National

ଏସିଆନ୍‌ ଗେମ୍ସ – ସୁଟିଂରେ ଦୀପକ କୁମାର ଜିତିଲେ ରୌପ୍ୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ  ୨୦୧୮ ଏସିଆନ୍‍ ଗେମ୍‍ରେ ଭାରତକୁ ଆଜି ୧୦ ମିଟର ଏୟାର ରାଇଫଲରେ ଆଉ ଏକ ପଦକ ମିଳିଛି। ଭାରତୀୟ ସୁଟର ଦୀପକ କୁମାର ରୌପ୍ୟ ପଦକ ଜିତିଛନ୍ତି। ପୁରୁଷ ୧୦ ମିଟର୍‌ ଏୟାର୍‌...

କେରଳରେ ପ୍ରଳୟଙ୍କାରୀ ବନ୍ୟା, ମୃତ୍ୟୁ ସଂଖ୍ୟା ଛୁଇଁଲା ୩୫୭

ଓଡ଼ିଶାଲାଇଭ୍‌ ବ୍ୟୁରୋ କେରଳରେ ପ୍ରଳୟଙ୍କାରୀ ବନ୍ୟା। ବନ୍ୟା ପାଣି କମିବାର ନାଁ ଧରୁନି। ଦିନ ଯେତିକି ଗଡ଼ୁଛି ପାଣି ମଧ୍ୟ ସେତିକି ବଢ଼ୁଛି। ଫଳରେ ଲୋକେ ଆତଙ୍କିତ ହୋଇଯାଇଛନ୍ତି। ଏପଟେ ଶନିବାର ଆଉ ୩୩...

ସେପ୍ଟେମ୍ବର ୧ରୁ ସୁରତରେ ‘ଓଡ଼ିଶା ପର୍ବ’: ନାଚ-ଗୀତରେ ଝୁମିବେ, ଓଡ଼ିଆ ଖାଦ୍ୟର ମଜା ନେବେ ଦର୍ଶକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁରଟରେ 'ଓଡ଼ିଶା ପର୍ବ'ର ତୃତୀୟ ସଂସ୍କରଣ ନୂଆଦିଲ୍ଲୀ ପରେ ପ୍ରଥମ ଥର ପାଇଁ ସୁରଟରେ ଏହି ଉତ୍ସବ ଉତ୍ସବକୁ ଆକର୍ଷଣୀୟ କରିବା ପାଇଁ 'ଓଡ଼ିଆ ସମାଜ' ପକ୍ଷରୁ ଜୋରଦାର ପ୍ରସ୍ତୁତି ...

ଜାତିସଂଘର ପୂର୍ବତନ ମହାସଚିବ କୋଫି ଆନନଙ୍କ ପରଲୋକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜାତିସଂଘର ପୂର୍ବତନ ମହାସଚିବ କୋଫି ଆନନଙ୍କର ଆଜି ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ସେ ୧୯୯୭ରୁ ୨୦୦୬ ପର୍ଯ୍ୟନ୍ତ ମହାସଚିବ ରହିଥିଲେ। ମହାସଚିବ ରହିଥିବା ବେଳେ...

କେରଳରେ ଆକାଶମାର୍ଗରୁ ବନ୍ୟା ପରିସ୍ଥିତି ଦେଖିଲେ ପ୍ରଧାନମନ୍ତ୍ରୀ – ୫୦୦ କୋଟି ସହାୟତା ଘୋଷଣା

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକାଶମାର୍ଗରୁ କେରଳ ବନ୍ୟା ପରିସ୍ଥିତି ବୁଲି ଦେଖିବା ସହ ୫୦୦ କୋଟି ଟଙ୍କାର ଅତିରିକ୍ତ ସହାୟତା ରାଶି ଘୋଷଣା କରିଛନ୍ତି। କେରଳ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ ଆକାଶମାର୍ଗରୁ ଦେଖିଛନ୍ତି...

ଇମ୍ରାନ ଖାନ୍‌ଙ୍କ ନୂଆ ଇନିଂସ୍ – ପାକିସ୍ତାନର ୨୨ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ୍‌ ଖାନ୍‌ ଶପଥ ଗ୍ରହଣ କରିଛନ୍ତି। ୨୨ତମ ପ୍ରଧାନମନ୍ତ୍ରୀ ଭାବେ ସେ ଶପଥ ନେଇଛନ୍ତି। ପୂର୍ବତନ ପାକିସ୍ତାନ କ୍ରିକେଟର ଇମ୍ରାନ ଖାନ୍‌ଙ୍କ ନୂଆ ଇନିଂସ୍। ପାକିସ୍ତାନ ତେହରିକ୍‌...

କେରଳରେ ୩୨୪ ଜଣଙ୍କ ଜୀବନ ନେଲା ବନ୍ୟା, ୧୦୦ ବର୍ଷ ଭିତରେ ସବୁଠୁ ବଡ଼ ବନ୍ୟା

ଓଡ଼ିଶାଲାଇଭ୍‌ ବ୍ୟୁରୋ କେରଳରେ ବନ୍ୟା ପରିସ୍ଥିତି ଭୟଙ୍କର ହେଉଛି। ରାଜ୍ୟର ୧୩ଟି ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି। ରାଜ୍ୟରେ ୮୦ଟି ଡ୍ୟାମ ଖୋଲାଯାଇଥିବା ବେଳେ ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା ୩୨୪କୁ ବୃଦ୍ଧି...

ଯୁଗ ଯୁଗ ଧରି ଲୋକଙ୍କ ମନରେ ରହିବେ ବାଜପେୟୀ – ରାମଦେବ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=oI5y-w8TWs4] ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ଯୋଗ ଗୁରୁ ବାବା ରାମଦେବ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିଚାରଣ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତି ଚାରଣ କରିଛନ୍ତି...

ବିଜେପିର ତ୍ରିମୂର୍ତ୍ତି ଯୁଗ ଶେଷ – ବାଜପେୟୀଙ୍କୁ ଝୁରୁଛନ୍ତି ଆଡ଼ଭାନି, ଯୋଶୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଟଳ ବିହାରୀ ବାଜପେୟୀ - ଲାଲକୃଷ୍ଣ ଆଡ଼ଭାନି-ମୂରଲୀ ମନୋହର ଯୋଶୀଙ୍କୁ ବିଜେପିର ତ୍ରିମୂର୍ତ୍ତି ଭାବେ ବିବେଚନା କରାଯାଉଥିଲା। ଏହି ତିନି ଜଣଙ୍କ ଯୋଡ଼ି ହିଁ ବିଜେପିକୁ କ୍ଷମତାକୁ ଆଣିବାରେ ସମର୍ଥ ହୋଇଥିଲା।...

ଅଲବିଦା ଅଜାତଶତ୍ରୁ! ପଞ୍ଚଭୂତରେ ଲୀନ ହେଲା ବାଜପେୟୀଙ୍କ ପାର୍ଥିବ ଶରୀର

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଷ୍ଟ୍ରିୟ ମର୍ଯ୍ୟାଦାର ସହ ଶେଷ ହେଲା ଅନ୍ତିମ ସଂସ୍କାର ସ୍ମୃତି ସ୍ଥଳରେ ଦିଆଗଲା ବିଦାୟ ଶ୍ରଦ୍ଧାଞ୍ଜଳି ଦେଲେ ବହୁ ବିଶିଷ୍ଟ ବ୍ୟକ୍ତି ନେପାଳ ରାଜା ଦେଲେ ଶ୍ରଦ୍ଧାଞ୍ଜଳି ପାଳିତ ଝିଅ...