International

କୋଭିଡ ଭ୍ୟାକ୍ସିନ ଗବେଷଣା ପାଇଁ ୨ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୩ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଫିଜିଓଲୋଜି ବା ମେଡିସିନ କ୍ଷେତ୍ର ପାଇଁ କାଟଲିନ କାରିକୋ ଓ ଡ୍ରିଉ ୱିଜମ୍ୟାନଙ୍କୁ ମିଳିବ ନୋବେଲ ପୁରସ୍କାର। ଚିକିତ୍ସା ବିଜ୍ଞାନରେ ଅଦ୍ଭୁଦ ଆବିଷ୍କାର ପାଇଁ...

ରଦ୍ଦ ହେବ ବିଦେଶରେ ରହୁଥିବା ଖାଲିସ୍ତାନ ସମର୍ଥକଙ୍କ ‘ଓସିଆଇ’ କାର୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ ଖାଲିସ୍ତାନ ପ୍ରସଙ୍ଗକୁ ନେଇ ଏବେ ଭାରତ ଓ କାନାଡା ମଧ୍ୟରେ କୂଟନୈତିକ ବିବାଦ ଘନେଇବାରେ ଲାଗିଛି। ଖାଲିସ୍ତାନ ସମର୍ଥକ ହରଦୀପ ସିଂହ ନିଜ୍ଜର ହତ୍ୟା ମାମଲାରେ ଭାରତର ହାତ ଥିବା କାନାଡା...

କାନାଡା ନାଗରିକଙ୍କୁ ଭାରତ ଆସିବାକୁ ବାରଣ, ଭିସା ସେବା ବନ୍ଦ କଲା କାନାଡାସ୍ଥିତ ଭାରତୀୟ ଦୂତାବାସ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ଓ କାନାଡା ମଧ୍ୟରେ ଆରମ୍ଭ ହୋଇଥିବା କୂଟନୈତିକ ବିବାଦ ତୀବ୍ର ହୋଇଛି। ଏବେ କାନାଡା ନାଗରିକଙ୍କ ପାଇଁ ଭାରତ ନିଜର ଭିସା ସେବା ବନ୍ଦ କରିଛି। ପରବର୍ତ୍ତୀ ନିର୍ଦେଶ ଆସିବା...

ଭାରତ-କାନାଡା କୂଟନୈତିକ ବିବାଦ: କାନାଡାରେ ରହୁଥିବା ଭାରତୀୟଙ୍କୁ ସତର୍କ କରାଇଲା ବୈଦେଶିକ ମନ୍ତ୍ରାଳୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ଓ କାନାଡା ମଧ୍ୟରେ ଆରମ୍ଭ ହୋଇଥିବା କୂଟନୈତିକ ବିବାଦ ଏବେ ଜୋର ଧରିବାରେ ଲାଗିଛି। ଖାଲିସ୍ତାନ ସମର୍ଥକ ହରିଦୀପ ସିଂହ ନିଜ୍ଜର ହତ୍ୟା ପଛରେ ଭାରତର ହାତ ଅଛି ବୋଲି...

ଲିବିୟାରେ ପ୍ରଳୟଙ୍କରୀ ବନ୍ୟା: ୬ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଳୟଙ୍କରୀ ବନ୍ୟାରେ ଛାରଖାର ହୋଇଛି ଉତ୍ତର ଆଫ୍ରିକୀୟ ଦେଶ ଲିବିୟାର ଅନେକ ସହର। ଉତ୍ତର ଆଫ୍ରିକୀୟ ଦେଶ ଲିବିୟାରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ନାହିଁ ନଥିବା କ୍ଷୟକ୍ଷତି ଘଟାଇଛି। ଏହି ଭୟଙ୍କର ବନ୍ୟାରେ...

