କଂସ ମହାରାଜା – ବରଗଡ଼ ଧନୁଯାତ୍ରାର ମହାନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ସମ୍ପର୍କରେ ଓଡ଼ିଶାଲାଇଭ୍ ମିଡିଆ ପକ୍ଷରୁ କଫି ଟେବୁଲ ବୁକ୍ ‘କଂସ ମହାରାଜା - ଦ ହିରୋ ଅଫ୍ ବରଗଡ଼ ଧନୁଯାତ୍ରା’ର ଦ୍ଵିତୀୟ ସଂସ୍କରଣ କିଛି ଦିନ ପୂର୍ବରୁ...
ଓଏଏସ୍ ପରୀକ୍ଷାରେ ଧୈର୍ଯ୍ୟହରା ନହୋଇ ଉଦ୍ୟମ କଲେ ସଫଳତା ନିଶ୍ଚିତ – ପ୍ରାଚୀ ପ୍ରିୟଦର୍ଶିନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=8kBTdqAgUbw
ନିରନ୍ତର ଉଦ୍ୟମ ଜାରି ରଖିଲେ ଓଏଏସ୍ ପରୀକ୍ଷାରେ ସଫଳତା ହାସଲ କରିହେବ।
‘‘ମୁଁ ଛୋଟ ବେଳେ ଅଜା, ଆଈଙ୍କ ପାଖରେ ରହୁଥିଲି। ଅଜା ହିଁ ମତେ ପ୍ରଥମେ ସିଭିଲ ସର୍ଭିସ୍ ବିଷୟରେ ଜଣାଇଥିଲେ।...
ଚାଷୀଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ନବରଙ୍ଗପୁର ଲାମ୍ପ୍ସ ଏମ୍ଡି
ଓଡ଼ିଶାଲାଇଭ୍ ବ୍ୟୁରୋ
ନବରଙ୍ଗପୁର: ଭିଜିଲାନ୍ସ ହାତରେ ନବରଙ୍ଗପୁର ଲାମ୍ପ୍ସ ଏମ୍ଡି ବାନାମ୍ବର ପଟ୍ଟନାୟକ। ଧାନ ମଣ୍ଡିରେ ଚାଷୀ ମତିରାମ ଭତରାଙ୍କୁ ଟୋକନ ଦେବା ପାଇଁ ବାନାମ୍ବର ଜଣେ ଚାଷୀଙ୍କୁ ୨ ଟଙ୍କା ମାଗିଥିଲେ। ହେଲେ...
ଦେଖନ୍ତୁ କମିସନରେଟ୍ ପୋଲିସ ପ୍ରତିଷ୍ଠା ଦିବସ ପରେଡ୍ର ସିଧାପ୍ରସାରଣ ଫେସ୍ବୁକ୍ ଓ ଟୁଇଟର୍ରେ, ଆଜି ସକାଳ ୯ଟା୧୫ରୁ
ଓଡ଼ିଶାଲାଇଭ୍ ବ୍ୟୁରୋ
କମିସନରେଟ୍ ପୋଲିସର ଅଫିସିଆଲ ଫେସ୍ବୁକ୍ ପେଜ୍ ଏବଂ ଟୁଇଟର୍ ହ୍ୟାଣ୍ଡେଲରରେ ଦେଖନ୍ତୁ ସିଧାପ୍ରସାରଣ।
ଭୁବନେଶ୍ୱର-କଟକ କମିସନରେଟ୍ ପୋଲିସ ଆଜି ପାଳନ କରୁଛି ୧୨ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ଭୁବନେଶ୍ୱର ସପ୍ତମ ବାଟାଲିୟନ...
ସ୍ମାର୍ଟ ସିଟି ସିରିଜ – ୧୮: ଟ୍ରାଫିକ ଜାମ କାହିଁକି? ପାର୍କିଂ ଅବ୍ୟବସ୍ଥା କ’ଣ ଏହାର କାରଣ? (୩)
କପିଳାସ ଭୂୟାଁ
ପୂର୍ବ ପ୍ରକାଶିତ ଦୁଇଟି ଭାଗକୁ ପଢ଼ି ଏହା ଭିତରେ ପାଠକମାନଙ୍କଠାରୁ ଏକାଧିକ ମତାମତ ମିଳିଛି। ସେ ମଧ୍ୟରୁ ଦୁଇଟି ପ୍ରମୁଖ ମତ ମଧ୍ୟରୁ ଗୋଟିଏ ହେଲା ଯେ ରାସ୍ତାରେ ଟ୍ରାଫିକ...
