ଦଣ୍ଡ ପରେ ସଜ୍ଜନ କୁମାରଙ୍କ ଇସ୍ତଫା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୋଷୀ ସାବ୍ୟସ୍ତ ହେବା ପରେ କଂଗ୍ରେସ ଛାଡ଼ିଲେ ସଜ୍ଜନ୍ କୁମାର।
୧୯୮୪ ମସିହାରେ ଶିଖ୍ ବିରୋଧୀ ଦଙ୍ଗା ମାମଲାରେ ବରିଷ୍ଠ କଂଗ୍ରେସ ନେତା ସଜ୍ଜନ କୁମାର ଦୋଷୀ ସାବ୍ୟସ୍ତ ହେବା ପରେ କଂଗ୍ରେସ ସଦସ୍ୟ...
ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ବଡ଼ ବୟାନ: ସରକାର କେବେ ବି ଉର୍ଜିତଙ୍କ ଇସ୍ତଫା ମାଗିନଥିଲେ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅର୍ଥମନ୍ତ୍ରୀ ଅରୁଣ ଜେଟଲି ମଙ୍ଗଲବାର ଏକ ମନ୍ତବ୍ୟରେ କହିଛନ୍ତି ସରକାର ଆରବିଆଇର ପୂର୍ବ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କ ଇସ୍ତଫା ମାଗିନଥିଲେ। ଏକ ସାକ୍ଷାତକାରରେ ଜେଟଲି କହିଛନ୍ତି କି ସରକାରଙ୍କୁ ଆରବିଆଇର ପୁଞ୍ଜି...
ଏଣିକି ଫ୍ରିରେ ପାଇବେ ଏଲ୍ପିଜି କନେକ୍ସନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ସବୁ ଗରିବ ପରିବାରକୁ ଉଜ୍ଜଳାରେ ଏଲ୍ପିଜି ଗ୍ୟାସ୍ କନେକ୍ସନ୍ ଫ୍ରିରେ ଦିଆଯିବ।
୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ମୋଦି ସରକାର ଗରିବମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ଗରିବ ପରିବାରଙ୍କୁ ଉଜ୍ଜଳା ଯୋଜନା...
ଭାରତର ପରାଜୟ: ୧-୧ରେ ସିରିଜ ବରାବର କଲା ଅଷ୍ଟ୍ରେଲିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତ ପରାଜୟ ହୋଇଛି। ଅଷ୍ଟ୍ରେଲିଆ ଦ୍ୱାରା ଧାର୍ଯ୍ୟ ୨୮୭ ରନ୍ରେ ବିଜୟ ଲକ୍ଷ୍ୟକୁ ପିଚ୍ଛା କରୁଥିବା ଭାରତ ପର୍ଥ ଟେଷ୍ଟରେ ଶୋଚନୀୟ ପରାଜୟ ବରଣ କରିଛି।...
‘ଦ ଲଙ୍ଗ୍ ୱାକ ଫ୍ରମ ଡାର୍କନେସ ଟୁ ଲାଇଟ’ ପୁସ୍ତକ ଉନ୍ମୋଚିତ
ଓଡ଼ିଶାଲାଇଭ୍ ବ୍ୟୁରୋ
କିମ୍ବଦନ୍ତୀ ପର୍ବତାରୋହୀ ଶ୍ରୀ କୁସାଙ୍ଗ ଦୋର୍ଜି ଶେର୍ପାଙ୍କ ଆତ୍ମଜୀବନୀ ଉପରେ ଆଧାରିତ ପୁସ୍ତକ 'ଦ ଲଙ୍ଗ୍ ୱାକ ଫ୍ରମ ଡାର୍କନେସ ଟୁ ଲାଇଟ' ଉନ୍ମୋଚିତ ହୋଇଛି।
ବିଶିଷ୍ଟ ବନ୍ୟପ୍ରାଣୀବିତ୍ ତଥା ଦୁଃସାହସିକ କ୍ରୀଡ଼ା...
ପ୍ରତିଶ୍ରୁତି ରକ୍ଷା କଲେ କମଲନାଥ, ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହେବ କୃଷି ଋଣ ଛାଡ଼
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ କୃଷି ଋଣ ଛାଡ଼ କରିବାକୁ ଘୋଷଣା କଲେ କମଲନାଥ।
ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିବା କ୍ଷଣି କମଲନାଥ ତାଙ୍କ ପ୍ରତିଶ୍ରୁତି ରକ୍ଷା କରିଛନ୍ତି।...
ପର୍ଥ ଟେଷ୍ଟ – ଭାରତ ଆଗରେ ୧୭୫ ରନ୍ର ଟାର୍ଗେଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ପର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟ ହାସଲ ପାଇଁ ଭାରତୀୟ ଦଳକୁ ୧୭୫ ରନ୍ର ଲକ୍ଷ୍ୟ।
ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି ପର୍ଥରେ ଚାଲିଥିବା ଭାରତ ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ ମ୍ୟାଚ। ସୋମବାର ଚତୁର୍ଥ...
ଡୋନାଲ୍ଡ ଟ୍ରମ୍ପଙ୍କର ମହିଳା ରୂପ! ସୋସିଆଲ ମିଡିଆରେ ଫଟୋ ଭାଇରାଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୋସିଆଲ ମିଡିଆରେ ଏକ ମହିଳାଙ୍କର ଫଟୋ ବହୁତ ଭାଇରାଲ ହେବାରେ ଲାଗିଛି। ଭାଇରାଲ ହେଉଥିବା ଫଟୋରେ ମହିଳା ଜଣକ କାନ୍ଧରେ କୋଦାଳ ପକାଇଛନ୍ତି। କ୍ଷେତରେ ଛିଡ଼ା ହୋଇଛନ୍ତି ଏବଂ ଦେଖିବାକୁ ଅବିକଳ...
ଏଣିକି ବିମାନ ଯାତ୍ରାରେ ଫୋନରେ କଥା ହୋଇପାରିବେ ଯାତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିମାନ ଯାତ୍ରୀଙ୍କୁ ଉଡ଼ାଣ ସମୟରେ ମୋବାଇଲରେ କଥା ହେବା ଏବଂ ଡାଟା ବ୍ୟବହାର କରିବାର ପ୍ରତୀକ୍ଷା ଶୀଘ୍ର ସମାପ୍ତ ହେବାକୁ ଯାଉଛି। କାରଣ ଯାତ୍ରୀ ବିମାନରେ ଯାତ୍ରା ସମୟରେ ମୋବାଇଲରେ କଥା...
ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡାଦେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
୧୯୮୪ ମସିହାରେ ଶିଖ୍ ବିରୋଧୀ ଦଙ୍ଗା ମାମଲାରେ ବରିଷ୍ଠ କଂଗ୍ରେସ ନେତା ସଜ୍ଜନ କୁମାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସୋମବାର ଦିଲ୍ଲୀ ହାଇକୋର୍ଟ ସଜ୍ଜନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହା ସହିତ...




















