ରେକର୍ଡ ସ୍ତରରେ ସେନସେକ୍ସ: ୨୦୦ ପଏଣ୍ଟ୍ ବୃଦ୍ଧି
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତ ସପ୍ତାହରେ ସେନସେକ୍ସ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଗୁରୁବାରଦିନ କାରବାର ଆରମ୍ଭ ହେବା ବେଳେ ସେନ୍ସେକ୍ସ ୨୧୨.୮୫ ପଏଣ୍ଟ ବା ୦.୫୯ ପ୍ରତିଶତ ବୃଦ୍ଧି ପାଇ ୩୬,୪୭୮.୭୮ରେ ପହଞ୍ଚିଥିଲା।
ସେହିପରି ଜାତୀୟ ଷ୍ଟକ୍...
ତାଜମହଲକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ତାଜମହଲର ସୌନ୍ଦର୍ଯ୍ୟ ରକ୍ଷା କରିନପାରିଲେ ଏହାକୁ ବନ୍ଦ କରିଦିଅ ବୋଲି ଚରମବାଣୀ ଶୁଣାଇଛନ୍ତି ସୁପ୍ରିମକୋର୍ଟ।
ବିଶ୍ୱପ୍ରସିଦ୍ଧ ତାଜମହଲର ରକ୍ଷଣାବେକ୍ଷଣକୁ ନେଇ କେନ୍ଦ୍ର ଓ ଉତ୍ତରପ୍ରଦେଶ ସରକାରଙ୍କୁ ଚରମବାଣୀ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ତାଜମହଲର ସୌନ୍ଦର୍ଯ୍ୟ...
୨୦୧୯ରେ ବିଜେପି ସରକାରକୁ ଆସିଲେ ଭାରତ ହେବ ‘ହିନ୍ଦୁ ପାକିସ୍ତାନ’: ଶଶି ଥରୁର
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପି ଯଦି ୨୦୧୯ରେ ନିର୍ବାଚିତ ହେବ ତେବେ ଭାରତ ‘ହିନ୍ଦୁ ପାକିସ୍ତାନ’ ହୋଇଯିବ ବୋଲି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି କଂଗ୍ରେସ ନେତା ଶଶି ଥରୁର।
କଂଗ୍ରେସ ନେତା ଶଶି ଥରୁରଙ୍କ ପୁଣି ବିବାଦୀୟ...
ବିଶ୍ୱ ଅର୍ଥ ବ୍ୟବସ୍ଥା ତାଲିକାରେ ଷଷ୍ଠ ସ୍ଥାନରେ ଭାରତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅର୍ଥନୈତିକ କ୍ଷେତ୍ରରେ ଭାରତ ଫ୍ରାନ୍ସକୁ ପଛରେ ପକାଇ ବିଶ୍ୱର ଷଷ୍ଠ ସର୍ବବୃହତ ଦେଶ ଭାବେ ଉଭା ହୋଇଛି। ବିଶ୍ୱବ୍ୟାଙ୍କ ପକ୍ଷରୁ ପ୍ରକାଶ ପାଇଥିବା ସର୍ଭେ ରିପୋର୍ଟରୁ ଏହା ଜଣାପଡ଼ିଛି।
୨୦୧୭ରେ ଭାରତର ମୋଟ ଘରୋଇ...
ରାହୁଲଙ୍କ ମିଶନ-୨୦୧୯: ସବୁ ପିସିସି ମୁଖିଆଙ୍କୁ ରିପୋର୍ଟ ମାଗିଲେ ହାଇକମାଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୯ ନିର୍ବାଚନ ବୈତରଣୀ ପାର୍ ହେବା ପାଇଁ କ'ଣ କରିବା ଦରକାର? ଏନେଇ ରାହୁଲ ସବୁ ପିସିସି ସଭାପତିଙ୍କୁ ମାଗିଛନ୍ତି ରିପୋର୍ଟ।
ବିଜେପିକୁ ୨୦୧୯ ନିର୍ବାଚନରେ କ୍ଷମତାରୁ ଦୂରେଇ ରଖିବା ପାଇଁ କଂଗ୍ରେସ...
