ଭୁବନେଶ୍ୱର ବମିଖାଲ୍ ଫ୍ଲାଏଓଭର ଭୁଶୁଡ଼ିବା ଘଟଣା ପଛରେ କାହାର ହାତ?

ପ୍ରମୁଖ ପ୍ରତିନିଧି, ଓଡ଼ିଶାଲାଇଭ୍‌ ଦୀର୍ଘ ସମୟ ଧରି ଚାଲିଥିବା ଉଦ୍ଧାର କାର୍ଯ୍ୟ ଶେଷ ହୋ‍ଇଛି। ଏବେ ସମସ୍ତଙ୍କ ନଜର ଘଟଣା ମୂଳ କାରଣ ଉପରେ। ଏ ଦୁର୍ଘଟଣା ପଛରେ କିଏ? କିଏ ଦୋଷୀ, କିଏ...

୨୦୧୦ରୁ ୨୦୧୬: ଭୁଶୁଡିଲାଣି ଅନେକ ଫ୍ଲାଏଓଭର, ଗଲାଣି ୧୩, ୧୭୮ ଜୀବନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅତୀତରେ ଦେଶର ପ୍ରମୁଖ ଫ୍ଲାଏଓଭର ବ୍ରିଜ ନିର୍ମାଣାଧୀନ ବେଳେ ଭୁଶୁଡି ଯାଇଥିବା ନଜିର ରହିଛି। ଏଥିରେ ଅନେକ ଧନଜୀବନ ମଧ୍ୟ ନଷ୍ଟ ହୋଇଛି। ହେଲେ ବିଭାଗୀୟ କର୍ତ୍ତୃପକ୍ଷ ଏହାକୁ ରୋକିବା ପାଇଁ...

ଏମିତି ଆସିଲା ମୃତ୍ୟୁ: ଝିଅକୁ ନେଇ ଡ୍ୟାନ୍ସ କ୍ଲାସରୁ ଆସିବା ବେଳେ ଚାଲିଗଲା ବାପାଙ୍କ ଜୀବନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସତ୍ୟ ପଟ୍ଟନାୟକ। ଘର ଭୁବନେଶ୍ୱରର ଝାରପଡାରେ। ଆଜି ରବିବାର ଥିବାରୁ ସତ୍ୟ ଖୁସି ମନରେ ଘରୁ ବାହାରିଥିଲେ ଝିଅ ଶିତଲକୁ ଡ୍ୟାନ୍ସ କ୍ଲାସରୁ ଆଣିବା ପାଇଁ। ଘରକୁ ଆସିବା ପରେ ବାପା-ଝିଅ ସାଙ୍ଗ...

ଫେବୃଆରୀ ଡେଡ୍‌‌ଲାଇନ୍: ଆଧାର ଲିଙ୍କ ନଥିଲେ ସିମ୍ କାର୍ଡ ଅଚଳ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର ସରକାର ଏକ ବିଜ୍ଞପ୍ତି ଜାରି କହିଛନ୍ତି ଯେ ୨୦୧୮ ଫେବୃଆରୀ ମାସ ଶେଷ ସୁଦ୍ଧା ସମସ୍ତ ସିମ୍ କାର୍ଡକୁ ଆଧାର ସହିତ ଲିଙ୍କ କରାଯିବା ବାଧ୍ୟ। ଯଦି ତାହା କରାନଯାଏ...

ବମିଖାଲ ଓଭର ବ୍ରିଜ୍ ଭୁଶୁଡିବା ଘଟଣା: ଏବେ ବି ଚାଲିଛି ଉଦ୍ଧାର କାର୍ଯ୍ୟ, ଲାଗିଛନ୍ତି ଓଡ୍ରାଫ ଓ ଏନଡିଆରଏଫ...

ଓଡ଼ିଶାଲାଇଭ୍‍ ବ୍ୟୁରୋ ୧ ମୃତ, ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ଘୋଷଣା ୧୫ରୁ ଅଧିକ ଆହତ। କ୍ୟାପିଟାଲ ହସ୍ପିଟାଲ ଓ ଏମ୍ସରେ ଆହତଙ୍କୁ ଭର୍ତ୍ତି। ଆହତଙ୍କ ଚିକିତ୍ସା ଖର୍ଚ୍ଚ ବହନ...

