ବେଙ୍ଗାଳୁରୁରେ ବିରୋଧୀ ଗୋଷ୍ଠୀଙ୍କ ଦ୍ଵିତୀୟ ବୈଠକ, ୨୦୨୪ ନିର୍ବାଚନୀ ରଣନୀତି ପାଇଁ ମାନସମନ୍ଥନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ବିରୋଧୀ ଏକତାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ମଙ୍ଗଳବାର ବେଙ୍ଗାଳୁରୁରେ ବସିବ ବିରୋଧୀ ଦଳଙ୍କ ଦ୍ଵିତୀୟ ଗରୁତ୍ଵପୂର୍ଣ୍ଣ ବୈଠକ। ଏଥିରେ କଂଗ୍ରେସ ସମେତ ୨୪ଟି ବିରୋଧୀ ଦଳର ନେତାମାନେ ଯୋଗ...
ଆଜି ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା: ୧୫ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତର ଓଡ଼ିଶା-ପାର୍ଶ୍ଵବର୍ତ୍ତୀ ଗାଙ୍ଗୀୟ ପଶ୍ଚିମ ବଙ୍ଗ ଉପତ୍ୟକା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସୋମବାର ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।...
ଜବାହାର ନବୋଦୟ ବିଦ୍ୟାଳୟରେ ଶିକ୍ଷାବର୍ଷ ୨୦୨୪-୨୫ରେ ନାମଲେଖା ପାଇଁ ଆବେଦନ ଜାରି, ଜାଣନ୍ତୁ କ’ଣ ରହିଛି ପ୍ରକ୍ରିୟା
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଜବାହାର ନବୋଦୟ ବିଦ୍ୟାଳୟରେ ଶିକ୍ଷାବର୍ଷ ୨୦୨୪-୨୫ରେ ନାମଲେଖା ପାଇଁ ହେବାକୁଥିବା ପ୍ରବେଶିକା ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଭାରତରେ ଥିବା ୬୪୯ଟି ନବୋଦୟ ବିଦ୍ୟାଳୟରେ...
ଭାରତୀୟ ରେଳବାଇରେ ୧୧୦୪ଟି ‘ଆପ୍ରେଣ୍ଟିସ୍’ ପଦବୀରେ ନିଯୁକ୍ତି ସୁଯୋଗ, ଆବେଦନର ଶେଷ ତାରିଖ ଅଗଷ୍ଟ ୨
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ରେଳବାଇ ପକ୍ଷରୁ ଉତ୍ତରପୂର୍ବାଞ୍ଚଳ ରେଳ (ଏନଇଆର) ଡିଭିଜନରେ ଅନେକ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଉତ୍ତରପୂର୍ବାଞ୍ଚଳ ଡିଭିଜନରେ ରେଲୱେ ଆପ୍ରେଣ୍ଟିସ ଅଧୀନରେ ଖାଲିଥିବା ୧୧୦୪ଟି ପଦବୀ ପୂରଣ...
ମୋଦୀ ସରନେମ ମାମଲା: ଗୁଜରାଟ ହାଇକୋର୍ଟଙ୍କୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପହଞ୍ଚିଲେ ରାହୁଲ ଗାନ୍ଧୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୋଦୀ ସରନେମ ମାମଲାରେ ଗୁଜୁରାଟ ହାଇକୋର୍ଟଙ୍କୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସୁରଟ ସେସନ୍ସ କୋର୍ଟଙ୍କ ରାୟକୁ ଗୁଜରାଟ ହାଇକୋର୍ଟ ବଳବତ୍ତର ରଖିଥିବାରୁ ଏହାକୁ...
