International

ସାବାସ୍ ପ୍ରମୋଦ : ଓଡ଼ିଆ ପାରା ବ୍ୟାଡମିଣ୍ଟନ ତାରକାଙ୍କ ଅଲିମ୍ପିକ୍ସ ଯାତ୍ରା

ଅଭିପ୍‌ସା ବରାଳ ଓଡ଼ିଶାର ପୁଅ ପ୍ରମୋଦ ଭଗତ। ନିଜର ସଙ୍ଘର୍ଷ ଓ ସଫଳତା ପାଇଁ ବିଶ୍ଵ କ୍ରୀଡ଼ା ଦରବାରରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସମସ୍ତେ ତାଙ୍କୁ ‘ବିଶ୍ଵ ପାରା ବ୍ୟାଡମିଣ୍ଟନ ଚାମ୍ପିଅନ’ ନାମରେ...

ଟୋକିଓରେ ଓଡ଼ିଶାର ଟେକ – ପାରାଲିମ୍ପିକରେ ସ୍ଵର୍ଣ୍ଣ ପଦକ ଜିତିଲେ ପ୍ରମୋଦ ଭଗତ

ଓଡ଼ିଶାଲାଇଭ୍ ବ୍ୟୁରୋ ଟୋକିଓ ପାରାଲିମ୍ପିକରେ ପଦକର ବର୍ଷା। ଭାରତର ଖେଳାଳିମାନେ ଶ୍ରେଷ୍ଠ ପ୍ରଦର୍ଶନ କରି ଗୋଟିଏ ପରେ ଗୋଟିଏ ପଦକ ଦେଶକୁ ଉପହାର ଦେବାରେ ଲାଗିଛନ୍ତି। ଏହାରି ମଧ୍ୟରେ ଓଡ଼ିଶାର ପାରା ଆଥଲେଟ ପ୍ରମୋଦ...

ଟୋକିଓ ପାରାଲିମ୍ପିକ୍ସ : ଭାରତକୁ ଆଉ ଏକ ସ୍ଵର୍ଣ୍ଣ ଉପହାର ଦେଲେ ମନୀଷ ନରଓ୍ଵାଲ, ପଦକ ସଂଖ୍ୟା ୧୫...

ଓଡ଼ିଶାଲାଇଭ୍ ବ୍ୟୁରୋ ଟୋକିଓ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ବଢ଼ିବାରେ ଲାଗିଛି। ଶୁକ୍ରବାର ସୁଟିଙ୍ଗ ପ୍ରତିଯୋଗିତାରେ କମାଲ କରିଛନ୍ତି ଭାରତର ଆଉ ଦୁଇ ଖେଳାଳି। ଏଥିପାଇଁ ଜଣେ ସ୍ଵର୍ଣ୍ଣ ପଦକ ହାସଲ କରିଥିବାବେଳେ ଆଉ...

ଟୋକିଓ ପାରାଲିମ୍ପିକ୍ସ : ସ୍ଵର୍ଣ୍ଣ ପରେ ବ୍ରୋଞ୍ଜ ଜିତିଲେ ଅବନୀ ଲେଖାର, ପଦକ ସଂଖ୍ୟା ୧୨କୁ ବୃଦ୍ଧି

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତ ବର୍ଷ ଟୋକିଓ ପାରାଲିମ୍ପିକ୍ସରେ ଇତିହାସ ରହିଛନ୍ତି ଅବନୀ ଲେଖାର। ପ୍ରଥମେ ୧୦ମିଟର ଏୟାର ରାଇଫଲରେ ସ୍ଵର୍ଣ୍ଣ ପଦକ ଜିତିଥିଲେ ଆଉ ଏବେ ୫୦ମିଟର ରାଇଫଲ ପ୍ରତିଯୋଗିତାରେ ଜିତିଛନ୍ତି ବ୍ରୋଞ୍ଜ...

ଭାରତ ସହ ଭଲ ସମ୍ପର୍କ ରଖିବାକୁ ଚାହୁଁଛି ତାଲିବାନ!

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ପ୍ରତି ଆମ ଆଡୁ ବିପଦ ନାହିଁ: ତାଲିବାନ ଆଫଗାନ-ଭାରତ ମଧ୍ୟରେ ତୃତୀୟ ରାଷ୍ଟ୍ର ଆସିବ ନାହିଁ ଭାରତ ସହ ପୁଣିଥରେ ବ୍ୟବସାୟିକ ସମ୍ପର୍କ ଯୋଡ଼ିବାକୁ ତାଲିବାନ ଆଗ୍ରହୀ...

