National

ସୁସ୍ଥ ଅଛନ୍ତି ବାଜପେୟୀ: ରକ୍ତଚାପ-ହୃଦସ୍ପନ୍ଦନ ସ୍ୱାଭାବିକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରୁଛି। ଗତ ୪୮ ଘଣ୍ଟା ଭିତରେ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଉନ୍ନତି ହୋଇଥିବା ଏମ୍‌ସ ପକ୍ଷରୁ ଆଜି ଜାରି କରାଯାଇଥିବା ବୁଲେଟିନରେ ସୂଚନା ଦିଆଯାଇଛି। ଏମ୍‌ସ...

ପତ୍ନୀ ଓ ଝିଅଙ୍କୁ କିଛି ଦେଲେନି ଭୟୁଜୀ ମହାରାଜ: ବ୍ୟକ୍ତିଗତ ସହାୟକଙ୍କ ନାଁରେ କଲେ ସବୁ ସମ୍ପତ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆତ୍ମହତ୍ୟା ପୂର୍ବରୁ ଭୟୁଜୀ ମହାରାଜ ପତ୍ନୀ ଓ ଝିଅ ନୁହେଁ, ବ୍ୟକ୍ତିଗତ ସହାୟକଙ୍କ ନାଁ’ରେ କଲେ ସବୁ ସମ୍ପତ୍ତି। ଆଧ୍ୟାତ୍ମକ ଗୁରୁ ଭୟୁଜୀ ମହାରାଜଙ୍କ ଆତ୍ମହତ୍ୟା ମାମଲାରେ ଏକ ନୂଆ ମୋଡ଼ ଆସିଛି।...

ମୁମ୍ବାଇ ୱର୍ଲିରେ ଭୟାବହ ଅଗ୍ନିକାଣ୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୁମ୍ବାଇ ୱର୍ଲିସ୍ଥିତ ଏକ ଆପାର୍ଟମେଣ୍ଟର ୩୨ ନମ୍ବର ଫ୍ଲାଟରେ ବୁଧବାର ଅପରାହ୍ଣରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନଥିବା ଜଣାପଡ଼ିଛି। ୧୦ଟି ଦମକଳ ଗାଡ଼ି ନିଆଁ...

ସରକାରୀ ବ୍ୟାଙ୍କ ଉପରେ ନିୟନ୍ତ୍ରଣ ପାଇଁ ରିଜର୍ଭ ବ୍ୟାଙ୍କ ପାଖରେ ଆବଶ୍ୟକ କ୍ଷମତା ନାହିଁ

ଓଡ଼ିଶାଲାଇଭ୍ ବିଜ୍‌ନେସ୍ ବ୍ୟୁରୋ ରିଜର୍ଭ ବ୍ୟାଙ୍କ୍ ପାଇଁ ସଂସଦୀୟ ଷ୍ଟାଣ୍ଡିଂ କମିଟି ନିକଟରେ ଅଧିକ କ୍ଷମତା ମାଗିଲେ ଗଭର୍ଣ୍ଣର ଉର୍ଜିତ୍‌ ପଟ୍ଟେଲ୍। ଦେଶରେ ଏବେ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଦେଖା ଦେଇଥିବା ଅନି।ୟମିତତା ସବୁଠାରୁ ବଡ଼ ଆର୍ଥିକ...

ଉତ୍ତର ପ୍ରଦେଶରେ ବସ୍ ଓଲଟି ୧୭ ମୃତ; ୩୭ରୁ ଅଧିକ ଆହତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉତ୍ତର ପ୍ରଦେଶର ମୈନ୍‌ପୁରୀ ଜିଲ୍ଲାରେ ଘରୋଇ ବସ୍‌ ଓଲଟି ପଡ଼ି ୧୭ ଜଣ ଯାତ୍ରୀ ପ୍ରାଣ ହରାଇବା ସହ ୩୭ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଉତ୍ତର ପ୍ରଦେଶର ମୈନ୍‌ପୁରୀ ଜିଲ୍ଲାରେ ବୁଧବାର...

ନିଜକୁ ଗୁଳି ମାରି ଆତ୍ମହତ୍ୟା କଲେ ସନ୍ଥ ଭୟୁଜୀ ମହାରାଜ: କାରଣ ଅସ୍ପଷ୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମଧ୍ୟପ୍ରଦେଶ ସରକାରରେ ରାଷ୍ଟ୍ରମନ୍ତ୍ରୀ ଥିବା ସନ୍ଥ ଭୟୁଜୀ ମହାରାଜ ନିଜକୁ ଗୁଳି ମାରି ଆତ୍ମହତ୍ୟା କରିଛନ୍ତି। ତାଙ୍କ ନିଜ ବାସଭବନରେ ଘଟିଛି ଏଭଳି ଅଘଟଣ। ଘଟଣା ଘଟିବାର କିଛି ସମୟ ପରେ ତାଙ୍କୁ...

ଆରଏସ୍ଏସ୍ ବିରୋଧରେ ଅପମାନସୂଚକ ମନ୍ତବ୍ୟ ଦେବା ମାମଲା: ନିଜକୁ ନିର୍ଦ୍ଦୋଷ କହିଲେ ରାହୁଲ ଗାନ୍ଧି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆରଏସ୍‌ଏସ୍‌ ବିରୋଧରେ ଅପମାନସୂଚକ ମନ୍ତବ୍ୟ ଦେବା ମାମଲାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଙ୍ଗଳବାର ମହାରାଷ୍ଟ୍ରର ଭିୱଣ୍ଡି କୋର୍ଟରେ ହାଜର ହୋଇଛନ୍ତି। କୋର୍ଟରେ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି ରାହୁଲ। କଂଗ୍ରେସ ରାଷ୍ଟ୍ରୀୟ...

ସୁଧୁରୁଛି ଅଟଳ ବିହାରୀ ବାଜପେୟୀଙ୍କ ସ୍ଵାସ୍ଥ୍ୟବସ୍ଥା

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି। କିନ୍ତୁ ତାଙ୍କୁ ଏବେ ମେଡିକାଲରୁ ଡିସଚାର୍ଜ କରାଯିବ ନାହିଁ ବୋଲି ଡାକ୍ତରମାନେ ପ୍ରକାଶ କରିଛନ୍ତି।  ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିବା...

କିମ୍ ଜଙ୍ଗ ଉନ-ଟ୍ରମ୍ପଙ୍କ ମଧ୍ୟରେ ଐତିହାସିକ ମିଳନ: ଏବେ ବିଶ୍ଵ ଦେଖିବ ବିରାଟ ପରିବର୍ତ୍ତନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସିଙ୍ଗାପୁରରେ ଉତ୍ତରକୋରିଆ ଶାସକ କିମ୍‌ ଜଙ୍ଗ ଉନ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବହୁ ପ୍ରତିକ୍ଷୀତ ଐତିହାସିକ ଶିଖର ସମ୍ମିଳନୀ ଶେଷ ହୋଇଛି। ହାତ ମିଳାଇଲେ ଦୁଇ ପରସ୍ପର ବିରୋଧୀ।...

ଦିଲ୍ଲୀ ଏମ୍‌ସରେ ବାଜପେୟୀଙ୍କୁ ଭେଟିଲେ ମୋଦି, ରାହୁଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅଟଳ ବିହାରୀ ବାଜପେୟୀ ଦିଲ୍ଲୀ ଏମ୍‌ସରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଛନ୍ତି। ବାଜପେୟୀଙ୍କର ରୁଟିନ ଚେକ୍ ଚାଲିଥିବା ବିଜେପି ପକ୍ଷରୁ କୁହାଯାଉଥିବା ବେଳେ...