National

ନୂଆ ସଂସଦରେ ଆଗତ ହେଲା ମହିଳା ସଂରକ୍ଷଣ ବିଲ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶର ସଂସଦ ଓ ସବୁ ବିଧାନସଭାର ୩୩ ପ୍ରତିଶତ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ। ଆଗକୁ ଭାରତର ସଂସଦ ଓ ସବୁ ରାଜ୍ୟର ବିଧାନସଭାଗୁଡ଼ିକରେ ମହିଳାମାନଙ୍କ ଲାଗି ୩୩ ପ୍ରତିଶତ ଆସନ...

ପୃଥିବୀର କକ୍ଷ ଛାଡ଼ିଲା ‘ଆଦିତ୍ୟ ଏଲ୍-ୱାନ’, ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ଆଉ ୧୧୦ ଦିନର ଅପେକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ପୃଥିବାର ସମସ୍ତ ୫ଟି କକ୍ଷପଥକୁ ପାର୍ କଲା ‘ଆଦିତ୍ୟ ଏଲ୍-ୱାନ’ ଏବେ 'ଏଲ୍-ୱାନ' ପଏଣ୍ଟ ଅଭିମୁଖେ ଯାତ୍ରା କରୁଛି ସ୍ପେସକ୍ରାଫ୍ଟ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ଆଉ ୧୧୦ ଦିନର ଅପେକ୍ଷା...

ପୁରୁଣା ସଂସଦ ଭବନକୁ ବିଦାୟ: ଆଜିଠୁ ନୂଆ ସଂସଦ ଭବନରେ ଆରମ୍ଭ ହେବ ସ୍ଵତନ୍ତ୍ର ଅଧିବେଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠୁ ନୂଆ ସଂସଦ ଭବନରେ ଆରମ୍ଭ ହେବ ସ୍ଵତନ୍ତ୍ର ଅଧିବେଶନ। ପୁରୁଣା ସଂସଦ ଭବନକୁ ବିଦାୟ ଦେବା ପୂର୍ବରୁ ଏହାର ସେଣ୍ଟ୍ରାଲ ହଲରେ ଏକ ସମାରୋହ ଆୟୋଜନ କରାଯାଇଛି। ଏଥିରେ ଉଭୟ...

ମହିଳା ସଂରକ୍ଷଣ ବିଲରେ ବସିବ କେନ୍ଦ୍ରର ମୋହର!

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣିଥରେ ଜାତୀୟ ସଂସଦରେ ମହିଳା ସଂରକ୍ଷଣ ବିଲ୍ ସମ୍ପର୍କରେ ଦାବି ଉଠାଇଛି ବିଜୁ ଜନତା ଦଳ। ସଂସଦର ସ୍ଵତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲ୍ ପାସ୍ ନେଇ ଦାବି କରିଛନ୍ତି ବିଜେଡି...

ଏସବିଆଇରେ ୪୩୯ଟି ସ୍ପେସାଲିଷ୍ଟ ଅଫିସର ପଦବୀ ପାଇଁ ନିଯୁକ୍ତି ସୁଯୋଗ, ଆବେଦନର ଶେଷ ତାରିଖ ଅକ୍ଟୋବର ୬

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ରେ ଅନେକ ବ୍ୟାଙ୍କିଂ ସ୍ପେସାଲିଷ୍ଟ ଅଫିସର (ଏସଓ) ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଭାରତରେ ଥିବା ଏସବିଆଇର ବିଭିନ୍ନ ଶାଖାରେ ୪୩୯ଟି ଏସଓ ପଦବୀ...

ଅମିତ ରୋହିଦାସ: ସୁନ୍ଦରଗଡ଼ର ସଉନାମରାରୁ ଭାରତୀୟ ହକିର ସଫଳ ଡିଫେଣ୍ଡର

ଆଶିଷ କୁମାର ରାୟ [youtube https://www.youtube.com/watch?v=iZsXafNxjpQ] ସୁନ୍ଦରଗଡ଼ ଜିଲ୍ଲାର ସଉନାମରା ଗାଁ ଓଡ଼ିଶାକୁ ଭେଟି ଦେଇଛି ଅନେକ ହକି ତାରକା। ସେମାନେ ଓଡ଼ିଶା ସହ ସମଗ୍ର ଭାରତ ପାଇଁ ଆଣିଛନ୍ତି ଗୌରବ। ସଉନାମରା ମାଟିରେ...

ରାଜ୍ୟ ପୋଲିସ ବାହିନୀର ସେବା ଓ ସାହସିକତାକୁ ସମ୍ମାନ: ୮୦ ଅଧିକାରୀ ଓ କର୍ମଚାରୀଙ୍କୁ ମିଳିଲା ରାଷ୍ଟ୍ରପତି ପଦକ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ରବିବାର ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଠାରେ ରାଜ୍ୟର ୮୦ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ସେବା ଓ ସାହସିକତା ପାଇଁ ରାଷ୍ଟ୍ରପତି...

ପଞ୍ଚଭୂତରେ ଲୀନ ହେଲା ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟାଙ୍କ ପାର୍ଥିବ ଶରୀର

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆଦିଲ୍ଲୀର ଲୋଧି ରୋଡ୍ ସ୍ଥିତ ଶ୍ମଶାନରେ ଗୀତା ମେହେଟ୍ଟାଙ୍କ ଶେଷକୃତ୍ୟ ସମ୍ପନ୍ନ। ବିଶିଷ୍ଟ ଲେଖିକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ଲୀନ ହୋଇଛି।...

ଆଜିଠୁ ଆରମ୍ଭ ହେଲା ସଂସଦର ସ୍ଵତନ୍ତ୍ର ଅଧିବେଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ସଂସଦର ୫ ଦିନିଆ ସ୍ଵତନ୍ତ୍ର ଅଧିବେଶନ ଆରମ୍ଭ କେନ୍ଦ୍ର ସରକାର ଆଗତ କରିବେ ୪ଟି ନୂଆ ବିଲ୍ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ଆଜିଠୁ ଭାରତୀୟ ସଂସଦର ୫...

ଏସିଆ କପ୍ ଚାମ୍ପିୟନ ଟିମ୍ ଇଣ୍ଡିଆ: ଫାଇନାଲରେ ଶ୍ରୀଲଙ୍କା ବିପକ୍ଷରେ ଦମଦାର ବିଜୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଏସିଆ କପ୍ ଫାଇନାଲରେ ଶ୍ରୀଲଙ୍କାକୁ ହରାଇ ଚାମ୍ପିୟନ ହେଲା ଭାରତ ଶ୍ରୀଲଙ୍କା ୫୦ ରନରେ ଅଲଆଉଟ, ୧୦ ୱିକେଟରେ ଭାରତ ଜିତିଲା ମ୍ୟାଚ ଅଷ୍ଟମ ଥର ପାଇଁ ଏସିଆ କପ୍...