ଭୁଶୁଡିଲା ଭୁବନେଶ୍ୱର ବମିଖାଲ ଫ୍ଲାଏଓଭର

ଓଡ଼ିଶାଲାଇଭ ବ୍ୟୁରୋ ଭୁଶୁଡି ପଡିଛି ଭୁବନେଶ୍ୱର କଟକ ରୋଡରେ ନିର୍ମାଣାଧିନ ଫ୍ଳାଏ ଓଭର। ରସୁଲଗଡ଼ରୁ ବିମଖାଲ ଓ ବମିଖାଲରୁ ସହିଦନଗର ଯାଏ ନିର୍ମାଣ ହେଉଥିବା ଏହି ଓଭରବ୍ରିଜର କିଛି ଅଂଶ ଭୁଶୁଡି ପଡିଛି। ଏହି...

ଧଉଳି ପରେ କୋଣାର୍କ: ‘ଲାଇଟ ଆଣ୍ଡ ସାଉଣ୍ଡ’ ସୋ’ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବ୍ଲାକ ପାଗୋଡା ବା କୋଣାର୍କ ସୂର୍ଯ୍ୟ ମନ୍ଦିରରେ ବହୁ ପ୍ରତୀକ୍ଷିତ 'ଲାଇଟ ଆଣ୍ଡ ସାଉଣ୍ଡ' ସୋ ଶନିବାର ସନ୍ଧ୍ୟାରେ ଲୋକାର୍ପିତ ହୋଇଛି। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି। ରାଜ୍ୟ...

‘ଅସୁର’ ଶବ୍ଦର ଜବାବ ଦେଲେ ଧର୍ମେନ୍ଦ୍ର: ବିଜେଡିକୁ କହିଲେ ‘ମିଛୁଆ ରାଧୁଆ’

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେଡିର 'ଅସୁର' ଶବ୍ଦକୁ କାଉଣ୍ଟର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶନିବାର ଗଣମାଧ୍ୟମକୁ କହିଛନ୍ତି ବିଜେଡି 'ହତାଶ' ହୋଇ ଏଭଳି ଶବ୍ଦ କହୁଛି। ଏହାସହ ବିଜେଡି ନେତାଙ୍କୁ 'ମିଛୁଆ ରାଧୁଆ' କହିବାକୁ...

ଇଣ୍ଡିଆନ୍ ଟୁର୍ ଅପରେଟରଙ୍କ ଫୋକସ୍‌ରେ ରହିବ ଓଡ଼ିଶା ପର୍ଯ୍ୟଟନ: ଡକ୍ଟର ମୋନା ଶର୍ମା

ଓଡ଼ିଶାଲାଇଭ୍‌ ବ୍ୟୁରୋ ''ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଉଚିତ୍ ମାନ୍ୟତା ମିଳିବ। ସାରା ଦେଶର ଟୁର୍ ଅପରେଟରମାନେ ସେମାନଙ୍କ ଏଜେଣ୍ଡାରେ ଓଡ଼ିଶାକୁ ଅଧିକ ଫୋକସ୍ କରିବେ। କାରଣ ଆମ ରାଜ୍ୟର...

ଡେରାରେ ମିଳିଲା ପ୍ଲାଷ୍ଟିକ ଟଙ୍କା; ଆଶ୍ରମ ଭିତରେ ଖୋଜା ଚାଲିଛି କଙ୍କାଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାମରହିମଙ୍କ କଳା ସାମ୍ରାଜ୍ୟର କଳା କାହାଣୀର ଅନ୍ତ ଘଟାଇବାକୁ ଚାହୁଁଛି ହରିଆଣା ପୋଲିସ। ଦୁଇ ଦିନ ହେଲା ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। କିଛି ସତ ସାମନାକୁ ଆସୁଛି ଯାହା ରାମରହିମଙ୍କ...