କଳାଧନ ଖୋଳୁ ଖୋଳୁ ଏବେ ଟାର୍ଗେଟ୍ରେ ଏଲଏଲପି
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୬ ନଭେମ୍ବରରେ ବିମୁଦ୍ରାକରଣ ବା ଡିମନିଟାଇଜେସନ୍ର ମୂଳ ଲକ୍ଷ୍ୟ ଥିଲା କଳାଧନକୁ ଆୟତ୍ତ କରିବା। ଏହି ପ୍ରସଙ୍ଗରେ ସରକାରଙ୍କ ଫୋକସ୍ରେ ଥିଲା ଦେଶରେ ଗଢ଼ି ଉଠିଥିବା ବିଭିନ୍ନ ବେନାମୀ କମ୍ପାନି। ସାରୁ...
ବିଶ୍ୱପ୍ରସିଦ୍ଧ ତାଜମହଲକୁ ଆପଣ ନଷ୍ଟ କରିବାକୁ ଚାହାନ୍ତି କି?
ଓଡ଼ିଶାଲାଇଭ୍ ବ୍ୟୁରୋ
“ବିଶ୍ୱପ୍ରସିଦ୍ଧ ତାଜମହଲକୁ ଆପଣ ନଷ୍ଟ କରିବାକୁ ଚାହାନ୍ତି କି?” – ଏହି ପ୍ରଶ୍ନ ସୁପ୍ରିମକୋର୍ଟ ପଚାରିଛନ୍ତି ଆମ କେନ୍ଦ୍ର ସରକାରଙ୍କୁ।
ଉତ୍ତରପ୍ରଦେଶର ମଥୁରାରୁ ଦିଲ୍ଲୀକୁ ଆଉ ଏକ ରେଳଲାଇନ୍ ବିଛାଇବା ପାଇଁ...
‘ସମ୍ବେଦନଶୀଳ ମନୋଭାବ’ – ଦକ୍ଷତା ବିକାଶର ଏକ ବଡ଼ ଅନୁଭବ
ଡକ୍ଟର ହରପ୍ରସନ୍ନ ଦାସ
(ଚତୁର୍ଥ ଭାଗ)
ଆସନ୍ତୁ ଆମେ ଜାଣିବା ସମ୍ବେଦନଶୀଳ ମନୋଭାବ ଦ୍ୱାରା ଆମର କେଉଁ ପ୍ରକାର ଉପକାର ହୋଇଥାଏ:
ଗୋଷ୍ଠୀଗତ କାମରେ ସଫଳତା
ଆମେ ଯେତେ ଜ୍ଞାନୀ ହୋଇଥାଉ ଅବା ଯେକୌଣସି ପଦବୀରେ ଥାଉନା କାହିଁକି...
‘ସମ୍ବେଦନଶୀଳ ମନୋଭାବ’ – ଦକ୍ଷତା ବିକାଶର ଏକ ବଡ଼ ଅନୁଭବ
ଡକ୍ଟର ହରପ୍ରସନ୍ନ ଦାସ
(ତୃତୀୟ ଭାଗ)
ଆମ ଜୀବନରେ ଅନ୍ୟମାନଙ୍କ ସହିତ ସୁଖ, ଶାନ୍ତି ଓ ସଫଳ ଭାବେ ରହିବାକୁ ହେଲେ ସମ୍ବେଦନଶୀଳ ମନୋଭାବ ହିଁ ଏକ ଶକ୍ତିଶାଳୀ ଦକ୍ଷତା। ତେଣୁ ସମ୍ବେଦନଶୀଳ ମନୋଭାବକୁ ସଜାଗ...
‘ସମ୍ବେଦନଶୀଳ ମନୋଭାବ’ – ଦକ୍ଷତା ବିକାଶର ଏକ ବଡ଼ ଅନୁଭବ
ଡକ୍ଟର ହରପ୍ରସନ୍ନ ଦାସ
(ଦ୍ୱିତୀୟ ଭାଗ)
ପ୍ରତ୍ୟେକ ଦକ୍ଷତାର ବିକାଶ ପାଇଁ ଏକ ଶୈଳୀ ବା ପ୍ରଣାଳୀର ଆବଶ୍ୟକତା ରହିଛି। ମନଇଚ୍ଛା କାମ କରିଗଲେ ଯେ ଆମ ଜୀବନରେ ଦକ୍ଷତାର ବିକାଶ ହୋଇଯିବ ତାହା ଭାବିବା...