ପଦାର୍ପଣ ଟେଷ୍ଟରେ ଯଶସ୍ଵୀଙ୍କ ବଡ଼ ରେକର୍ଡ, ୱେଷ୍ଟଇଣ୍ଡିଜରେ ଭାରତର ବୃହତ ବିଜୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ୱେଷ୍ଟଇଣ୍ଡିଜ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଦଳକୁ ପ୍ରଥମ ଟେଷ୍ଟରେ ମିଳିଛି ବଡ଼ ବିଜୟ। ଡୋମିନିକାରେ ଖେଳାଯାଇଥିବା ଏହି ଟେଷ୍ଟ ମ୍ୟାଚରେ ଶୁକ୍ରବାର ଟିମ୍ ଇଣ୍ଡିଆ ଗୋଟେ ଇନିଂସ୍ ଓ ୧୪୧...
ଓଡ଼ିଶା ଖଣି ଦୁନିଆର ଅକୁହା କଥାକୁ ନେଇ ନୀଳମାଧବ ପଣ୍ଡାଙ୍କ ‘ଦ ଜେଙ୍ଗାବୁରୁ କର୍ସ’
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାତୀୟ ପୁରସ୍କାରପ୍ରାପ୍ତ ପ୍ରଯୋଜକ ତଥା ନିର୍ଦ୍ଦେଶକ ନୀଳମାଧବ ପଣ୍ଡା ଭାରତର ପ୍ରଥମ କ୍ଲାଇମେଟ୍ ଫିକ୍ସନ ଥ୍ରୀଲର ସିରିଜ୍ ‘ଦ ଜେଙ୍ଗାବୁରୁ କର୍ସ’ର ରିଲିଜ୍ ପାଇଁ ପ୍ରସ୍ତୁତ ହୋଇଛନ୍ତି। ଏହି ସିରିଜ୍ ଆସନ୍ତା...
କୁନୋ ଜାତୀୟ ଉଦ୍ୟାନରେ ଆଖି ବୁଜିଲା ପୁଣି ଗୋଟିଏ ଚିତା, ୮ ଛୁଇଁଲା ମୃତ୍ୟୁ ସଂଖ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରୁ ପୁଣି ଆସିଲା ଦୁଃଖଦ ଖବର। ଦକ୍ଷିଣ ଆଫ୍ରିକାରୁ ଭାରତ ଅଣା ଯାଇଥିବା ଚିତାଙ୍କ ମଧ୍ୟରୁ ଶୁକ୍ରବାର ଦିନ ସୂରଜ ନାମକ ଗୋଟିଏ ଚିତାର ମୃତ୍ୟୁ ହୋଇଛି।...
ଏସିଆନ ହକି ଚାମ୍ପିୟନ୍ସ ଟ୍ରଫି ଉନ୍ମୋଚିତ, ଆରମ୍ଭ ହେଲା ‘ପାସ୍ ଦି ବଲ୍ ଟ୍ରଫି ଟୁର’ ଅଭିଯାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚେନ୍ନାଇଠାରେ ଅନୁଷ୍ଠିତ ହେବାକୁ ଥିବା ଏସିଆନ ହକି ଚାମ୍ପିୟନ୍ସ ଟ୍ରଫି ୨୦୨୩ର ଟ୍ରଫିକୁ ହକି ଇଣ୍ଡିଆ ପକ୍ଷରୁ ଉନ୍ମୋଚନ କରାଯାଇଛି। ଗୁରୁବାର ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ନାସନାଲ ଷ୍ଟାଡିୟମରେ କେନ୍ଦ୍ର କ୍ରୀଡ଼ା...
ସଫଳତାର ସହ ମହାକାଶକୁ ଗଲା ‘ଚନ୍ଦ୍ରଯାନ-୩’, ଆରମ୍ଭ ହେଲା ଭାରତର ଜହ୍ନ ଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ସଫଳତାର ସହ ଲଞ୍ଚ ହେଲା ଭାରତର ଚନ୍ଦ୍ର ମିଶନ ‘ଚନ୍ଦ୍ରଯାନ-୩’। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଶୁକ୍ରବାର ଦିନ ୨ଟା ୩୫ ବେଳେ ଏହି ମିଶନକୁ ଲଞ୍ଚ କରାଯାଇଛି।...





