ମୋରକ୍କୋ ଭୂମିକମ୍ପ: ମୃତକଙ୍କ ସଂଖ୍ୟା ୨୮୦୦ ପାର୍

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଳୟଙ୍କରୀ ଭୂମିକମ୍ପ ପରେ ଧ୍ଵଂସସ୍ତୂପରେ ପରିଣତ ହୋଇଛି ମୋରକ୍କୋ। ପ୍ରଳୟଙ୍କରୀ ଭୂମିକମ୍ପରେ ଉଜୁଡ଼ି ଯାଇଛି ପଶ୍ଚିମ ଆଫ୍ରିକୀୟ ଦେଶ ମୋରକ୍କୋ। କେହି କିଛି ବୁଝିବା ଆଗରୁ ମାଟିରେ ମିଶି ଗଲା ସବୁକିଛି। ଗତ ଶୁକ୍ରବାର...

ବାହାରିନରେ ଓଡ଼ିଆ ସମାଜ ପକ୍ଷରୁ ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବାହାରିନ ଗସ୍ତ ମାନାମାରେ ବାହାରିନ ଓଡ଼ିଆ ସମାଜ ପକ୍ଷରୁ ସ୍ଵାଗତ ସମାରୋହ କାର୍ଯ୍ୟକ୍ରମରେ ସାମିଲ ହେଲେ ଅନେକ ପ୍ରବାସୀ ଭାରତୀୟ ଭାରତର ପୂର୍ବତନ ରାଷ୍ଟ୍ରପତି...

ଜି-୨୦ ସମ୍ମିଳନୀ: ନୂଆଦିଲ୍ଲୀ ଘୋଷଣାପତ୍ରକୁ ସର୍ବସମ୍ମତିରେ ମିଳିଲା ମଞ୍ଜୁରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆଦିଲ୍ଲୀ ଘୋଷଣାପତ୍ରକୁ ସବୁ ସଦସ୍ୟ ରାଷ୍ଟ୍ରଙ୍କ ସମର୍ଥନ ବିଶ୍ଵରେ ସ୍ଥାୟୀ ଆର୍ଥିକ ବିକାଶ ଉପରେ ଗୁରୁତ୍ଵ ବିଶ୍ୱ ଜୈବ ଇନ୍ଧନ ମେଣ୍ଟ ଆରମ୍ଭ କରିବା ନେଇ ଘୋଷଣା ନୂଆଦିଲ୍ଲୀର ପ୍ରଗତି ମଇଦାନରେ...

ଜି-୨୦ ସମ୍ମିଳନୀ: ଶୋଭା ବଢ଼ାଉଛି ଓଡ଼ିଶାର କୋଣାର୍କ ଚକ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଜି-୨୦ ସମ୍ମିଳନୀର ଅନ୍ୟତମ ଆକର୍ଷଣ ପାଲଟିଛି କୋଣାର୍କ ସୂର୍ଯ୍ୟ ମନ୍ଦିରର ପ୍ରସିଦ୍ଧ ଚକ୍ର। ଜି-୨୦ ସମ୍ମିଳନୀର ଶୋଭା ବଢ଼ାଉଛି ଓଡ଼ିଶାର କୋଣାର୍କ ଚକ୍ର। ନୂଆଦିଲ୍ଲୀର ‘ଭାରତ ମଣ୍ଡପମ୍‌’ରେ ଝଲସୁଛି ରାଜ୍ୟର ପ୍ରାଚୀନ ଐତିହ୍ୟ।...

ବିଶ୍ଵ କଲ୍ୟାଣ ପାଇଁ ସମସ୍ତଙ୍କୁ ଏକାଠି ହୋଇ କାମ କରିବାର ସମୟ ଆସିଛି – ନରେନ୍ଦ୍ର ମୋଦୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଜି-୨୦ ଶିଖର ସମ୍ମିଳନୀର ଶୁଭାରମ୍ଭ ଅବସରରେ ଏକାଠି ହୋଇଛନ୍ତି ବିଶ୍ୱନେତା। ଆରମ୍ଭ ହେଲା ଜି-୨୦ ଶିଖର ସମ୍ମିଳନୀ। ନୂଆଦିଲ୍ଲୀର ପ୍ରଗତି ମଇଦାନ ସ୍ଥିତ ‘ଭାରତ ମଣ୍ଡପମ୍’ରେ ଏକାଠି ହୋଇଛନ୍ତି ବିଶ୍ଵର ବହୁ ବିଶିଷ୍ଟ...