ଦିଲ୍ଲୀ ଦୃଷ୍ଟାନ୍ତ: ବାୟୁ ପ୍ରଦୂଷଣ ଚିନ୍ତା
ଓଡ଼ିଶାଲାଇଭ୍ ବ୍ୟୁରୋ
ବର୍ତ୍ତମାନ ରାଜଧାନୀ ଦିଲ୍ଲୀର ସ୍ଥିତିକୁ ଅନୁଶୀଳନ କଲେ ଆଗକୁ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଦେଖାଯାଉଛି। ବିଶ୍ଵ ତମାମ ପ୍ରଦୂଷଣ ନିୟନ୍ତ୍ରଣ ଲାଗି ଚିନ୍ତା ପ୍ରକଟ କରାଯାଉଛି। ଦୀର୍ଘ...
ଆଇସିସି କ୍ରିକେଟ ବିଶ୍ଵକପ: କୋହଲୀଙ୍କ ଜନ୍ମଦିନରେ ଭାରତର ବିରାଟ ବିଜୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ନିଜ ଜନ୍ମଦିନରେ ୪୯ତମ ଦିନିକିଆ ଶତକ ମାରିଲେ ବିରାଟ କୋହଲୀ
ସଚିନଙ୍କ ଦିନିକିଆ ଶତକର ରେକର୍ଡର ସମକକ୍ଷ ହେଲେ କୋହଲୀ
ଇଡେନ ଗାର୍ଡେନ୍ସରେ ଦକ୍ଷିଣ ଆଫ୍ରିକାକୁ ୨୪୩ ରନରେ ହରାଇଲା ଟିମ୍ ଇଣ୍ଡିଆ
ଚଳିତ ଆଇସିସି...
ଜନ୍ମମାଟିରେ ପହଞ୍ଚିଲା ସହିଦ ଓଡ଼ିଆ ଯବାନ ପ୍ରତାପ ରଞ୍ଜନ ପରିଡ଼ାଙ୍କ ପାର୍ଥିବ ଶରୀର, ଆଜି ହେବ ଅନ୍ତିମ ସଂସ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ
ମେଘାଳୟରେ ସହିଦ ହୋଇଥିବା ଓଡ଼ିଆ ଯବାନ ପ୍ରତାପ ରଂଜନ ପରିଡ଼ାଙ୍କ ପାର୍ଥିବ ଶରୀର ନିଜ ଜନ୍ମମାଟି ପୁରୀ ଜିଲ୍ଲା ଗୋପସ୍ଥିତ ମଲ୍ଲଗ୍ରାମରେ ପହଞ୍ଚିଛି। ସୋମବାର ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।...
ଆଇସିସି କ୍ରିକେଟ ବିଶ୍ଵକପ: ଆଜି ଇଡେନ ଗାର୍ଡେନ୍ସରେ ଭାରତ-ଦକ୍ଷିଣ ଆଫ୍ରିକା ଟକ୍କର
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିସି କ୍ରିକେଟ ବିଶ୍ଵକପରେ ଆଜି ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା। ଏହି ମ୍ୟାଚରେ ନିଜର ଅପରାଜୟର ଧାରାକୁ ବଜାୟ ରଖିବାକୁ ପ୍ରସ୍ତୁତ ହୋଇଛି ଟିମ୍ ଇଣ୍ଡିଆ। କୋଲକାତାର ଇଡେନ...
ଆଇସିସି କ୍ରିକେଟ ବିଶ୍ଵକପ: ଆଜି ପାକିସ୍ତାନ-ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ-ଇଂଲଣ୍ଡ କରୁଛନ୍ତି ମୁକାବିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିସି କ୍ରିକେଟ ବିଶ୍ଵକପରେ ଶନିବାର ଖେଳାଯାଉଛି ଦୁଇଟି ମୁକାବିଲା। ପ୍ରଥମ ମ୍ୟାଚରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ଟକ୍କର ନେଉଥିବାବେଳେ ଦ୍ଵିତୀୟ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଅଷ୍ଟ୍ରେଲିଆ ଓ ଇଂଲଣ୍ଡ।
ପାକିସ୍ତାନ-ନ୍ୟୁଜିଲାଣ୍ଡ ପ୍ରଥମ ମ୍ୟାଚଟି...