‘ସମ୍ବେଦନଶୀଳ ମନୋଭାବ’ – ଦକ୍ଷତା ବିକାଶର ଏକ ବଡ଼ ଅନୁଭବ
ଡକ୍ଟର ହରପ୍ରସନ୍ନ ଦାସ
(ପ୍ରଥମ ଭାଗ)
ନିଜକୁ ଚିହ୍ନିଲେ ହିଁ ଅନ୍ୟକୁ ଚିହ୍ନିବାଟା ସହଜ ହୋଇପାରିବ।
ମନରେ ଆଘାତ
ଆମେ ସମସ୍ତେ ଭାବପ୍ରବଣ। ଆମ ହୃଦୟକୁ କଷ୍ଟ ହେଲାପରି କଥା ପଦେ ଅନ୍ୟକେହି କହିଲେ ଆମ ମନରେ କଷ୍ଟ...
ଆର୍ବିଆଇ ଆଣିବ ନୂଆ ରଙ୍ଗର ୫୦ ଟଙ୍କିଆ ନୋଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତର ଜନସାଧାରଣଙ୍କ ପାଇଁ ଖୁବ୍ ଶୀଘ୍ର ଭାରତୀୟ ରିଜର୍ଭ ବ୍ୟାଙ୍କ୍ ନୂଆ ରଙ୍ଗର ୫୦ ଟଙ୍କିଆ ନୋଟ୍ ପ୍ରଚଳନ କରିବାକୁ ଯାଉଛି। ଏହି ନୋଟ୍ଟି ଦେଖିବାକୁ ନୀଳ, ଅର୍ଥାତ୍ ଏହି ୫୦...
ସିସୋର ମାଲିକ ପ୍ରଶାନ୍ତ ଦାସଙ୍କୁ ଜାମିନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଚିଟଫଣ୍ଡ ଠକେଇ ମାମଲାରେ ସିସୋର ସଂସ୍ଥାର ମାଲିକ ପ୍ରଶାନ୍ତ ଦାସଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ୍ ମଞ୍ଜୁର କରିଛନ୍ତି। ଜାମିନ୍ ସର୍ତ୍ତ ଅନୁଯାୟୀ ତାଙ୍କୁ ପାସପୋର୍ଟ ଦାଖଲ କରିବାକୁ ହେବ। ବିଦେଶ ଯିବାକୁ...
ଓଡିଶା ଟେନିସ୍ ପ୍ରିମିୟର ଲିଗ୍ର ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀସ୍ଥିତ ଓଡ଼ିଶାଭବନ ଠାରେ ଓଡ଼ିଶା ଟେନିସ୍ ପ୍ରିମିୟର ଲିଗ୍- ୨୦୧୭ର ଲୋଗୋ ଓ ଟି-ସାର୍ଟ ଉନ୍ମୋଚନ କରିଛନ୍ତି।
ନୀଳାଚଳ ଟେନିସ୍ ଏକାଡେମୀ ଦ୍ୱାରା ଆୟୋଜିତ ଏହି ଟେନିସ୍...
ନବୀନ ପଟ୍ଟନାୟକ ଆଉଟଲୁକ୍ ପକ୍ଷରୁ ଶ୍ରେଷ୍ଠ ପ୍ରଶାସକ ସମ୍ମାନିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଇଂରାଜୀ ମାଗାଜିନ୍ ଆଉଟଲୁକ୍ ପକ୍ଷରୁ ଶ୍ରେଷ୍ଠ ପ୍ରଶାସକ ସମ୍ମାନରେ ସମ୍ମାନିତ କରାଯାଇଛି। ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନିତ...





















