National

ସରକାରୀ ବଙ୍ଗଳା ଛାଡ଼ିଲେ ମହୁଆ ମୋଇତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ସରକାରୀ ବଙ୍ଗଳା ଖାଲି କଲେ ଟିଏମସି ନେତା ମହୁଆ ମୋଇତ୍ରା। ବଙ୍ଗଳା ଖାଲି କରିବାକୁ ନେଇ ହାଇକୋର୍ଟରେ ମହୁଆଙ୍କ ଆବେଦନ ଖାରଜ ହେବା ପରେ ଶୁକ୍ରବାର ଦିନ ସେ ବଙ୍ଗଳା ଖାଲି...

ଇପିଏଫଓରେ ଜନ୍ମ ତାରିଖ ପ୍ରମାଣପତ୍ର ଭାବେ ଗ୍ରହଣୀୟ ହେବନି ଆଧାର କାର୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ପକ୍ଷରୁ ଆଧାର କାର୍ଡକୁ ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି। ଏବେ ଇପିଏଫଓରେ କୌଣସି କାର୍ଯ୍ୟ ପାଇଁ ଆଧାର କାର୍ଡକୁ ଜନ୍ମ ତାରିଖ ପ୍ରମାଣପତ୍ର ଭାବେ...

ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ: ଜାନୁଆରି ୨୨ରେ କେନ୍ଦ୍ର ସରକାରଙ୍କ ସବୁ କାର୍ଯ୍ୟାଳୟରେ ଅଧା ଦିନ...

ଓଡ଼ିଶାଲାଇଭ୍ ବ୍ୟୁରୋ ଅଯୋଧ୍ୟାର ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଜାନୁଆରି ୨୨ ତାରିଖରେ ଅଧା ଦିନ ଛୁଟି ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ସାରା ଦେଶରେ ଥିବା କେନ୍ଦ୍ର...

ଷ୍ଟାର୍ଟଅପ୍ ପ୍ରୋତ୍ସାହନ କ୍ଷେତ୍ରରେ ଓଡ଼ିଶାକୁ ସଫଳତା, ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବେ ମିଳିଲା ପୁରସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ ଷ୍ଟାର୍ଟଅପ୍ ପ୍ରୋତ୍ସାହନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁରସ୍କୃତ ହୋଇଛି ଓଡ଼ିଶା। କେନ୍ଦ୍ର ସରକାରଙ୍କ ରାଜ୍ୟ ଷ୍ଟାର୍ଟଅପ୍ ତାଲିକା ୨୦୨୨ରେ ଓଡ଼ିଶା ଶ୍ରେଷ୍ଠ ପ୍ରଦର୍ଶନକାରୀ ଭାବେ ସଫଳତା ହାସଲ କରିଛି। ଏନେଇ...

ଗିରିଧର ଗମାଙ୍ଗଙ୍କ ଘର ବାହୁଡ଼ା: କଂଗ୍ରେସକୁ ଫେରିଲେ ପୂରା ପରିବାର

ଓଡ଼ିଶାଲାଇଭ୍ ବ୍ୟୁରୋ ସାଧାରଣ ନିର୍ବାଚନ ପୂର୍ବରୁ ଗମାଙ୍ଗ ପରିବାରଙ୍କ ଘର ବାହୁଡ଼ା ହୋଇଛି। ବୁଧବାର ଦିନ ଦିଲ୍ଲୀଠାରେ ଗିରିଧର ଗମାଙ୍ଗ, ସ୍ତ୍ରୀ ତଥା କୋରାପୁଟର ପୂର୍ବତନ ସାଂସଦ ହେମା ଗମାଙ୍ଗ, ପୁଅ ଶିଶିର ଗମାଙ୍ଗ...

ଆଜି ଭାରତ-ଆଫଗାନିସ୍ତାନ ଶେଷ ଟି-ଟ୍ୱେଣ୍ଟି: ସିରିଜ୍ ମୂଳପୋଛ କରିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ବୁଧବାର ଆଫଗାନିସ୍ତାନ ବିପକ୍ଷରେ ଖେଳିବ ଟି-ଟ୍ୱେଣ୍ଟି ସିରିଜର ଶେଷ ମ୍ୟାଚ। ବେଙ୍ଗାଳୁରୁର ଏମ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ଵରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ପୂର୍ବରୁ ୨ଟି...

ବଢ଼ୁଛି ମହୁଆ ମୋଇତ୍ରାଙ୍କ ଅଡ଼ୁଆ, ସରକାରୀ ବଙ୍ଗଳା ଛାଡ଼ିବାକୁ ନୋଟିସ୍ ପରେ ନୋଟିସ୍

ଓଡ଼ିଶାଲାଇଭ୍ ବ୍ୟୁରୋ ବଢ଼ିବାକୁ ଲାଗିଛି ଟିଏମସି ନେତା ମହୁଆ ମୋଇତ୍ରାଙ୍କ ଅଡ଼ୁଆ। ତୁରନ୍ତ ସରକାରୀ ବଙ୍ଗଳା ଖାଲି କରିବାକୁ ମହୁଆଙ୍କୁ ପୁଣି ନୋଟିସ୍ ଜାରି କରାଯାଇଛି। ଲୋକସଭାରୁ ବହିଷ୍କାର ହେବା ପରେ ସରକାରୀ ବଙ୍ଗଳା...

ଆଜି ଲୋକାର୍ପଣ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଉତ୍ସବମୁଖର ଶ୍ରୀକ୍ଷେତ୍ର  

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ଉତ୍ସବମୁଖର ହୋଇଛି ଶ୍ରୀକ୍ଷେତ୍ର। ସମଗ୍ର ପୁରୀ ସହରରେ ଆଧ୍ୟାତ୍ମିକ ବାତାବରଣ ଖେଳି ଯାଇଛି। ବେଦମନ୍ତ୍ରରେ ପ୍ରକମ୍ପିତ ହେଉଛି ସାରା ଅଞ୍ଚଳ। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ...

ଆଇଆଇଏମସିରେ ସାମ୍ବାଦିକତା ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା ଆରମ୍ଭ, ଆବେଦନର ଶେଷ ତାରିଖ ଜାନୁଆରି ୨୪

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ଜନ ସଞ୍ଚାର ସଂସ୍ଥାନରେ (ଆଇଆଇଏମସି) ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୨୪-୨୫ ଶିକ୍ଷାବର୍ଷରେ ହିନ୍ଦୀ ଓ ଇଂରାଜୀ ସମେତ ଓଡ଼ିଆ, ଉର୍ଦ୍ଦୁ,...

ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ପୁଣି ମାଓବାଦୀଙ୍କ ହିଂସା, ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ଗୁଳି କରି ହତ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ପୁଣି ମାଓବାଦୀଙ୍କ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡର ଜରେଇକେଲାର ସମଠା ଗାଁରେ ମଙ୍ଗଳବାର ରାତିରେ ମାଓବାଦୀମାନେ ଜଣେ ବ୍ୟକ୍ତିଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ଗୁଳି କରି...