ଓଡ଼ିଶାର ସୀମାନ୍ତ ଚିନ୍ତା, ଉତ୍ତରରେ ପଶ୍ଚିମବଙ୍ଗ ଓ ଦକ୍ଷିଣରେ ଆନ୍ଧ୍ରର ଦାଦାଗିରି
ଭାସ୍କର ପରିଚ୍ଛା
ଓଡ଼ିଶାକୁ ଲାଗି ରହିଥିବା ରାଜ୍ୟଗୁଡ଼ିକ ପକ୍ଷରୁ ଯେଉଁଭଳି ନିରନ୍ତର ସୀମା ବିବାଦ ସୃଷ୍ଟି କରାଯାଉଛି ତାହା ଅତି ଉଦବେଗଜନକ। ଏହା ଓଡ଼ିଶାର ସମ୍ପୃକ୍ତ ରାଜ୍ୟ ସହ ଥିବା ସମ୍ପର୍କ ଉପରେ...
ନେପାଳରେ ଶକ୍ତିଶାଳୀ ଭୂମିକମ୍ପ, ୧୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ନେପାଳରେ ୬.୪ ରିକ୍ଟର ସ୍କେଲ ତୀବ୍ରତାର ବଡ଼ଧରଣର ଭୂମିକମ୍ପ
୧୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ, ଶତାଧିକ ଆହତ
ଉଦ୍ଧାର କାର୍ଯ୍ୟ ଜାରି, ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା
ଭାରତର ପଡ଼ୋଶୀ ଦେଶ ନେପାଳରେ ଶୁକ୍ରବାର ବିଳମ୍ବିତ...
ଆଇସିସି ବିଶ୍ଵକପରେ ଭାରତକୁ ଝଟକା, ଦଳରୁ ବାଦ୍ ପଡ଼ିଲେ ପ୍ରମୁଖ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିସି ବିଶ୍ଵକପ ଚାଲିଥିବାବେଳେ ଭାରତକୁ ଲାଗିଛି ଝଟକା। ଟିମ୍ ଇଣ୍ଡିଆର ପ୍ରମୁଖ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ବିଶ୍ଵକପରୁ ବାଦ୍ ପଡ଼ିଛନ୍ତି। ତାଙ୍କ ଗୋଡରେ ଲାଗିଥିବା ଆଘାତ ଭଲ ହେଉ ନଥିବାରୁ ସେ...
ଜମ୍ମୁ କଶ୍ମୀର ଉପରାଜ୍ୟପାଳଙ୍କ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଯୁବପିଢ଼ିଙ୍କ ଦକ୍ଷତାକୁ ନୂଆ ଉଚ୍ଚତାକୁ ନେବାରେ ବିଶ୍ୱ ଦକ୍ଷତା କେନ୍ଦ୍ର ବଡ଼ ଭୂମିକା ନେଉଛି - ମନୋଜ ସିହ୍ନା
ଓଡ଼ିଶା ଗସ୍ତରେ ଆସିଥିବା ଜମ୍ମୁ କଶ୍ମୀରର (କେନ୍ଦ୍ର ଶାସିତ ଅଞ୍ଚଳ) ମାନ୍ୟବର ଉପରାଜ୍ୟପାଳ...
ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂହ ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂହ। ସୁପ୍ରିମକୋର୍ଟ କଲେଜିୟମ୍ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେବା ପାଇଁ ତାଙ୍କ ନାମ ସୁପାରିସ କରିଛନ୍ତି। ସେ...





















