ଅଶାନ୍ତ ବାଣୀବିହାର: ବୋମାମାଡ଼ ପରେ ନିର୍ବାଚନ ବାତିଲ

ଓଡ଼ିଶାଲାଇଭ୍‌‍ ବ୍ୟୁରୋ ବୋମାମାଡ଼କୁ ନେଇ ବାଣୀବିହାର କ୍ୟାମ୍ପସ୍‍ ଅଶାନ୍ତ ହୋଇଯାଇଛି। ଫଳରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରିଛନ୍ତି। ଏହାସହ ବିଶ୍ୱବିଦ୍ୟାଳୟକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସାଇନ୍‍-ଏ-ଡାଏ ଘୋଷଣା କରିଛନ୍ତି। ସୋମବାର ସନ୍ଧ୍ୟା...

ତୈଳ ଦର ବୃଦ୍ଧି ପ୍ରତିବାଦରେ ସାରା ରାଜ୍ୟରେ ବିଜେଡିର ପାଞ୍ଚଘଣ୍ଟିଆ ହରତାଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାରା ରାଜ୍ୟରେ ଆଜି ପ୍ରତି ବ୍ଲକ ଓ ଜିଲ୍ଲା ସଦର ମହକୁମାରେ ତୈଳ ଦର ବୃଦ୍ଧି ପ୍ରତିବାରେ ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପାଞ୍ଚଘଣ୍ଟା ଧରି ବିଜେଡି ପକ୍ଷରୁ ହରତାଳ...

ମାର୍ଶଲ ଅର୍ଜନ ସିଂଙ୍କୁ ଝୁରୁଛି ଦେଶ: ରାଷ୍ଟ୍ରପତିଙ୍କ ସମେତ ୩ ସେନା ମୁଖ୍ୟ ଜଣାଇଲେ ଶ୍ରଦ୍ଧାଞ୍ଜଳି

ଓଡ଼ିଶାଲାଇଭ୍‌ ବ୍ୟୁରୋ ୧୯୬୫ ଭାରତ-ପାକିସ୍ତାନ ଯୁଦ୍ଧର ମହାନାୟକ ଅର୍ଜନ ସିଂଙ୍କୁ ଝୁରୁଛି ସାରା ଦେଶ। ତାଙ୍କ ବୀରତ୍ୱର ଗାଥାକୁ ମନେ ପକାଉଛନ୍ତି ଦେଶବାସୀ। ଭାରତ-ପାକ୍ ଯୁଦ୍ଧରେ ସେ ଦେଖାଇଥିବା ବୀରତ୍ୱକୁ ଆଜି ସାରା ଦେଶ...

ବୋମାମାଡ଼କୁ ନେଇ କ୍ୟାମ୍ପସ୍ ଗରମ୍: ବିଜେବି ପରେ ଏବେ ବାଣୀବିହାର ଛାତ୍ରୀନିବାସକୁ ଟାର୍ଗେଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେବି କଲେଜ ଛାତ୍ରୀନିବାସକୁ ବୋମାମାଡ଼ ହେବା ପରେ ଶନିବାର ବାଣୀବିହାର ଲେଡିଜ୍ ହଷ୍ଟେଲ ଟାର୍ଗେଟ ହୋଇଛି। ଶନିବାର ଅପରାହ୍ନରେ ଲେଡିଜ୍ ହଷ୍ଟେଲକୁ ବୋମାମାଡ଼ ହୋଇଥିବାରୁ କ୍ୟାମ୍ପସରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଖବର...

ପେପ୍ସିକୁ ନା’ କଲେ କୋହଲି

ଓଡ଼ିଶାଲାଇଭ୍‍ ବ୍ୟୁରୋ “ମୁଁ ପେପ୍ସି କିମ୍ବା କୌଣସି ମୃଦୁ ପାନୀୟ ପିଏନାହିଁ, ତେଣୁ ସେହିସବୁ ପ୍ରଡକ୍ଟ ପାଇଁ ଆଉ ପ୍ରଚାର କରିବିନାହିଁ,” ଏପରି ଇଚ୍ଛା ପ୍ରକାଶ କରିଛନ୍ତି ଭାରତୀୟ କ୍ରିକେଟ ଟିମ୍ ଅଧିନାୟକ ବିରାଟ...

