National

ସଡ଼କ ଦୁର୍ଘଟଣାରେ ସାଉଥ୍‌ ସୁପରଷ୍ଟାର ନନ୍ଦମୁରୀ ହରିକୃଷ୍ଣାଙ୍କ ମୃତ୍ୟୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ   ଦକ୍ଷିଣ ଭାରତୀୟ ଫିଲ୍ମର ସୁପରଷ୍ଟାର ନନ୍ଦମୁରୀ ହରିକୃଷ୍ଣାଙ୍କ ବୁଧବାର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ତେଲୁଗୁ ଅଭିନେତା ନନ୍ଦମୁରି ହରିକୃଷ୍ଣଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ। ସେ ଜଣେ ଅଭିନେତା ସହ ଟିଡିପିର...

ମାଓ ନେତା ବାରବରା ରାଓ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଷଡ଼ଯନ୍ତ୍ର କରିଥିଲେ ବାରବରା ରାଓ। ପ୍ରଖ୍ୟାତ ବିପ୍ଲବୀ କବି ତଥା ମାଓ ଚିନ୍ତକ ବାରବରା ରାଓ ଗିରଫ। ବାରବରାଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି ପୁନେ ପୋଲିସ। ପ୍ରଧାନମନ୍ତ୍ରୀଙ୍କ...

୪୯ ବର୍ଷ ପରେ ବଦଳିଲେ ଡିଏମକେ ସୁପ୍ରିମୋ – ମଙ୍ଗ ଧରିଲେ ଷ୍ଟାଲିନ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ  ବଡ଼ ଭାଇଙ୍କ ଏମକେ ଆଲାଗିରିଙ୍କ ଧମକ ସତ୍ତ୍ଵେ ମଙ୍ଗଳବାରଦିନ ଡିଏମକେର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ଏମକେ ଷ୍ଟାଲିନ୍। ଦୀର୍ଘ ୪୯ ବର୍ଷ ପରେ ବଦଳିଛନ୍ତି ଡିଏମକେ ସୁପ୍ରିମୋ। ଏମ କରୁଣାନିଧିଙ୍କୁ ପରଲୋକ ପରେ...

ଅନଲାଇନରେ ଏଫଆଇଆର ଦାଏର କରିପାରିବେ କି ? ଜାଣନ୍ତୁ ଏଥିରେ କ’ଣ ରହିଛି ସମସ୍ୟା

  ଓଡ଼ିଶାଲାଇଭ୍‌ ବ୍ୟୁରୋ ଘରେ ବସି ଅନଲାଇନ୍‌ରେ ଏଫଆଇଆର୍ (ଇ- ଏଫଆଇଆର୍) ଦାଏର୍ କରିପାରିବେ କି ନାହିଁ ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ଆଇନ କମିଶନଙ୍କୁ ପ୍ରଶ୍ନ କରିଛନ୍ତି। ଅନଲାଇନରେ ଏଫଆଇଆର ଦାଏର କରିହେବ କି ନାହିଁ...

ଓଡ଼ିଆ ଝିଅ ଦୂତି ଚାନ୍ଦଙ୍କ କମାଲ – ଏସିଆନ ଗେମ୍ସରେ ଜିତିଲେ ରୌପ୍ୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜାକର୍ତ୍ତାରେ ଚାଲିଥିବା ଏସୀୟ କ୍ରୀଡାରେ ଓଡ଼ିଆ ଝିଅ ଦୂତି ଚାନ୍ଦ ୧୦୦ ମିଟର ଦୌଡର ଫାଇନାଲରେ ରୌପ୍ୟ ପଦକ ଜିତିଛନ୍ତି। ଓଡ଼ିଆ ଝିଅ ଦୂତି ଚାନ୍ଦଙ୍କ କମାଲ। ଦୂତି ନିଜ କ୍ୟାରିୟରରେ...

ଆଜି ରାଖୀ ପୂର୍ଣ୍ଣିମା – ରାଜନେତାଙ୍କ ଫଟୋ ଥିବା ରାଖୀର ଡିମାଣ୍ଡ ବେଶୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ରାଖୀ ପୂର୍ଣ୍ଣିମା। ଭାଇ ହାତରେ ଭଉଣୀ ରାଖୀ ବାନ୍ଧି ତାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିବ। ବଦଳରେ ଭାଇ ଭଉଣୀକୁ ସୁରକ୍ଷା ଦେବାର ସଂକଳ୍ପ ନେବ। ଏହି ପର୍ବ...

୨୦୧୯ ପାଇଁ କମର କଷିଲେ ରାହୁଲ୍ – ୯ ଜଣିଆ କୋର୍ କମିଟି ଉପରେ କଂଗ୍ରେସର ଭରସା

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୯ରେ ଦଳର ପ୍ରଚାର ମଙ୍ଗ ସମ୍ଭାଳିବା ପାଇଁ ୯ ଜଣିଆ କୋର୍ କମିଟି ଗ୍ରୁପ୍ ଗଠନ କରିଛନ୍ତି ରାହୁଲ ଗାନ୍ଧି। ୨୦୧୯ ନିର୍ବାଚନ ପାଇଁ କମର କଷିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି।...

ପଳାତକ ବିଜୟ ମାଲ୍ୟାଙ୍କୁ ଏତେ ଆଦର କାହିଁକି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତର ବିଭିନ୍ନ ବ୍ୟାଙ୍କରୁ ପ୍ରାୟ ୯୦୦୦ କୋଟି ଟଙ୍କାର ଋଣ କରି ଲଣ୍ଡନ ପଳାଇଥିବା ବିଜୟ ମାଲ୍ୟାଙ୍କୁ ପ୍ରତ୍ୟାର୍ପଣ କରାଗଲେ ସେ ଭାରତର କେଉଁ ଜେଲ୍‌ରେ ରହିବେ ତାହାର ଏକ ଭିଡିଓ...

ଲାଲୁଙ୍କୁ ଡବଲ୍ ଝଟକା – ଅଗଷ୍ଟ ୩୦ ତାରିଖ ସୁଦ୍ଧା ଆତ୍ମସମର୍ପଣ କରିବାକୁ ଝାଡ଼ଖଣ୍ଡ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚାରା ଘୋଟାଲା ମାମଲାରେ ଲାଲୁ ପ୍ରସାଦଙ୍କ ଜାମିନ ଆବେଦନର ଖାରଜ କରିଦେଇଛନ୍ତି ଝାଡ଼ଖଣ୍ଡ ହାଇକୋର୍ଟ। ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଡବଲ୍ ଝଟକା। ଚାରା ଘୋଟାଲା ମାମଲାରେ ଲାଲୁଙ୍କ ଜାମିନ ଆବେଦନର...

ବାଜପେୟୀଙ୍କ ଝିଆରୀ ଉଠାଇଲେ ପ୍ରଶ୍ନ – ‘ଚିତାଭସ୍ମକୁ ନେଇ ବିଜେପି କରୁଛି ରାଜନୀତି’

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାଜପେୟୀଙ୍କ ଝିଆରୀ କରୁଣା ଶୁକ୍ଲା ବିଜେପିକୁ କରିଛନ୍ତି ସମାଲୋଚନା। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ 'ଚିତାଭସ୍ମ' ଶୋଭାଯାତ୍ରା ଉପରେ ପ୍ରଶ୍ନ ଉଠାଇଛନ୍ତି ବାଜପେୟୀଙ୍କ ଝିଆରୀ କରୁଣା ଶୁକ୍ଲା। ୨୦୧୯ ଲୋକସଭା ନିର୍ବାଚନରେ...