ନଭେମ୍ବର ୨୮ରୁ ଭୁବନେଶ୍ୱରରୁ କୋଚି ଓ ଗୁଆହାଟିକୁ ଉଡ଼ିବ ବିମାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। ବିମାନ ଉଡ଼ାଣ କମ୍ପାନୀ ଇଣ୍ଡିଗୋ ପକ୍ଷରୁ ଆସନ୍ତା ନଭେମ୍ବର ୨୮ରୁ ଭୁବନେଶ୍ୱରରୁ କୋଚି ଓ ଗୁଆହାଟିକୁ ବିମାନ ସେବା ଯୋଗାଇ ଦିଆଯିବ।
ଓଡ଼ିଶାରୁ ଯେଉଁମାନେ କୋଚି...
ଓଡ଼ିଆ ଝିଅର କମାଲ, ଏସିଆନ ପାରା ଗେମ୍ସରେ ବ୍ରୋଞ୍ଜ ଜିତିଲେ ଜୟନ୍ତୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଇଣ୍ଡୋନେସିଆର ଜାକର୍ତାରେ ଆୟୋଜିତ ଏସିଆନ ପାରା ଗେମ୍ସରେ ଓଡ଼ିଆ ଝିଅ ଜୟନ୍ତୀ ବେହେରା ବ୍ରୋଞ୍ଜ ପଦକ ଜିତି ଓଡ଼ିଶା ପାଇଁ ଗୌରବ ହାସଲ କରିଛନ୍ତି।
ଇଣ୍ଡୋନେସିଆର ଜାକର୍ତାରେ ଆୟୋଜିତ ଏସିଆନ ପାରା ଗେମ୍ସରେ...
ଉତ୍ତରାଖଣ୍ଡରେ ଇନଭେଷ୍ଟର୍ସ ମିଟ୍ ଉଦଘାଟନ କଲେ ମୋଦି – ପଢ଼ନ୍ତୁ କ’ଣ କହିଲେ ପ୍ରଧାନମନ୍ତ୍ରୀ?
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନିକିଆ ଉତ୍ତରାଖଣ୍ଡ ଗସ୍ତରେ ଯାଇଛନ୍ତି। ଉତ୍ତରାଖଣ୍ଡରେ ଅନୁଷ୍ଠିତ ଇନଭେଷ୍ଟର୍ସ ମିଟ୍କୁ ଉଦଘାଟନ କରିଛନ୍ତି ମୋଦି। ଉଦଘାଟନୀ ଉତ୍ସବରେ ମୋଦି କ'ଣ କହିଲେ ଜାଣନ୍ତୁ:-
ଗୁଜରାଟକୁ ଦକ୍ଷିଣ...
ପୁରୀରୁ ମୋଦି – କେତେ ବାସ୍ତବ କେତେ କଳ୍ପନା?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନରେନ୍ଦ୍ର ମୋଦି ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ହେବା ନେଇ ପୁଣି ଜୋର୍ ଧରିଛି ଚର୍ଚ୍ଚା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଲୋକସଭା ନିର୍ବାଚନରେ ପୁରୀରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଏକ...
ଇଣ୍ଡିଆ ସ୍କିଲ୍ସ – ୨୦୧୮ ପ୍ରତିଯୋଗିତାରେ ଓଡ଼ିଶାର କ୍ଲିନସୁଇପ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାତୀୟ ସ୍ତରରେ ଓଡ଼ିଶା ଟିମର ଶ୍ରେଷ୍ଠତ୍ୱ ପ୍ରଦର୍ଶନ
ପ୍ରତିଭା ଦେଖାଇଲେ ପ୍ରତିଯୋଗୀ
ଓଡ଼ିଶାକୁ ମିଳିଲା ୪ ସ୍ୱର୍ଣ୍ଣ, ୯ଟି ରୌପ୍ୟ, ୬ଟି କାଂସ୍ୟ ପଦକ
ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଇଣ୍ଡିଆ ସ୍କିଲ୍ସ -...
