ଦୁଇ ଦିନିଆ ରୁଷ ଗସ୍ତରେ ଭାରତ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିଠୁ ୨ ଦିନ ପାଇଁ ରୁଷିଆ ଗସ୍ତ କରିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର । ଅନେକ ଦିଗରୁ ତାଙ୍କର ଏହି ଗସ୍ତ ଗୁରୁତ୍ଵପୂର୍ଣ୍ଣ ଅଟେ। ଜୟଶଙ୍କର ତାଙ୍କର ଏହି...
ପାକିସ୍ତାନରେ ଇମ୍ରାନ ଖାନଙ୍କୁ ଗୁଳିମାଡ଼
ଓଡ଼ିଶାଲାଇଭ୍ ବ୍ୟୁରୋ
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗୁଳିମାଡ଼। ବୁଧବାର ଓ୍ଵଜିରାବାଦଠାରେ ଏକ ରାଲି କରୁଥିବାବେଳେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଛି। ଇମ୍ରାନଙ୍କ ସହ ଅନ୍ୟ ସାତ ଜଣ ଗୁଳିମାଡ଼ରେ ଆହତ ହୋଇଥିବାବେଳେ...
ଟ୍ଵିଟର କର୍ମଚାରୀଙ୍କ ପାଇଁ ଏଲନ ମସ୍କଙ୍କ ଘୋଷଣା, ଦୈନିକ ୧୨ ଘଣ୍ଟା ଓ ସପ୍ତାହକୁ ୭ଦିନ କରିବେ କାମ
ଓଡ଼ିଶାଲାଇଭ୍ ବ୍ୟୁରୋ
ଟେସ୍ଲା ସିଇଓ ଏଲନ୍ ମସ୍କ୍ ନିକଟରେ ଟ୍ୱିଟରକୁ କ୍ରୟ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ପରିବର୍ତ୍ତନ ଲାଗି ମସ୍କ କେତେକ ବଡ଼ ନିଷ୍ପତ୍ତି ନେଇଛନ୍ତି। ତେବେ ମସ୍କଙ୍କ ଏହି ନିଷ୍ପତ୍ତି କର୍ମଚାରୀଙ୍କ...
ବ୍ରିଟେନର ପ୍ରଧାନମନ୍ତ୍ରୀ ହେଲେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ
ଓଡ଼ିଶାଲାଇଭ୍ ବ୍ୟୁରୋ
ବ୍ରିଟେନ ଇତିହାସରେ ନିଜର ନାମକୁ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଛନ୍ତି ଭାରତୀୟ ବଂଶୋଦ୍ଭବ ଋଷି ସୁନକ। ବ୍ରିଟେନର ପ୍ରଧାନମନ୍ତ୍ରୀ ଗାଦିରେ ବସିଛନ୍ତି ଋଷି। ପ୍ରଧାନମନ୍ତ୍ରୀ ହେବା ପରେ ନିଜର ପ୍ରତିକ୍ରିୟାରେ ଋଷି ସୁନକ...
ତିନି ଥର ଭାରତ ଆସିଥିଲେ ମହାରାଣୀ ଏଲିଜାବେଥ ଦ୍ଵିତୀୟ
ଓଡ଼ିଶାଲାଇଭ୍ ବ୍ୟୁରୋ
୧୯୬୧ ମସିହାରେ ପ୍ରଥମ ଥର ଯେତେବେଳେ ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ଵିତୀୟ ଭାରତ ଗସ୍ତରେ ଆସିଥିଲେ, ସେ ସମୟରେ ତାଙ୍କୁ ଦେଖିବା ପାଇଁ ଦିଲ୍ଲୀ ବିମାନବନ୍ଦରଠାରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ରାସ୍ତା...
ଚିର ନିଦ୍ରାରେ ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ଵିତୀୟ: କିଙ୍ଗ ଚାର୍ଲସ ସମ୍ଭାଳିବେ ରାଜଗାଦି
ଓଡ଼ିଶାଲାଇଭ୍ ବ୍ୟୁରୋ
ଚିର ନିଦ୍ରାରେ ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ଵିତୀୟ। ୯୬ ବର୍ଷ ବୟସରେ ସ୍କଟଲ୍ୟାଣ୍ଡର ବାଲମୋରାଲ ରାଜପ୍ରାସାଦରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି।
ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ଵିତୀୟ ଗୁରୁବାର ଦିନ ଅସୁସ୍ଥ...
ଭାରତୀୟ ବଂଶୋଦ୍ଭବ ସୁଏଲା ବ୍ରେଭରମ୍ୟାନ ହେଲେ ବ୍ରିଟେନର ଗୃହମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜଣେ ଭାରତୀୟ ବଂଶୋଦ୍ଭବ ହୋଇଛନ୍ତି ବ୍ରିଟେନର ନୂଆ ଗୃହମନ୍ତ୍ରୀ। ସେ ହେଉଛନ୍ତି ସୁଏଲା ବ୍ରେଭରମ୍ୟାନ। ବ୍ରିଟେନର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ ସୁଏଲାଙ୍କୁ ନିଜ କ୍ୟାବିନେଟରେ ସାମିଲ କରିଛନ୍ତି। ନିଜର ରାଜନୈତିକ...
ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସଙ୍କ ବ୍ୟକ୍ତିଗତ ଓ ରାଜନେୈତିକ ଜୀବନଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କୁ ପଛରେ ପକାଇ ୟୁନାଇଟେଡ୍ କିଙ୍ଗଡମ (ୟୁକେ)ର ପ୍ରଧାନମନ୍ତ୍ରୀ ହୋଇଛନ୍ତି ଲିଜ୍ ଟ୍ରସ୍। କେହି କେବେ ଭାବିନଥିବେ ଯେ, ସ୍କୁଲ ମକ୍ ଇଲେକ୍ସନରେ ‘ଜିରୋ’ ଭୋଟ୍ ପାଇଥିବା ...
ଲିଜ ଟ୍ରସ ହେଲେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି ଲିଜ ଟ୍ରସ। ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କୁ ପଛରେ ପକାଇ ପ୍ରଧାନମନ୍ତ୍ରୀ ନିର୍ବାଚନରେ ବିଜୟୀ ହୋଇଛନ୍ତି...
ସୋଆ ମୁନ୍ର ୫ମ ସଂସ୍କରଣ ଉଦ୍ଘାଟିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶିକ୍ଷା ଓ ଅନୁସନ୍ଧାନ(ସୋଆ)ର କ୍ୟାମ୍ପସରେ ସୋଆ ଇଣ୍ଟରନ୍ୟାସ୍ନାଲ୍ ମଡେଲ୍ ୟୁନାଇଟେଡ୍ ନେସନ୍ସ(ସୋଆ ମୁନ୍)୫ମ ସଂସ୍କରଣ ଉଦ୍ଘାଟିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଦେଶ ବିଦେଶରୁ ପ୍ରାୟ ୫୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି।
ଶୁକ୍ରବାର...





















