ବଦଳିବ ବରମୁଣ୍ଡା ବସ୍ଷ୍ଟାଣ୍ଡର ରୂପରେଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ମାର୍ଟ ସିଟିର ବହୁ ପୁରୁଣା ବସ୍ଷ୍ଟାଣ୍ଡର ରୂପରେଖ ବଦଳିବ। ଏହି ବସ୍ଷ୍ଟାଣ୍ଡକୁ ରାଜ୍ୟର ସବୁଠୁ ସୁନ୍ଦର ଓ ସ୍ମାର୍ଟ ବସ୍ଷ୍ଟାଣ୍ଡରେ ପରିଣତ କରିବାକୁ ଭୁବନେଶ୍ୱର ଡେଭଲପମେଣ୍ଟ ଅଥରିଟି (ବିଡିଏ) ଅଣ୍ଟା ଭିଡ଼ିଛି।
ବରମୁଣ୍ଡା...
ଟେଲିକମ୍ ବିଜନେସରୁ ଓହରିବ ‘ଟାଟା’ ଗ୍ରୁପ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଟାଟା କମ୍ପାନୀ ଟେଲିକମ୍ ବ୍ୟବସାୟରୁ ଓହରିବ। ଖୁବ୍ ଶୀଘ୍ର ଏ ନେଇ ଘୋଷଣା କରାଯିବ। ଗ୍ରୁପ୍ର ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ ଟାଟା ଟେଲିସର୍ଭିସକୁ ପୂରାପୂରି ବନ୍ଦ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି।...
ବକୁଳ ଫାଉଣ୍ଡେସନ: ପିଲାଙ୍କ ପାଇଁ ସମର୍ପିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ପିଲାଙ୍କ ପାଇଁ ପଠନ ଯୋଗ୍ୟ ହେବା ଭଳି ଏବଂ ସେମାନଙ୍କ ଠାରେ ପଠନ ଅଭ୍ୟାସକୁ ବଢାଇବା ପାଇଁ ବିଗତ କିଛି ବର୍ଷ ଧରି ଭୁବନେଶ୍ୱରର ବକୁଳ ଫାଉଣ୍ଡେସନ ବେଶ୍ କାମ କରି...
ଅହମ୍ମଦବାଦରେ ଜାପାନ ପ୍ରଧାନମନ୍ତ୍ରୀ: ୩୦ ପ୍ରକାର ସୁସ୍ୱାଦୁ ଖାଦ୍ୟରେ ଆପ୍ୟାୟିତ ହେଲେ ସିଞ୍ଜୋ ଆବେ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାପାନ୍ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ତାଙ୍କ ସହ ପତ୍ନୀ ଆକି ଆବେ ମଧ୍ୟ ଆସିଛନ୍ତି। ଅହମ୍ମଦାବାଦରୁ-ମୁମ୍ବାଇ ପର୍ଯ୍ୟନ୍ତ ଚାଲିବାକୁ ଥିବା ବୁଲେଟ୍ ଟ୍ରେନର ଶିଳାନ୍ୟାସ...
ସଚିବାଳୟରେ ସିଙ୍ଗିଲ ୱିଣ୍ଡୋ ବୈଠକ ଶେଷ: ୩ ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ, ନିବେଶ ହେବ ୮୬୪ କୋଟି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ସଚିବାଳୟରେ ବସିଥିବା ସିଙ୍ଗିଲ ୱିଣ୍ଡୋ ବୈଠକରେ ୩ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏଥିରେ ମୋଟ ୮୬୪ କୋଟି ଟଙ୍କା ନିବେଶ ହେବ। ପ୍ରତ୍ୟକ୍ଷ ଓ ପରୋକ୍ଷରେ ମୋଟ ୨୧୩୫ ଜଣ...
