National

ବଢ଼ିଲା ଚ୍ୟାନେଲ ଚୟନ ସୀମା, ଫେବ୍ରୁଆରୀ ୧ରୁ ଦେଖିବେ ପସନ୍ଦର ଚ୍ୟାନେଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଢ଼ିଲା କେବୁଲ ଓ ଡିଟିଏଚ୍ ଉପଭୋକ୍ତାଙ୍କ ଚ୍ୟାନେଲ ଚୟନ ସମୟ ସୀମା। ଫେବ୍ରୁଆରୀ ୧ରୁ ନିଜ ପସନ୍ଦର ଚ୍ୟାନେଲ ଦେଖିପାରିବେ ଉପଭୋକ୍ତା। ସେହି ଚ୍ୟାନେଲଗୁଡ଼ିକ ପାଇଁ ଅର୍ଥ ଦେବାକୁ ପଡ଼ିବ। ପୂର୍ବରୁ...

ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ୨୦୨୧ କୋଟି ଟଙ୍କା

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଶାସନ ଡୋରକୁ ସମ୍ଭାଳିବାର ହୋଇସାରିଲାଣି ପାୟ ସାଢେ ୪ ବର୍ଷ। ଏହି ସମୟ ମଧ୍ୟରେ ସେ ଅନେକ ଯୋଜନା ପ୍ରଣୟନ କରିଛନ୍ତି। ତେବେ ଏସବୁ ଭିତରେ...

କେବଳ ମନମୋହନ ନୁହନ୍ତି, ଏମାନେ ବି ଥିଲେ ଦେଶର ‘ଆକ୍ସିଡେଣ୍ଟାଲ’ ପ୍ରାଇମ ମିନିଷ୍ଟର

ଓଡ଼ିଶାଲାଇଭ୍ ବ୍ୟୁରୋ ଅନୁପମ୍ ଖେର ଅଭିନୀତ ଫିଲ୍ମ ‘ଦ ଆକ୍ସି ଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର’ର ଟ୍ରେଲର ରିଲିଜ ହୋଇଛି। ଟ୍ରେଲର ରିଲିଜ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ମନମୋହନ ସିଂହ...

୬୦୦ ବର୍ଷର ପୁରୁଣା ମସଜିଦ, ରୋବୋଟ୍ ଟ୍ରାନ୍ସପୋର୍ଟର ଦ୍ୱାରା କରାଗଲା ସ୍ଥାନାନ୍ତର

ଓଡ଼ିଶାଲାଇଭ୍‌ ବ୍ୟୁରୋ ତୁର୍କୀର ହାସନ କେଫ୍ ସହରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ୬୧୦ ବର୍ଷର ପୁରୁଣା ମସଜିଦକୁ ଦୁଇ କିଲୋମିଟର ଦୂରରେ ନେଇ ଅବସ୍ଥାପିତ କରାଯାଇଛି। ଏହି ମସଜିଦର ଓଜନ ୪୬୦୦...

ମେଲବର୍ଣ୍ଣ ଟେଷ୍ଟ : ବିଜୟ ପାଇଁ ୨ ୱିକେଟ୍ ଦୂରରେ ଭାରତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମେଲବର୍ଣ୍ଣରେ ଚାଲିଥିବା ତୃତୀୟ ଟେଷ୍ଟରେ ଘରୋଇ ଅଷ୍ଟ୍ରେଲିଆ ଦଳ ପରାଜୟର ଦ୍ୱାର ଦେଶରେ ପହଞ୍ଚିଯାଇଛି। ୩୯୯ ରନର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଚତୁର୍ଥ ଦିନ ଖେଳ ଶେଷସୁଦ୍ଧା...

ରେଳ ଦୁର୍ଘଟଣା ରୋକିବ ରୋବଟ୍‌ ‘ଉସ୍ତାଦ’

ଓଡ଼ିଶାଲାଇଭ୍ ବ୍ୟୁରୋ ରୋବଟ୍‌ର ନାମ ରହିଛି ଉସ୍ତାଦ ନାଗପୁର ଡିଭିଜନ ଏହାକୁ ନିର୍ମାଣ କରିଛି କର୍ମଚାରୀଙ୍କ କାମ ସହଜ କରିବ ନିର୍ଭୁଲ ତଥ୍ୟ ଦେବ କମ୍ପ୍ୟୁଟରଓ ମୋବାଇଲରେ ରୋବଟ୍‌କୁ ନିୟନ୍ତ୍ରଣ କରିହେବ ଏଣିକି ରେଳ...

ଜାମ୍ମୁ କାଶ୍ମୀର ପୁଲୱାମାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଆତଙ୍କବାଦୀ ନିପାତ

ଓଡ଼ିଶାଲାଇଭ୍ ବ୍ୟୁରୋ ଜାମ୍ମୁ କାଶ୍ମୀର ପୁଲୱାମା ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଫଳରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ଭିତରେ ଗୁଳି ବିନିମୟ ଆରମ୍ଭ ହୋଇିଥଲା। ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଆତଙ୍କବାଦୀ ନିପାତ...

ଖଣିରେ ଫସି ରହିଛନ୍ତି ୧୫ ଶ୍ରମିକ – ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାରକାର୍ଯ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ମେଘାଳୟରେ ଏକ କୋଇଲା ଖଣିରେ ଫସିରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର ପାଇଁ  ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଛି ଅପରେସନ। ମେଘାଳୟର କୋଇଲା ଖଣିରେ ୧୭ଦିନ ହେଲା ଫସି ରହିଛନ୍ତି ଶ୍ରମିକ। ଶ୍ରମିକମାନଙ୍କୁ ଉଦ୍ଧାର ପାଇଁ...

ରିଲାଏନ୍ସ ଜିଓର ‘ହାପି ନ୍ୟୁ ଇଅର’ ଅଫର୍‌ – ପାଆନ୍ତୁ ୧୦୦ ପ୍ରତିଶତ କ୍ୟାସବ୍ୟାକ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ରିଲାଏନ୍ସ ଜିଓ ଆଣିଲା ନୂଆ ଅଫର୍‌। ୩୯୯ ଟଙ୍କା ରିଚାର୍ଜରେ ପାଇବେ ୧୦୦ ପ୍ରତିଶତ କ୍ୟାସବ୍ୟାକ୍‌। ନ୍ୟୁ ଇଅର ଅବସରରେ ରିଲାଏନ୍ସ ଜିଓ ପୁଣି ଥରେ ଭେଟି ଦେଉଛି ହାପି ନିୟ୍ୟୁ ଇଅର...

ମିଶନ ‘ଗଗନୟାନ’କୁ କ୍ୟାବିନେଟ ମଞ୍ଜୁରି

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଗଗନୟାନ ପାଇଁ ୧୦ ହଜାର କୋଟି ଟଙ୍କାର ବ୍ୟୟବରାଦ ୭ ଦିନ ପାଇଁ ୩ ଭାରତୀୟ ଯିବେ ମହାକାଶ ଇସ୍ରୋର ମିଶନ 'ଗଗନୟାନ'କୁ ମିଳିଲା କ୍ୟାବିନେଟ...