ଯୁଦ୍ଧର ମହାନାୟକ ମାର୍ଶଲ ଅର୍ଜନ ସିଂଙ୍କ ସୋମବାର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ନୂଆଦିଲ୍ଲୀସ୍ଥିତ ବାସଭବନରୁ ଅର୍ଜନ ସିଂଙ୍କ ପାର୍ଥିବ ଶରୀରକୁ ଶୋଭାଯାତ୍ରାରେ ନିଆଯାଇ ବରାର ସ୍କୋୟାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା...