International

ରୁଷ-ୟୁକ୍ରେନ ଯୁଦ୍ଧ ଅପ୍‌ଡେଟସ୍ : ସନ୍ଧ୍ୟା ୭ଟା ସୁଦ୍ଧା ଟିକିନିଖି ଖବର

ଓଡ଼ିଶାଲାଇଭ୍ ବ୍ୟୁରୋ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଉଗ୍ର ରୂପ ଧାରଣ କରିଛି। ଏବେ ଭୟରେ ଦେଶ ଛାଡ଼ୁଛନ୍ତି ୟୁକ୍ରେନ ନାଗରିକ। ୟୁକ୍ରେନ ଆମେରିକାର ସହାୟତାକୁ ନା କହିଥିବାବେଳେ ଭାରତର...

ଭାରତର ନିରବତା: ରୁଷ ସପକ୍ଷରେ ଗଲାନି କି ବିରୋଧ କଲାନି

ଓଡ଼ିଶାଲାଇଭ ବ୍ୟୁରୋ ରୁଷର ୟୁକ୍ରେନ ଉପରେ ଆକ୍ରମଣକୁ ବିରୋଧ କରି ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଏକ ପ୍ରସ୍ତାବ ଆଗତ ହୋଇଥିଲା। ଭାରତ ଏହି ପ୍ରସ୍ତାବ ଉପରେ ନିଜର ମତ ରଖିନାହିଁ । ଅର୍ଥାତ...

ରୁଷ-ୟୁକ୍ରେନ ଯୁଦ୍ଧ ଅପ୍‌ଡେଟସ୍ : ସନ୍ଧ୍ୟା ୫ଟା ସୁଦ୍ଧା ଟିକିନିଖି ଖବର

ଓଡ଼ିଶାଲାଇଭ୍ ବ୍ୟୁରୋ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ବିଶ୍ଵ ଉପରେ ପ୍ରଭାବ ପକାଇବାର ଆଶଙ୍କା ସୃଷ୍ଟି କରିଛି। ଏବେ ଅମାନିଆ ରୁଷକୁ ରୋକିବା ପାଇଁ ୟୁକ୍ରେନକୁ ସହଯୋଗର ହାତ ବଢ଼ାଇଛି...

ସ୍ଵଦେଶ ଫେରୁଛନ୍ତି ୟୁକ୍ରେନରେ ଫସିଥିବା ଭାରତୀୟ

ଓଡ଼ିଶାଲାଇଭ ବ୍ୟୁରୋ ୟୁକ୍ରେନରେ ଫସିରହିଥିବା ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ଜୋରଦାର ପ୍ରୟାସ ଆରମ୍ଭ କରିଛି ଭାରତ। ପ୍ରଥମ ପର୍ଯ୍ୟାୟରେ ୪୭୦ଜଣ ଛାତ୍ରଛାତ୍ରୀଙ୍କୁ ରୋମାନିଆ ବାଟ ଦେଇ ଭାରତ ଅଣାଯାଉଛି। ଏୟାର ଇଣ୍ଡିଆ...

ଦେଶ ଛାଡ଼ିବେନି ଜେଲେନସ୍କି- କହିଲେ, “ମତେ ଅସ୍ତ୍ର ଦରକାର”

ଓଡ଼ିଶାଲାଇଭ ବ୍ୟୁରୋ କ୍ଵିବକୁ ସ୍ଥାନାନ୍ତର କରିବାକୁ ଜେଲେନସ୍କିଙ୍କୁ ଆମେରିକା ପ୍ରସ୍ତାବ ଦେଇଥିଲେ ମଧ୍ୟ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି ୟୁକ୍ରେନ । ଅଧିକାରୀଙ୍କ କହିବାନୁସାରେ, ଜେଲେନସ୍କି କହିଛନ୍ତି, ସ୍ଥାନାନ୍ତରଣ ନୁହେଁ ଅସ୍ତ୍ର ଓ ଗୋଳାବାରୁଦର...

ରୁଷ-ୟୁକ୍ରେନ ଯୁଦ୍ଧ ଅପ୍‌ଡେଟସ୍ : ଦିନ ୧୧ଟା ସୁଦ୍ଧା ଟିକିନିଖି ଖବର

ଓଡ଼ିଶାଲାଇଭ୍ ବ୍ୟୁରୋ ରୁଷ-ୟୁକ୍ରେନ ଯୁଦ୍ଧ ଉଗ୍ର ରୂପ ଧାରଣ କରିଛି। ରୁଷ ଆକ୍ରମଣର କଡ଼ା ଜବାବ ଦଉଛି ୟୁକ୍ରେନ। ରୁଷ ଆଲୋଚନା ପାଇଁ ପ୍ରସ୍ତାବ ଦେଉଥିବାବେଳେ ଅସ୍ତ୍ରତ୍ୟାଗ କରିବାକୁ ଅମଙ୍ଗ ହୋଇଛି ୟୁକ୍ରେନ। ରୁଷ-ୟୁକ୍ରେନ...

ଭାରତ ଅର୍ଥନୀତି ଉପରେ ପ୍ରଭାବ ପକାଇବ ରୁଷ-ୟୁକ୍ରେନ ଯୁଦ୍ଧ, ବଢ଼ିପାରେ ଗ୍ୟାସ, ତେଲ ଓ ସୁନାର ଦର

ଓଡ଼ିଶାଲାଇଭ ବ୍ୟୁରୋ ରୁଷ-ୟୁକ୍ରେନ ଯୁଦ୍ଧ ଭାରତ ଅର୍ଥନୀତି ଉପରେ ବିଶେଷ ରୁପେ ପ୍ରଭାବ ପକାଇବ। ଭାରତକୁ ଆମଦାନୀ ହେଉଥିବା ୯୦ ପ୍ରତିଶତ ସୂର୍ଯ୍ୟମୁଖୀ ତେଲ ରୁଷ ଏବଂ ୟୁକ୍ରେନରୁ ଆସିଥାଏ। ଅଶୋଧିତ ତୈଳ, ଫାର୍ମାସ୍ୟୁଟିକାଲ୍...

୨୦୧୪ରେ ବି ୟୁକ୍ରେନକୁ ରକ୍ତରଞ୍ଜିତ କରିଥିଲା ରୁଷ

ଓଡ଼ିଶାଲାଇଭ ବ୍ୟୁରୋ ୟୁକ୍ରେନ ଉପରେ ରୁଷର ଏହା ପ୍ରଥମ ଆକ୍ରମଣ ନୁହେଁ, ୨୦୧୪ରେ ବି ୟୁକ୍ରେନ ମାଟିକୁ ରକ୍ତରଞ୍ଜିତ କରିଥିଲା ରୁଷ। ଏହି ଯୁଦ୍ଧରେ ପ୍ରାଣ ହରାଇଥିଲେ ୧୪ ହଜାର ନାଗରିକ। ରୁଷ୍-ୟୁକ୍ରେନ ଲଢ଼େଇ ଉପରେ...

ରୁଷ-ୟୁକ୍ରେନ ଯୁଦ୍ଧ ଅପ୍‌ଡେଟ : ସନ୍ଧ୍ୟା ୫ଟା ସୁଦ୍ଧା ଟିକିନିଖି ଖବର

ଓଡ଼ିଶାଲାଇଭ୍ ବ୍ୟୁରୋ ୟୁକ୍ରେନକୁ ଚାରିପଟୁ ଘେରି ଆକ୍ରମଣ କରିବାରେ ଲାଗିଛି ରୁଷ। ଉଭୟ ରୁଷ ଏବଂ ୟୁକ୍ରେନ ସେନାଙ୍କ ମଧ୍ୟରେ ଚାଲିଥିବା ଲଢ଼େଇ ଏବେ ଭୟଙ୍କର ରୂପ ନେବାକୁ ବସିଛି। ଏହି ପରିସ୍ଥିତିରେ ୟୁକ୍ରେନ...

ରୁଷ-ୟୁକ୍ରେନ ଯୁଦ୍ଧ: କ’ଣ ରହିବ ଭାରତର ଆଭିମୁଖ୍ୟ ?

ଓଡ଼ିଶାଲାଇଭ ବ୍ୟୁରୋ ଘନିଭୂତ ହେଉଛି ରୁଷ-ୟୁକ୍ରେନ ଯୁଦ୍ଧ। ୟୁକ୍ରେନ ଉପରେ ଘନ ଘନ ବୋମାମାଡ଼ ସହ ସେନା ଶିବିର ଗୁଡ଼ିକୁ ଧ୍ୱଂସ କରୁଛି ରୁଷ। ସାରା ବିଶ୍ୱ ନିରବଦ୍ରଷ୍ଟା ପାଲଟିଥିବାବେଳେ ଏହି ମାମଲାରେ ଭାରତର...