ବୁଧବାର ରଣବୀର-ଦୀପିକାଙ୍କ ବାହାଘର, ଅପେକ୍ଷାରେ ଇଟାଲୀର ରୟାଲବିଲା
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଆଉ କିଛି ଘଣ୍ଟାର ପ୍ରତୀକ୍ଷା ପରେ ବିବାହ ବନ୍ଧନରେ ଆବଦ୍ଧ ହେବେ ଦୀପିକା ଓ ରଣବୀର। ୧୪ ଓ ୧୫ ନଭେମ୍ବର ଦୁଇ ଦିନ ଧରି ଇଟାଲୀରେ ଉଭୟଙ୍କର ବାହାଘର...
ଏୟାର ଏସିଆର ଜବରଦସ୍ତ ଅଫର୍ – ମାତ୍ର ୩୯୯ ଟଙ୍କାରେ ବିମାନ ଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଯଦି ଆପଣ ଶସ୍ତାରେ ଦେଶ ବିଦେଶ ବୁଲିବା ପାଇଁ ପ୍ଲାନ କରିଛନ୍ତି ତେବେ ବୁଲିଯିବା ପାଇଁ ପ୍ରକୃଷ୍ଟ ସମୟ ଆସିଯାଇଛି। ଦେଶର ପ୍ରମୁଖ ଏୟାର ଲାଇନ୍ସ ଏୟାର ଏସିଆ ଦେଶ ଭିତରେ...
ଶିଶୁକୁ ମା’କୋଳରୁ ଝାମ୍ପିନେଲା ମାଙ୍କଡ଼
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଗ୍ରାର ରୁନକତା ଗାଁରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ମାଙ୍କଡ଼ ମା’ କୋଳରୁ ୧୨ ଦିନର ଶିଶୁପୁତ୍ରକୁ ଛଡାଇ ନେଇ ନିର୍ମମ ଭାବେ ତାର ଜୀବନ ନେଇଯାଇଛି। ମହିଳା...
ରିଙ୍ଗ୍ରେ ରାକ୍ଷୀଙ୍କୁ କଚାଡ଼ିଲେ ବିଦେଶୀ ରେସଲର
ଓଡ଼ିଶାଲାଇଭ୍ ବ୍ୟୁରୋ
ସବୁବେଳେ ଚର୍ଚ୍ଚାରେ ରହୁଥିବା ରାକ୍ଷୀ ସାୱନ୍ତ ଏଥର ଅଡ଼ୁଆରେ ପଡ଼ିଯାଇଛନ୍ତି। ପଞ୍ଚକୁଲାର ତାଉ ଦେବୀଲାଲ ଷ୍ଟାଡିୟମ୍ରେ ଆୟୋଜିତ ହୋଇଥିବା ସିଡବ୍ଲୁଇ ରେସଲିଂର ଫାଇଟରେ ଆହତ ହୋଇଛନ୍ତି ରାକ୍ଷୀ। ତାଙ୍କ ଅଣ୍ଟାରେ ଆଘାତ...
ଭୋକରେ କାନ୍ଦୁଥିଲା ଶିଶୁ, ଏୟାର ହୋଷ୍ଟେସ କରାଇଲେ ସ୍ତନ୍ୟପାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଫିଲିପିନ୍ସର ଏକ ଏୟାରଲାଇନରେ କାର୍ଯ୍ୟରତ ଜଣେ ଏୟାର ହୋଷ୍ଟେସ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଏୟାର ହୋଷ୍ଟେସ ଜଣଙ୍କ ଅଜଣା ପାସେଞ୍ଜରଙ୍କ ଶିଶୁକୁ ସନ୍ତ୍ୟପାନ କରାଇଛନ୍ତି। ନିଜ କର୍ତବ୍ୟରୁ...
ଗଙ୍ଗାରେ ପ୍ରଥମ ମଲ୍ଟି ମୋଡାଲ ଟର୍ମିନାଲ ଲୋକାର୍ପିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗଙ୍ଗା ନଦୀରେ ଦେଶର ପ୍ରଥମ ମଲ୍ଟି ମୋଡାଲ ଟର୍ମିନାଲ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ବାରଣାସୀର ରାମନଗରରେ ହୋଇଥିବା ପ୍ରଥମ ମଲ୍ଟି ମୋଡାଲ ଟର୍ମିନାଲର ଉଦ୍ଘାଟନ କରିଛନ୍ତି। ଏହା...
ଡିଏଲ୍ କି ଆରସି ନଥିଲେ ଆଉ ଡର ନାହିଁ – ଦେବାକୁ ପଡ଼ିବନି ଜୋରିମାନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଣିକି ପାଖରେ ଡ୍ରାଇଭିଂ ଲାଇସେନ୍ସ କି ଆରସି ନଥିଲେ ଚିନ୍ତା କରିବାର ନାହିଁ। ଯଦି ମନେ ନାହିଁ କି ଘରେ ଛାଡ଼ି ଦେଇଛନ୍ତି ତା’ହେଲେ ବ୍ୟସ୍ତ ହେବାର ନାହିଁ। ଟ୍ରାଫିକ ପୋଲିସ...
କେମିତି ବଦଳାଇବେ ଚିରା ଫଟା ନୋଟ? ଜାଣନ୍ତୁ ଆରବିଆଇ ନୂଆ ନିୟମ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଧିକାଂଶ ସମୟରେ ଆମେ ଚିରାଫଟା ନୋଟକୁ ନେଇ ସମସ୍ୟାର ସମ୍ମୁଖୀନ ହୋଇଥାଉ। ଫଟା ନୋଟ୍ ସହିତ କ’ଣ କରିବା ଉଚିତ୍ ଅଧିକାଂଶ ଲୋକଙ୍କୁ ଜଣାନଥାଏ। ଜାଣନ୍ତୁ କେବେ ଓ କେମିତି ଏହାକୁ...
ଆରପାରିରେ ଅନନ୍ତ କୁମାର – ୨୨ ବର୍ଷରେ ହାରିନାହାନ୍ତି ଗୋଟିଏ ବି ନିର୍ବାଚନ
ଓଡ଼ିଶାଲାଇଭ୍ ବ୍ୟୁରୋ
୫ଟି ଘଟଣା ପାଇଁ ସବୁବେଳେ ମନେ ରହିବେ ଅନନ୍ତ କୁମାର।
ମୋଦି କ୍ୟାବିନେଟର ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାରଙ୍କ ଆଜି ପରଲୋକ ହୋଇଛି। ବେଙ୍ଗାଳୁରୁରେ ଚିକିତ୍ସାଧୀନ ଅବସ୍ଥାରେ ୫୯ ବର୍ଷ ବୟସରେ...
ସାବଧାନ! ଫୋନରେ ଏହିସବୁ ଆପ୍ସ ରହିଛି କି?
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁଗୁଲ ପ୍ଲେ ଷ୍ଟୋରରେ ଏମିତି କିଛି ଆପ୍ ଅଛି, ଯାହା ଗୋପନୀୟ ତଥ୍ୟକୁ ଚୋରି କରିପାରେ।
ଯଦି ଆପଣ ମୋବାଇଲ ବ୍ୟବହାର କରୁଛନ୍ତି ତାହାଲେ ସାବଧାନ ହୋଇଯାଆନ୍ତୁ। ଇଏସଇଟିର ସିକ୍ୟୁରିଟି ବିଶେଷଜ୍ଞଙ୍କ କହିବା...





















