ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ କଟକ ମେୟର ସୁବାସ ସିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟସଭା ସାଂସଦ ପଦବୀରୁ ଗୁରୁବାର ଇସ୍ତଫା ଦେଇଛନ୍ତି କଟକ ମେୟର ସୁବାସ ସିଂ। ମେୟର ନିର୍ବାଚିତ ହେବା ପରେ ରାଜ୍ୟସଭା ଅଧ୍ୟକ୍ଷଙ୍କ ପରାମର୍ଶ କ୍ରମେ ସେ ପଦବୀରୁ ଇସ୍ତଫା ଦେଇଛନ୍ତି। ଆଜି...
ମହଙ୍ଗା ହେଲା ଓମ୍ଫେଡ କ୍ଷୀର: ଆଜିଠୁ ଲାଗୁ ହେଲା ନୂଆ ଦର
ଓଡ଼ିଶାଲାଇଭ୍ ବ୍ୟୁରୋ
ମହଙ୍ଗା ହେଲା ଓମ୍ଫେଡ କ୍ଷୀର କିଣିବା। ଗୁରୁବାରଠାରୁ ଲାଗୁ ହୋଇଛି ନୂଆ ଦର। କ୍ଷୀର ମୂଲ୍ୟରେ ଲିଟର ପିଛା ୨ ଟଙ୍କା ଲେଖାଏଁ ବୃଦ୍ଧି ହୋଇଛି।...
କଲବଲ କରୁଛି ଗରମ: ୪୦ ଡିଗ୍ରୀ ଉପରେ ୬ ସହରର ତାପମାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗରମରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ। ଓଡ଼ିଶାର ୬ଟି ସହରରେ ତାପମାତ୍ରା ୪୩ ଡିଗ୍ରୀ ଟପିଛି। ୧୯ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ପାର କରିଛି।...
କମିଶନରେଟ ପୋଲିସରେ ଅଦଳବଦଳ
ଓଡ଼ିଶାଲାଇଭ୍ ବ୍ୟୁରୋ
କମିଶନରେଟ ପୋଲିସରେ ବୁଧବାର ବଡ଼ ଧରଣର ଅଦଳବଦଳ ହୋଇଛି। ଏସିପି, ଇନ୍ସପେକ୍ଟର ଏବଂ ଏସଆଇ ସ୍ତରରେ ଅଦଳବଦଳ କରାଯାଇଛି। ଜଣେ ଏସିପି, ୭ ଜଣ ଇନ୍ସପେକ୍ଟର ଏବଂ ୩୦ଜଣ ସବ୍ଇନ୍ସପେକ୍ଟରଙ୍କୁ ବଦଳି କରାଯାଇଛି।
କଟକ...
ରାଜ୍ୟରେ ବଢ଼ିଲା ଆଳୁ ଦର
ଓଡ଼ିଶାଲାଇଭ୍ ବ୍ୟୁରୋ
ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧିର ପ୍ରଭାବ ଏବେ ଆଳୁ ଉପରେ ପଡ଼ିଛି। ରାଜ୍ୟରେ ଆଳୁ କେଜି ପିଛା ୨ରୁ ୩ ଟଙ୍କା ବୃଦ୍ଧି ହୋଇଛି। ପୂର୍ବରୁ କେଜି ପିଛା ୨୦...
କୋଭିଡ ଡର: ସ୍ଥିତି ଦେଖି ନିଷ୍ପତ୍ତି ନେବାକୁ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ କୋଭିଡ ସଂକ୍ରମଣ ବଢ଼ିବା ଆରମ୍ଭ ହୋଇଛି। ୫ଟି ଦେଶରେ କୋଭିଡ ମାମଲା ବୃଦ୍ଧି ପାଉଥିବାବେଳେ ଦିଲ୍ଲୀରେ ସଂକ୍ରମଣ ହାର ଅଧିକ ରହିଛି। ବର୍ତ୍ତମାନ ଓଡ଼ିଶାରେ କୋଭିଡ ସ୍ଥିତି ଚିନ୍ତାଜନକ ନଥିଲେ...
ମୁଢ଼ି ବସ୍ତାରୁ ୬୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଭିନବ ଉପାୟରେ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ଉଦ୍ୟମ ପଣ୍ଡ କରିଛି ଜୟପୁର ଟାଉନ ପୋଲିସ। ପୋଲିସ ପେଟ୍ରୋଲିଂ କରୁଥିବାବେଳେ ହାତୀଶାଳ ରାସ୍ତାରେ ୟୁପି ୮ଓବି ଟି ୮୫୪୩ ନମ୍ବର ବିଶିଷ୍ଟ...
ଚିନ୍ତା ବଢ଼ାଉଛି କରୋନା: ୫ ରାଜ୍ୟରେ ବିଗୁଡୁଛି ସ୍ଥିତି
ଓଡ଼ିଶାଲାଇଭ୍ ବ୍ୟୁରୋ
କିଛି ମାସ ବ୍ୟବଧାନ ପରେ ପୁଣି ଚିନ୍ତା ବଢ଼ାଇଲାଣି କରୋନା। ଦେଶରେ ଏବେ କୋଭିଡ ସଂକ୍ରମଣ ବଢ଼ିବା ଆରମ୍ଭ ହୋଇଛି। ଦେଶର ରାଜଧାନୀ ଦିଲ୍ଲୀରେ ସବୁଠାରୁ ଅଧିକ କୋଭିଡ ମାମଲା ଦେଖିବାକୁ...
ଆଜିଠାରୁ ସ୍କୁଲ ବସ୍ ଯାଞ୍ଚ ଆରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏପ୍ରିଲ ୨୦ ତାରିଖରୁ ପିଲାଙ୍କୁ ନେଇ ଯାଉଥିବା ସ୍କୁଲ ବସ୍ଗୁଡ଼ିକର ଯାଞ୍ଚ ଆରମ୍ଭ ହୋଇଛି। ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ...
ରାଜ୍ୟରେ ରେକର୍ଡ ଭାଙ୍ଗୁଛି ତାତି, ଆହୁରି ଅସହ୍ୟ ହେବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିନକୁ ଦିନ ଅସହ୍ୟ ହେବାରେ ଲାଗିଛି ଗରମ। ରାଜ୍ୟବାସୀ ଅସମ୍ଭାଳ ଖରା ତାତିରେ ଆଉଟୁପାଉଟୁ ହେଉଛନ୍ତି। ଆଗକୁ ଆହୁରି ତାପମାତ୍ରାରେ ବୃଦ୍ଧି ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।...





