ଗୁମର ଖୋଲିଲେ ସିଏଜି: ମାଓ ପ୍ରଭାବିତ ଜିଲ୍ଲାରେ ହେଉନି ବିକାଶମୂଳକ କାର୍ଯ୍ୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟର ମାଓ ପ୍ରଭାବିତ ଜିଲ୍ଲାରେ ଠିକ୍ ଭାବେ ହେଉନି ବିକାଶମୂଳକ କାର୍ଯ୍ୟ। ମାଓବାଦୀଙ୍କ ପ୍ରଭାବକୁ ରୋକିବା ସହ ସେଠାକାର ଲୋକଙ୍କ ବିକାଶ ଲାଗି ଏହି ଜିଲ୍ଲାଗୁଡିକରେ ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରୀ କରାଯାଉଥିଲା।...

ମରୁଡି ସ୍ଥିତିକୁ ନେଇ ଉଦ୍‌ବେଗ: ୭ ଦିନରେ ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ କହିଲେ ମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ମରୁଡି ସ୍ଥିତିକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ୧୪ଟି ଜିଲ୍ଲାର ୩୦ ବ୍ଲକରେ ସ୍ବଳ୍ପ ବୃଷ୍ଟିପାତ ହୋଇଥିବାରୁ ପରିସ୍ଥିତି ଜଟିଳ ହୋଇଛି। ଏଣୁ ସରକାରଙ୍କ ସମ୍ଭାବ୍ୟ ମରୁଡି ମୁକାବିଲାକୁ ନେଇ...

ବିଧାନସଭାରେ ଉଠିଲା ବମିଖାଲ ଓଭରବ୍ରିଜ୍ ପ୍ରସଙ୍ଗ: ନରସିଂହ କହିଲେ “ମୃତକଙ୍କ ପରିବାରକୁ ୧ କୋଟି ଦିଆଯାଉ”

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଧାନସଭାରେ ତେଲ ତାତି କମିବା ପରେ ଅପରାହ୍ନରେ ବମିଖାଲ ଓଭରବ୍ରିଜ୍ ଭୁଶୁଡିବା ପ୍ରସଙ୍ଗ ଉଠିଛି। ଏହି ଆଲୋଚନାରେ ଭାଗନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର ବିବୃତି ରଖିଛନ୍ତି। ଏହି ଘଟଣାକୁ...

ବିଧାନସଭାରେ ପେଟ୍ରୋଲ ତାତି: କଂଗ୍ରେସ ସହ ସ୍ୱର ମିଳାଇଲା ବିଜେଡି, ବିଜେପି କହିଲା “ଏହା ଫିକ୍ସିଂ”

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶନିବାର ଶେଷ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ। ଗତ ୭ ଦିନ ଭଳି ଶେଷ ଦିନରେ ବି ଅଚଳାବସ୍ଥା ଜାରି ରହିଛି। ଶେଷ ଦିନରେ ପେଟ୍ରୋଲ, ଡିଜେଲ୍ ମୂଲ୍ୟ ବୃଦ୍ଧିକୁ ବିରୋଧୀ...

କ୍ରିଷ୍ଣା ବେଉରାଙ୍କ ମ୍ୟୁଜିକ ଭିଡିଓ ‘ଜିନା ହୈ ତେରେ ବିନ୍’

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁଫିଆନା ଗାୟକି ପାଇଁ ବଲିଉଡରେ ନିଜର ପରିଚିତି ସ୍ଥାପନ କରିପାରିଥିବା ଓଡ଼ିଆ ଗାୟକ କ୍ରିଷ୍ଣା ବେଉରାଙ୍କର ନୂଆ ହିନ୍ଦୀ ମ୍ୟୁଜିକ୍ ଭିଡିଓ ‘ଜିନା ହୈ ତେରେ ବିନ୍’ ଜିଡିଟାଲ୍ ପ୍ଲାଟଫର୍ମରେ ରିଲିଜ୍...