ଟୋକିଓରେ ଭାରତର ଟେକ : ପାରାଲିମ୍ପିକ୍ସରେ ଦେଶକୁ ମିଳିଲା ପ୍ରଥମ ସ୍ୱର୍ଣ୍ଣ, ଦୁଇ ଦିନରେ ସମୁଦାୟ ୭ ପଦକ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ପାଇଁ ଗର୍ବ ଓ ଗୌରବର ବିଷୟ। ଟୋକିଓ ପାରାଲିମ୍ପିକ୍ସରେ ଲଗାତାର ଦୁଇ ଦିନରେ ଭାରତୀୟ ଖେଳାଳିମାନେ ଦେଶକୁ ୭ ପଦକ ଉପହାର ଦେଲେଣି। ସୋମବାର ପାରା ଆଥଲେଟ ଅବନୀ ଲେଖାର...

ଆତଙ୍କବାଦୀଙ୍କ ଆଡ୍ଡା ପାଲଟିଛି ଆଫଗାନିସ୍ତାନ – ବିଶ୍ୱ ପାଇଁ ବିପଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଫଗାନିସ୍ତାନରେ ଆତଙ୍କବାଦୀଙ୍କ ଆଡ୍ଡା ତାଲିବାନଠୁ ଅଧିକ ଭୟଙ୍କର ସଙ୍ଗଠନ ରହିଛି ବିଶ୍ୱବ୍ୟାପୀ ଆତଙ୍କୀ କାର୍ଯ୍ୟକଳାପ ବୃଦ୍ଧି ନେଇ ଆଶଙ୍କା ତାଲିବାନ ଦଖଲକୁ ଚାଲିଯିବା ପରେ ଆଫଗାନିସ୍ତାନରେ ଭୟଙ୍କର ସ୍ଥିତି ଲାଗି ରହିଛି।...

ଟୋକିଓ ପାରାଲିମ୍ପିକ୍ସ : ଭାରତ ପାଇଁ ପ୍ରଥମ ପଦକ ସୁନିଶ୍ଚିତ କଲେ ଟେବୁଲ୍ ଟେନିସ୍ ଖେଳାଳି ଭାବିନା ପଟେଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଟୋକିଓ ପାରାଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ପଦକ ସୁନିଶ୍ଚିତ କରିଛନ୍ତି ପାରା ଆଥଲେଟ୍ ଭାବିନା ପଟେଲ। ସେ ସେମି ଫାଇନାଲ ରାଉଣ୍ଡରେ ଚୀନ ଖେଳାଳି ମିୟାଓ ଝାଙ୍ଗଙ୍କୁ ହରାଇ ଫାଇନାଲ ରାଉଣ୍ଡରେ...

ଆମେରିକା ନେଲା ପ୍ରତିଶୋଧ – ଆଫଗାନିସ୍ତାନରେ ଆତଙ୍କବାଦୀ ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ

 ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଫଗାନିସ୍ତାନର ରାଜଧାନୀ କାବୁଲସ୍ଥିତ ହମିଦ କାରଜାଇ ଆନ୍ତର୍ଜାତିକ ବିମାନ ବନ୍ଦର ବାହାରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣର ପ୍ରତିଶୋଧ ନେଇଛି ଆମେରିକା। ବିସ୍ଫୋରଣ କରିଥିବା ଆତଙ୍କବାଦୀ ଗୋଷ୍ଠୀ ଆଇଏସ୍‌ଆଇଏସ୍‌-କେର ଆଡ୍ଡାରେ କରିଛି ଏୟାରଷ୍ଟ୍ରାଇକ।...

କାବୁଲ ବୋମା ବିସ୍ଫୋରଣ ପରେ ଆଫଗାନରୁ ସେନା ପ୍ରତ୍ୟାହାର ନିଷ୍ପତ୍ତି ବଦଳାଇବ କି ଆମେରିକା?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଫାଗାନିସ୍ତାନରେ ସିରିଜ୍‌ ବିସ୍ଫୋରଣ ୧୩ ଆମେରିକୀୟ ସୈନ୍ୟ ମୃତ ଆତଙ୍କବାଦୀଙ୍କୁ କଡ଼ା ଜବାବ ଦିଆଯିବ କହିଲେ ବାଇଡେନ୍‌ ଆଫଗାନିସ୍ତାନରୁ ସେପ୍ଟେମ୍ବର ୧୧ ସୁଦ୍ଧା ନିଜ ସୈନ୍ୟ ପ୍ରତ୍ୟାହାର କରି ନେବାକୁ ଘୋଷଣା...