ତେଜିଲା ପ୍ରଚାର – ରାଜସ୍ଥାନରେ ମୋଦି, ମଧ୍ୟପ୍ରଦେଶରେ ରାହୁଲ
ଓଡ଼ିଶାଲାଇଭ୍ ବ୍ୟୁରୋ
୫ ରାଜ୍ୟ ପାଇଁ ନିର୍ବାଚନ ବିଗୁଲ ଫୁଙ୍କିଛନ୍ତି ଭାରତୀୟ ନିର୍ବାଚନ କମିଶନ। ମୋଦି, ରାହୁଲଙ୍କୁ ନେଇ ସରଗରମ ପ୍ରଚାର ମଇଦାନ।
୫ଟି ରାଜ୍ୟରେ ହେବ ବିଧାନସଭା ନିର୍ବାଚନ। ଏଥିପାଇଁ ଭାରତୀୟ ନିର୍ବାଚନ କମିଶନ...
ବିଶାଖାପାଟଣାରେ ‘ଆମେ ଓଡ଼ିଆ ଆମ ଭାଷା ଓଡ଼ିଆ’ କାର୍ଯ୍ୟକ୍ରମର ଶୁଭାରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶାଖାପାଟଣା: ହାତରେ ଖଡ଼ି, ସିଲଟ ଧରି ପିଲାମାନେ ପଢୁଛନ୍ତି ଓଡ଼ିଆ ପାଠ। ଓଡ଼ିଆ ବର୍ଣ୍ଣମାଳା, ପଣିକିଆ ଏବଂ ତା'ସାଙ୍ଗକୁ ପିଲାମାନଙ୍କୁ ଶିଖାଯାଉଛି ଓଡ଼ିଆରେ କଥାବର୍ତ୍ତା। ଓଡ଼ିଶାରେ ଥିବା କୌଣସି ସ୍କୁଲରେ ନୁହେଁ,...
୫ ରାଜ୍ୟ ପାଇଁ ଘୋଷଣା ହେଲା ନିର୍ବାଚନ ତାରିଖ, ଡିସେମ୍ବର ୧୧ରେ ରେଜଲ୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
୫ ରାଜ୍ୟରେ ବାଜିଲା ନିର୍ବାଚନ ବିଗୁଲ୍। ନଭେମ୍ବର ୧୨ରୁ ଡିସେମ୍ବର ୭ ଯାଏଁ ଭୋଟ।
ଛତିଶଗଡ଼ରେ ନଭେମ୍ବର ୧୨ ଓ ୨୦ରେ ଭୋଟ
ନଭେମ୍ବର ୨୮ରେ ମଧ୍ୟପ୍ରଦେଶ ଏବଂ ମିଜୋରାମରେ ଭୋଟ
...
ଓଡ଼ିଶା ଟ୍ରାଭେଲ୍ ବଜାରର ୨ୟ ସଂସ୍କରଣ ଉଦ୍ଘାଟିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଗାମୀ ବିଶ୍ୱକପ୍ ପାଇଁ ହେବ ବେଶ୍ ଲାଭପ୍ରଦ
ବିକାଶ ପଥରେ ଓଡ଼ିଶା ପର୍ଯ୍ୟଟନ
ପର୍ଯ୍ୟଟକ ଆଗମନ ବର୍ଷକୁ ବଢ଼ୁଛି ୯%
“ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ, ଐତିହ୍ୟ ଓ ସଂସ୍କୃତି ବିଶ୍ୱସ୍ତରୀୟ, ଯାହା...
ଓଡ଼ିଶା ଟ୍ରାଭେଲ ବଜାରର ୨ୟ ସଂସ୍କରଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୋଟିଏ ପ୍ଲାଟଫର୍ମରେ କ୍ରେତା ଓ ବିକ୍ରେତା
ଯୋଗଦେବେ ୨୩ଟି ଦେଶର ୬୦ ବିଦେଶୀ ପର୍ଯ୍ୟଟନ ପରିଚାଳକ
ଆୟୋଜିତ ହେବ ୧୮୦୦ ବିଟୁବି ବୈଠକ
ଓଡ଼ିଶା ପର୍ଯ୍ୟଟନ ଉତ୍ପାଦର ପ୍ରଚାର ଓ...





















