National

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀଙ୍କ ପରଲୋକ

ଓଡ଼ିଶାଲାଇଭ୍ ବ୍ୟୁରୋ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଶିବସେନା ନେତା ମନୋହର ଯୋଶୀଙ୍କ ପରଲୋକ ଘଟିଛି। ଶୁକ୍ରବାର ସକାଳେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ...

ଥମିବ ହିଂସା: ମୂଳ ରାୟକୁ ହଟାଇଲେ ମଣିପୁର ହାଇକୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଥମିବ ମଣିପୁର ହିଂସା। ଶେଷରେ ମଣିପୁର ହିଂସାର ମୂଳ କାରଣ ପାଲଟିଥିବା ରାୟକୁ ହଟାଇଲେ ମଣିପୁର ହାଇକୋର୍ଟ। ଗତ ୨୦୨୩ ମସିହା ମାର୍ଚ୍ଚ ୨୭ ତାରିଖରେ ଦିଆଯାଇଥିବା ନିର୍ଦ୍ଦେଶକୁ କୋର୍ଟ ରଦ୍ଦ...

ଆସିଲା ଆଇପିଏଲ୍ ୨୦୨୪ ଖେଳସୂଚୀ, ଉଦଘାଟନୀ ମ୍ୟାଚରେ ଚେନ୍ନାଇ-ବେଙ୍ଗାଳୁରୁ ଟକ୍କର

ଓଡ଼ିଶାଲାଇଭ୍ ବ୍ୟୁରୋ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୪ର ଖେଳସୂଚୀ ଗୁରୁବାର ପ୍ରକାଶ ପାଇଛି। ମାର୍ଚ୍ଚ ୨୨ ତାରିଖରେ ଚେନ୍ନାଇର ଏମଏ ଚଦାମ୍ବରମ ଷ୍ଟାଡିୟମରେ ଆଇପିଏଲର ୧୭ତମ ସଂସ୍କରଣର ଉଦଘାଟନୀ ମ୍ୟାଚ୍‌ ଅନୁଷ୍ଠିତ ହେବ।...

ଶୁକ୍ରବାରରୁ ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ: ସିରିଜ୍ ହାତେଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଶୁକ୍ରବାରଠାରୁ ରାଞ୍ଚିରେ ଆରମ୍ଭ ହେଉଛି ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ ମ୍ୟାଚ। ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ଵରେ ମ୍ୟାଚ୍ ପାଇଁ ପ୍ରସ୍ତୁତ ହୋଇଛି ଭାରତୀୟ ଦଳ। ରାଜକୋଟରେ ତୃତୀୟ ଟେଷ୍ଟ ଜିତି ସିରିଜରେ...

ଦିଲ୍ଲୀରେ ହେବ ଆପ୍-କଂଗ୍ରେସ ମେଣ୍ଟ, ଏକାଠି ଲଢ଼ିବେ ଲୋକସଭା ନିର୍ବାଚନ

ଓଡ଼ିଶାଲାଇଭ୍ ବ୍ୟୁରୋ ଲୋକସଭା ନିର୍ବାଚନ ପୂର୍ବରୁ ସରଗରମ ହେଲାଣି ଦିଲ୍ଲୀ ରାଜନୀତି। ଜୋରସୋର ପ୍ରସ୍ତୁତି ଆରମ୍ଭ କରିଛନ୍ତି ଆମ ଆଦମୀ ପାର୍ଟି (ଆପ) ଏବଂ କଂଗ୍ରେସ। ଦିଲ୍ଲୀରେ ଆପ-କଂଗ୍ରେସ ମେଣ୍ଟ କରିବାକୁ ସହମତି ପ୍ରକାଶ...