ସ୍ମାର୍ଟ ସିଟି ସିରିଜ-୧୪: କେବେ ବନ୍ଦ ହେବ ନିୟମ ଉଲ୍ଲଙ୍ଘନକାରୀ କଲ୍ୟାଣ ମଣ୍ଡପ?
କପିଳାସ ଭୂୟାଁ
ରାଜଧାନୀରେ ଥିବା ଯେଉଁ ବିବାହ ମଣ୍ଡପଗୁଡ଼ିକ ନିୟମ ଖିଲାପ କରି ଚାଲୁ ରହିଛି ସେଗୁଡ଼ିକୁ ତୁରନ୍ତ ବନ୍ଦ କରି ଦେବାକୁ ଗତ ଡିସେମ୍ବର ୫ ତାରିଖରେ ବିଏମସି ପକ୍ଷରୁ ନୋଟିସ...
ବରୁଣେଇର ପାଇକ ବିଦ୍ରୋହ ସ୍ମାରକ
ଧର୍ମେନ୍ଦ୍ର ପ୍ରଧାନ
୧୮୧୭ ମସିହା, ଓଡ଼ିଶାର ପ୍ରାଣୋଚ୍ଛଳ ଜୀବନ ଯାତ୍ରାରେ ଏକ ଐତିହାସିକ ଏବଂ ଅବିସ୍ମରଣୀୟ ମୁହୂର୍ତ୍ତ। ସେତେବେଳେ ଓଡ଼ିଆ ଜାତିର ଅସ୍ମିତା ଉପରେ ସଂଶୟ ଏବଂ ଅନିଶ୍ଚିତ ଭବିଷ୍ୟତର କଳା ବାଦଲ। ପୁରୀ...
ଚୁପ ରହିବାର ଅପରାଧ
ଜଗନ୍ନାଥ ପ୍ରସାଦ ଦାସ
ଅନେକ ସମୟରେ ଖବରକାଗଜ ବା ଟେଲିଭିଜନରେ ପ୍ରସାରିତ କିଛି ଫଟୋ ଓ ଭିଡିଓ କାଳକ୍ରମେ ‘ଆଇକନ୍’ ବା ପ୍ରତିମାର ମର୍ଯ୍ୟାଦା ପାଇଥାନ୍ତି। ପୃଥିବୀର ମିଡିଆ ଇତିହାସରେ ଏ ଭଳି କେତୋଟି...
ପାଇକ ବିଦ୍ରୋହର ଇତିହାସ- ଏକ ସଂକ୍ଷିପ୍ତ ଉପସ୍ଥାପନା
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଖ୍ୟାତ ଐତିହାସିକ ସ୍ୱର୍ଗତ କୃପାସିନ୍ଧୁ ମିଶ୍ରଙ୍କ ଦ୍ୱାରା ଲିଖିତ ଏବଂ ବୁକ୍ସ ଆଣ୍ଡ ବୁକ୍ସଙ୍କ ଦ୍ୱାରା ପ୍ରକାଶିତ ‘ଉତ୍କଳ ଇତିହାସ’ ସୂତ୍ରରୁ।
ଓଡ଼୍ରମାନେ ପ୍ରଥମରୁ ସମରକୁଶଳ ଜାତି ଥିଲେ। ସେମାନେ କ୍ଷତ୍ରୀୟ, ମାତ୍ର ପତିତ କ୍ଷତ୍ରୀୟ ଥିଲେ। ଯୁଦ୍ଧ ସେମାନଙ୍କର ପ୍ରଧାନ ବ୍ୟବସାୟ ଥିଲା। ଗଙ୍ଗବଂଶର ରାଜତ୍ୱକାଳରେ ଓଡ୍ରମାନେ ସେମାନଙ୍କ ସୈନ୍ୟ ଶ୍ରେଣୀଭୁକ୍ତ ଥିଲେ...
ଗୀତ ଓ କବିତାର ଯୁଗଳବନ୍ଦୀ
ଜଗନ୍ନାଥ ପ୍ରସାଦ ଦାସ
ନିକଟରେ ବବ୍ ଡିଲାନ୍ଙ୍କୁ ସାହିତ୍ୟରେ ନୋବେଲ ପୁରସ୍କାର ମିଳିବା ପରେ ଯେତେ ବାଦ ବିସମ୍ବାଦ ଉପୁଜିଛି, ଆଗରୁ କୌଣସି ଲେଖକଙ୍କ ପାଇଁ ଏପରି ହୋଇ ନଥିଲା। କିଛି ଲୋକ ଏହି...




