ଗଣଶିକ୍ଷା ବିଭାଗର ନୂଆ ଗାଇଡ୍ ଲାଇନ୍: ୱାସ୍ ରୁମକୁ ଏକୁଟିଆ ଯାଇପାରିବେନି ଛୋଟ ପିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁର୍ଗାଓଁର ଏକ ଇଣ୍ଟରନ୍ୟାସନାଲ ସ୍କୁଲରେ ୭ ବର୍ଷ ବୟସର ଛାତ୍ରଙ୍କ ମୃତ୍ୟୁ ହେବା ପରେ ଓଡିଶା ସରକାର ତତ୍ପର ହୋଇଉଠିଛନ୍ତି। ସ୍କୁଲରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ବତନ୍ତ୍ର...
ପ୍ରତୀକ୍ଷାର ଅନ୍ତ ଘଟିଲା: ବିଧାନସଭାରେ ଆଗତ ହେଲା ଓଡ଼ିଆ ଭାଷା ଓ ସାହିତ୍ୟ ବିଶ୍ୱବିଦ୍ୟାଳୟ ବିଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ବୁଧବାର ଓଡିଶା ବିଧାନସଭାରେ ୪ଟି ବିଲ୍ ଆଗତ ହେବା ପରେ ଗୁରୁବାର ମଧ୍ୟ ଆଉ ଏକ ବିଲ୍ ଆଗତ ହୋଇଛି।
ଓଡିଆ ଭାଷା ଓ ସାହିତ୍ୟ ବିଶ୍ୱବିଦ୍ୟାଳୟ ବିଲ୍-୨୦୧୬କୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅନନ୍ତ...
କ୍ୟାଟ୍ରିନାଙ୍କଠୁ ହଟୁନି ସଲ୍ମାନ୍ଙ୍କ ନଜର!
ଓଡ଼ିଶାଲାଇଭ୍ ବ୍ୟୁରୋ
ଆକ୍ସନ ହିରୋ ସଲ୍ମାନ୍ ଖାଁ ଓ କ୍ୟାଟ୍ରିନା କୈଫ୍ଙ୍କ ରୋମାନ୍ସର ଚର୍ଚ୍ଚା କିଛି ନୂଆ ନୁହେଁ। ଆଜିକାଲି ସଲ୍ମାନ୍ ‘ଟାଇଗର୍ ଜିନ୍ଦା ହୈ’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏଥିରେ ସଲମାନଙ୍କ ସହ...
୧୦୦ ଅନୁଷ୍ଠାନକୁ ଝଟକା: ବିଦେଶ ପାଣ୍ଠି ଉପରେ ରୋକ୍ ଲଗାଇଲା କେନ୍ଦ୍ର
ଓଡିଶାଲାଇଭ୍ ବ୍ୟୁରୋ
ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟ (ଜେଏନ୍ୟୁ) ସମେତ ୧୦୦ଟି ବଡ ଅନୁଷ୍ଠାନକୁ କେନ୍ଦ୍ର ସରକାର ବଡ ଝଟକା ଦେଇଛନ୍ତି। ଏହିସବୁ ଅନୁଷ୍ଠାନକୁ ମିଳୁଥିବା ବିଦେଶ ପାଣ୍ଠି ଉପରେ କେନ୍ଦ୍ର ସରକାର ରୋକ୍ ଲଗାଇଛନ୍ତି।...
ମନ୍ତ୍ରୀ ଖୋଲିଦେଲେ ପ୍ରାଥମିକ ଶିକ୍ଷାର ବାସ୍ତବ ଚିତ୍ର: ୨,୨୦୫ ପ୍ରାଥମିକ ସ୍କୁଲରେ ଚାଲିଛି ଗୋଟିଏ ରୁମ୍ରେ ପଠପଢ଼ା
ଓଡିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ପ୍ରଥମିକ ଶିକ୍ଷା କିପରି ଚାଲିଛି?
ଏହାର ବାସ୍ତବ ଚିତ୍ର ଗୁରୁବାର ଗଣଶିକ୍ଷା ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର ବିଧାନସଭାରେ ଉପସ୍ଥାପନ କରିଛନ୍ତି। କହିଛନ୍ତି, ୨,୨୦୫ ସ୍କୁଲରେ ଗୋଟିଏ ରୁମ୍ରେ ପାଠପଢ଼ା ଚାଲିଛି।...





