ହ୍ଵାଟସଆପରେ ଫେକ୍ ନ୍ୟୁଜ୍ ଫରୱାର୍ଡ କରୁଛନ୍ତି କି? ଥରେ ଭାବନ୍ତୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ହ୍ଵାଟ୍ସଆପ୍ ଭାରତରେ ମିଥ୍ୟା ଖବର ଓ ଗୁଜବ ପ୍ରସାର ରୋକିବାକୁ ପ୍ରଚେଷ୍ଟା ଆରମ୍ଭ କରିଛି।
ଗତ କିଛିଦିନ ଧରି ମେସେଜିଂ ଆପ୍ଲିକେସନ୍ ହ୍ଵାଟ୍ସଆପ୍ ଜରିଆରେ ପିଲାଚୋରି ଗୁଜବ ଖବର ବ୍ୟାପିବାରେ ଲାଗିଛି। ଏହାର କୁପରିଣତି...
ମାଓ ଦମନରେ ଆଉ ଏକ ସଫଳତା: ଏନ୍କାଉଣ୍ଟରରେ ୨ ହାର୍ଡକୋର୍ ମାଓବାଦୀ ନିହତ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ ଚାଲିଥିବା ମାଓ ଦମନ ଅପରେସନରେ ପୋଲିସକୁ ମିଳିଛି ବଡ଼ ସଫଳତା। ଛତିଶଗଡ଼ର ସୁକ୍ମା ନିକଟରେ ଡିଆର୍ଜି ଯବାନଙ୍କ ଗୁଳିରେ ଦୁଇ ଜଣ ହାର୍ଡକୋର୍ ମାଓବାଦୀ...
‘ରେପିସ୍ତାନ’ ଟୁଇଟ୍ କରି ଅଡୁଆରେ କାଶ୍ମୀରର ଆଇଏଏସ୍ ଅଧିକାରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାମ୍ମୁ ଓ କାଶ୍ମୀରର ଆଇଏଏସ୍ ଅଧିକାରୀ ଶାହ ଫୈସଲ ଦକ୍ଷିଣ ଏସିଆରେ ବୃଦ୍ଧି ପାଉଥିବା ବଳାତ୍କାର ଘଟଣାକୁ ଆଧାରକରି ‘ରେପିସ୍ତାନ’ ଟୁଇଟ୍ କରି ଫସିଛନ୍ତି ଅଡ଼ୁଆରେ।
ସରକାରୀ ଚାକିରିଆମାନେ ସୋସିଆଲ୍ ମିଡିଆରେ...
ଯେ କୌଣସି ଭାରତୀୟ ଭାଷାରେ କହିପାରିବେ ରାଜ୍ୟସଭା ସଦସ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଣିକି ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦ ଅନ୍ତର୍ଭୁକ୍ତ ଯେ କୌଣସି ଭାରତୀୟ ଭାଷାରେ ରାଜ୍ୟସଭା ସଦସ୍ୟମାନେ ଗୃହରେ କହିପାରିବେ।
ଏଣିକି ରାଜ୍ୟସଭା ସଦସ୍ୟମାନେ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦ ଅନ୍ତର୍ଭୁକ୍ତ ଯେ କୌଣସି ଭାରତୀୟ...
ଇଜ୍ ଅଫ୍ ଡୁଇଙ୍ଗ ବିଜିନେସ୍ ତାଲିକାର ୧୪ତମ ସ୍ଥାନରେ ଓଡ଼ିଶା
ଓଡ଼ିଶାଲାଇଭ୍ ବ୍ୟୁରୋ
ଇଜ୍ ଅଫ୍ ଡୁଇଙ୍ଗ ବିଜିନେସ୍ ତାଲିକାର ୧୧ତମ ସ୍ଥାନରେ ଥିବା ଓଡ଼ିଶା ୧୪ତମ ସ୍ଥାନକୁ ଖସି ଆସିଛି।
କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଛି ଇଜ୍ ଅଫ୍ ଡୁଇଙ୍ଗ...





