ହିଂସାତ୍ମକ ହେଉଛି କୃଷକମାନଙ୍କ ‘ଦିଲ୍ଲୀ ଚଲୋ’ ଆନ୍ଦୋଳନ, ପଞ୍ଜାବ-ହରିଆଣା ସୀମାରେ ପୋଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଭିନ୍ନ ଦାବି ନେଇ ଏକାଧିକ କୃଷକ ସଂଗଠନ ଆରମ୍ଭ କରିଥିବା ‘ଦିଲ୍ଲୀ ଚଲୋ’ ଆନ୍ଦୋଳନ ହିଂସାତ୍ମକ ହେବାରେ ଲାଗିଛି। ଏଥିରେ ହରିଆଣା ପୋଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି। ଫଳରେ ଜଣେ...

ଏଥର ଓଡ଼ିଶାରେ ସରକାର ଗଢ଼ିବ ବିଜେପି – ରାଜନାଥ ସିଂହ

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଛି ବିଜେପି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ଦକ୍ଷିଣ ଓ ପଶ୍ଚିମ...

ବାରବାଟୀ ଷ୍ଟାଡିୟମର ନବକଳେବର: ୬୦ ହଜାରକୁ ବଢ଼ିବ ଦର୍ଶକ କ୍ଷମତା, ଖର୍ଚ୍ଚ ହେବ ୬୦୦ କୋଟି ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା କ୍ରିକେଟର ଏନ୍ତୁଡ଼ିଶାଳ କଟକ ବାରବାଟୀ ଷ୍ଟାଡିୟମର ନବକଳେବର ହେବାକୁ ଯାଉଛି। ବର୍ତ୍ତମାନର ଷ୍ଟାଡିୟମକୁ ସମ୍ପୂର୍ଣ୍ଣ ଭଙ୍ଗାଯାଇ ସେହି ସ୍ଥାନରେ ଏକ ଅତ୍ୟାଧୁନିକ ବିଶ୍ଵସ୍ତରୀୟ ଷ୍ଟାଡିୟମର ନିର୍ମାଣ କରାଯିବ। ଏଥିରେ ପ୍ରାୟ...

ଖେଲୋ ଇଣ୍ଡିଆ ଓ୍ୱିଣ୍ଟର ଗେମ୍ସ ୨୦୨୪: ଓଡ଼ିଶାରୁ ପ୍ରତିନିଧିତ୍ଵ କରିବେ ‘ସ୍ନୋ ଗାର୍ଲ’ ରଞ୍ଜିତା ବେହେରା

ଓଡ଼ିଶାଲାଇଭ୍ ବ୍ୟୁରୋ (ଅଭିଷେକ ରାୟ): ଶୀତକାଳୀନ କ୍ରୀଡ଼ାରେ ଜାତୀୟ ସ୍ତରରେ ତରକା ଭାବେ ଉଭା ହୋଇଛନ୍ତି ଓଡ଼ିଶାର ‘ସ୍ନୋ ଗାର୍ଲ’ ରଞ୍ଜିତା ବେହେରା। ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ‘ଆଲପାଇନ ସ୍କିଙ୍ଗ୍‌’ରେ ନିଜର...

କିଟ୍ ବିଶ୍ଵବିଦ୍ୟାଳୟରେ ‘ବ୍ଲୁ ଇକୋନୋମି ନାସନାଲ କନଫରେନ୍ସ’: ସମୁଦ୍ରକୁ ନେଇ ଅର୍ଥନୈତିକ ଅଭିବୃଦ୍ଧି ଉପରେ ହେଲା ମାନସମନ୍ଥନ

ଅଭିଷେକ ରାୟ ଭୁବନେଶ୍ଵର ସ୍ଥିତ କିଟ୍ ବିଶ୍ଵବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ‘ବ୍ଲୁ ଇକୋନୋମି ନାସନାଲ କନଫରେନ୍ସ’। ଏହି ଦୁଇଦିନିଆ ସମ୍ମିଳନୀରେ ସମୁଦ୍ରକୁ ନେଇ ଅର୍ଥନୈତିକ ଅଭିବୃଦ୍ଧି ଉପରେ ବିଭିନ୍ନ ଆଲୋଚନା କରାଯାଇଥିଲା। ଓଡ଼ିଶା ବିଜ୍ଞାନ...